ବିବାଦରେ ଭର୍ତ୍ତୃହରିଙ୍କ ବୟାନ: କହିଲେ, ‘ଡିସେମ୍ବର ୨୫ ନୁହେଁ ଯୀଶୁଙ୍କ ଜନ୍ମଦିନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାଦୀୟ ମନ୍ତବ୍ୟ ଏବଂ ନିବନ୍ଧକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ଭର୍ତ୍ତୃହହରି ମହତାବ ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ...

ରାଜନୀତି ପଶାପାଲିରେ ‘ବ୍ରାହ୍ମଣୀ ସେତୁ’: କେନ୍ଦ୍ରକୁ ଜବାବ ଦେବା ପାଇଁ ଅଣ୍ଟା ଭିଡ଼ିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ନକଲେ ରାଜ୍ୟ କରିବ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ରବିବାର ରାଉରକେଲାରେ ବିଜେଡି ପ୍ରତିବାଦ କରିବା...

ଜିଏସ୍‌ଟି ପାଇଁ ଓଡ଼ିଶା ହୋଇଛି ଲାଭବାନ: ବଢ଼ିଛି ୨.୩୦ ପ୍ରତିଶତ ରାଜସ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଏସ୍‌ଟିକୁ ନେଇ ସାରା ଦେଶରେ ବିତର୍କ ଥମି ନଥିବା ବେଳେ ଓଡ଼ିଶା କିନ୍ତୁ ହୋଇଛି ଲାଭବାନ୍। ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶାର ରାଜସ୍ୱଆଦାୟରେ ଅଭିବୃଦ୍ଧି ଘଟିଥିବା ଅର୍ଥମନ୍ତ୍ରୀ ବିଧାନସଭାରେ ଦେଇଛନ୍ତି...

କଂଗ୍ରେସ ସଭାପତି ପଦ ପାଇଁ ରାହୁଲ ଗାନ୍ଧି ଭରିଲେ ପ୍ରାର୍ଥୀପତ୍ର

ଓଡ଼ିଶାଲାଇଭ୍‍ ବ୍ୟୁରୋ କଂଗ୍ରେସ ସଭାପତି ପଦ ପାଇଁ ରାହୁଲ ଗାନ୍ଧି ଆନୁଷ୍ଠାନିକ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୨୦୧୩ରେ ରାହୁଲ କଂଗ୍ରେସ ଉପ-ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସ ସଭାପତି ଥିବା...

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ନାରାୟଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ସରଗରମ୍ ହେଉଛି ରାଜନୀତି। ଏ ଦଳରୁ ସେ ଦଳକୁ ଡେଉଁଛନ୍ତି ନେତା। କଂଗ୍ରେସରୁ ରିତା ସାହୁ ବିଜେଡିକୁ ଆସିବା ପରେ ରବିବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି...

ବିଜେପିର ଅଭିଯୋଗ: ବିଜେପୁରବାସୀଙ୍କ ସହ ଛଳନା କରିଛି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରବାସୀଙ୍କୁ ଲଲିପପ୍ ଗଙ୍ଗାଧର ମେହେର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ବରାଦ ହୋଇନି ଟଙ୍କା ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେରଙ୍କୁ...

ବିଜେପୁର ବିଜେଡିରେ ଅସନ୍ତୋଷ: ଦଳ ଛାଡ଼ିଲେ ବ୍ଲକ ସଭାପତି ରାଧାଶ୍ୟାମ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟକା। ବ୍ଲକ ସଭାପତି ରାଧାଶ୍ୟାମ ମହାପାତ୍ର ଦେଇଛନ୍ତି ଇସ୍ତଫା। ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା। ବ୍ଲକ ସଭାପତି...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ଜମି ଅଧିଗ୍ରହଣକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ୧୪୭ ଏକର ଜମି ଆବଶ୍ୟକ ବୌଦ୍ଧ-ସୋନପୁର ଜିଲ୍ଲାରେ ୧୪୦୦ ଏକର ଜଙ୍ଗଲ ଜମି ଦରକାର ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ ଆଣିଥିଲା ବିଜେଡି ଜମି ଯୋଗାଇଦେବାକୁ ନିବେଦନ...

ୟୁପିରେ କେବଳ ନୁହେଁ, ଦଳରେ ବି ଯୋଗୀଙ୍କ ଭାଉ ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁପିରେ ମୁଲାୟମ ସିଂହ ଯାଦବ ଏବଂ ମାୟାବତୀଙ୍କ ଯେଉଁ ପ୍ରଭାବ ଥିଲା ଏବେ ତାହା ଯୋଗୀ ଆଦିତ୍ୟ ନାଥଙ୍କୁ ମିଳିଛି। ୟୁପି ପୌର ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ପରେ ଯୋଗୀ...

ବିଧାନସଭାରେ ଚାଷୀ କଳି: ଏମ୍ଏସପି ବୃଦ୍ଧି ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ ସମସ୍ୟାକୁ ନେଇ ଦୁଇଦିନ ହେଲା ବିଧାନସଭାର ଶିତ ଅଧିବେଶନ ଅଚଳ ହୋଇଯାଇଥିଲା। ଚାଷୀଙ୍କ ପାଇଁ ବିରୋଧୀ ଏବଂ ଶାସକ ସଭ୍ୟ ହୋଇଥିଲେ ମୁହାଁମୁହିଁ। ହେଲେ ଦୁଇଦିନ ପରେ ସ୍ବାଭାବିକ ହୋଇଛି...