ବିଜୁ ଅନୁଗତଙ୍କୁ ନେଇ ଦାମ ଗଢ଼ିବେ ନୂଆ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଗଠନ କରିବେ ଡାକ୍ତର ଦାମୋଦର ରାଉତ। ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଗଢ଼ିବେ ନୂଆ ରାଜନୈତିକ ଦଳ। ଏନେଇ ସେ ଆଜି ସ୍ପଷ୍ଟ...

ଜନ ସମ୍ପର୍କ ପଦଯାତ୍ରାରୁ ବିଜେପିକୁ ଟାର୍ଗେଟ କଲେ ନବୀନ – କହିଲେ, “ଫମ୍ପା ମାଠିଆର ଶବ୍ଦ ବେଶୀ”

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। "ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦିଆଯିବ। କିନ୍ତୁ ଏଯାଏଁ...

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଝରଣାବସ୍ତିରୁ ଶୁଭାରମ୍ଭ ହେଲା ପଦଯାତ୍ରା ନଭେମ୍ବର ୧୧ ଯାଏଁ ଚାଲିବ ପଦଯାତ୍ରା ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସଚେତନ କରିବାକୁ ଏହି ପଦଯାତ୍ରା ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି...

ତୈଳ ଦର ବୃଦ୍ଧିର ପ୍ରତିବାଦ – ରାଜଭବନ ସମ୍ମୁଖରେ ଧାରଣା ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ରାଜଭବନ ସମ୍ମୁଖରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି। ଏହି ପ୍ରତିବାଦ ସଭାରେ ବିଜେଡିର ଛାତ୍ର, ଯୁବ...

କଂଗ୍ରେସର ୪୪ ପ୍ରାର୍ଥୀ – କେଉଁ ଆସନ ପାଇଁ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ସଜବାଜ ହୋଇଛି କଂଗ୍ରେସ। ୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି ପିଇସି କମିଟି। ଯେଉଁ ୪୪ଟି ପ୍ରାର୍ଥୀ ତାଲିକା କଂଗ୍ରେସ ଚୂଡ଼ାନ୍ତ...

ଶୁକ୍ରବାରକୁ ତାରିଖ, ଏଣେ କଂଗ୍ରେସ ଗୁହାଳ ଖାଲି ହେଉଛି!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ ୨୦୧୯ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରେଡ୍ଡି କରିଥିବା ବେଳେ ଦୁଇ ଜଣ ନେତା ଦଳ ଛାଡ଼ିବା ପାଇଁ ସଜବାଜ ହେଉଛନ୍ତି। ଓଡ଼ିଶାରେ କଂଗ୍ରେସ ନାମକ...

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ ଇସ୍ତଫା...

୨୦୧୯ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ – ୪୪ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କଲା ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କଲା କଂଗ୍ରେସ। ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି କଂଗ୍ରେସ ନିର୍ବାଚନ...

ଜଷ୍ଟିସ ଦୀପକ ମିଶ୍ରଙ୍କ ଆଜି ସୁପ୍ରିମକୋର୍ଟରେ ଅନ୍ତିମ ଦିନ – ଏ ସବୁ ଥିଲା ତାଙ୍କର ଐତିହାସିକ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଜଷ୍ଟିସ ଦୀପକ ମିଶ୍ରଙ୍କ ସୁପ୍ରିମକୋର୍ଟରେ ଅନ୍ତିମ ଦିନ। ସେ ଶୁଣାଇଥିବା କେତୋଟି ଐତିହାସିକ ରାୟ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ମଙ୍ଗଳବାର ଚାକିରିରୁ...

ଏଥର ବାଣୀବିହାରରେ ହେବନି ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟରେ ବନ୍ଦ ହେଲା ଛାତ୍ର ସଂସଦ ନିର୍ବାଚନ। ଆଜି ବସିଥିବା ପିଜି କାଉନସିଲ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ବିଶୃଙ୍ଖଳା ଲାଗି ରହିଥିବାରୁ ଚଳିତ ବର୍ଷ ନିର୍ବାଚନ...