ପାଖେଇ ଆସିଲା ଭୋଟ୍ – ଆଦିବାସୀ କାର୍ଡ ଖେଳିଲା ବିଜେଡି, ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ପାଇଁ ୨୪ ପ୍ରତିଶତ ଆଦିବାସୀ ଭୋଟ ଉପରେ ନଜର ପକାଇଛନ୍ତି ବିଜେଡି ଓ ବିଜେପି। ବିଜେଡି ଆଦିବାସୀ ପ୍ରତିନିଧିଙ୍କୁ ନେଇ ସମାବେଶ କରିଥିବା ବେଳେ ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର...

ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ। ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତିନିଧିମାନେ ଏକାଠି ହୋଇଥିଲେ। "ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ...

ଏନଡିଏକୁ ଢଳୁଛି ବିଜେଡି! ଧର୍ମେନ୍ଦ୍ର କହିଲେ, ଓଡ଼ିଶାରେ ନିଜ ଦମ୍‌ରେ ଲଢ଼ିବୁ ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ୨୦୧୯ରେ ବିଜେପି ନିଜ ଦମ୍‌ରେ ନିର୍ବାଚନ ଲଢ଼ିବ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ ଦେବା ପରେ...

ବିଜେଡିକୁ ଘାରିଛି ସିବିଆଇ ଭୟ: ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ  ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ବାଣ ମାରିଛନ୍ତି।...

ତରଳିଲା ନବୀନଙ୍କ ମନ! ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ଆଡ଼କୁ ଢଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅମିତ ଶାହ ଏବଂ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପରେ ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି...

ରାଜ୍ୟସଭା ଭୋଟ୍ କହିବ ମିଳିତ ବିରୋଧୀ ଦଳର ଦମ୍ କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉଛି ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଶକ୍ତି ପରୀକ୍ଷା। ଏଣୁ ରାଜ୍ୟସଭାରେ ଦମ୍ ଦେଖାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଦଳ। ୨୦୧୯...

ଜଟିଳ ହେଉଛି ରାଜ୍ୟସଭା ଅଙ୍କ! ଅମିତ ଶାହଙ୍କ ପରେ ନବୀନଙ୍କ ସମର୍ଥନ ଲୋଡ଼ିଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେଡିର ଗୁରୁତ୍ୱ ବଢ଼ିଛି। ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ...

ହରିବଂଶ ବନାମ ହରିପ୍ରସାଦ – ଜାଣନ୍ତୁ ୯ ଅଗଷ୍ଟ ରାଜ୍ୟସଭା ନିର୍ବାଚନର ପୂରା ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନେଇ ଜାତୀୟ ରାଜନୀତି ସରଗରମ୍। କଂଗ୍ରେସ ପ୍ରାର୍ଥୀ ଦେବା ପରେ କିଏ କାହାକୁ ସମର୍ଥନ କରିବ ତାକୁ ନେଇ ଚାଲିଛି ଅଙ୍କକଷା। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ...

ବିଜେଡି ସାଂସଦଙ୍କୁ ଭେଟିଲେ ଏନଡିଏ ପ୍ରାର୍ଥୀ ହରିବଂଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି...

କରୁଣାନିଧିଙ୍କ ସଫଳତାର କାହାଣୀ – ଫିଲ୍ମ ଇଣ୍ଡଷ୍ଟ୍ରିରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଲ୍ମ ଦୁନିଆରୁ ମୁଖ୍ୟମନ୍ତ୍ରୀ ହେବା କିଛି ଛୋଟିଆ କଥା ନୁହେଁ। ହେଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି ଏହି ସଫଳତା ହାସଲ କରିଥିଲେ। ରାଜନୀତିରେ ସକ୍ରିୟ ଥିବା ବେଳେ ସେ ଯେତିକି ଲୋକପ୍ରିୟ ଥିଲେ...