ପ୍ରଭାତ ବିଶ୍ୱାଳଙ୍କୁ କୋର୍ଟରେ ହାଜର କଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣମାଧ୍ୟମକୁ ପ୍ରଭାତ କହିଲେ: “ମୁଁ ରାଜନୈତିକ ଆକ୍ରୋଶର ଶିକାର ହୋ‌ଇଛି। ସିବିଆଇ ମୋତେ ଅଯଥାରେ ହ‌ଇରାଣ ହରକତ କରିବା ସହ ଏକ ରାଜନୈତିକ ଦଳର ହାତବାରିସି ହୋ‍ଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି।” ସିସୋର...

ସିବିଆଇକୁ ବିଜେପି ରାଜନୈତିକ ପ୍ରତିଶୋଧ ପାଇଁ ଅସ୍ତ୍ର କରିଛି: ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତୀବ୍ର ପ୍ରତିକ୍ରିୟା। ଦଳ କହିଲା ବିଜେପିର କଳ, ବଳ ଓ ଛଳ ବିରୋଧରେ ହେବ...

ଚିଟ୍‌ଫଣ୍ଡରେ ପଲିଟିକାଲ ଲିଙ୍କ୍‍: ତ୍ରିପାଠୀ ‘ପ୍ରଭାତ’ଙ୍କଠାରୁ ବିଶ୍ୱାଳ ‘ପ୍ରଭାତ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଖୋଜୁଛି ଚିଟ୍‌ଫଣ୍ଡର ପଲିଟିକାଲ ଲିଙ୍କ୍‍। ଯେଉଁ ଲିଙ୍କକୁ ନେଇ ସିବିଆଇ ଅଧିକାରୀ ୨୦୧୪ରେ ଖୋଳତାଡ଼ କରୁଥିଲେ ୨୦୧୭ରେ ମଧ୍ୟ ଅନୁରୂପ ଛାନ୍‍ଭିନ୍‍ ଆରମ୍ଭ କରିଛନ୍ତି। ୨୦୧୪ରେ କଟକ ଜିଲ୍ଲାର ବିଜେଡି...

ସିବିଆଇ ଟାର୍ଗେଟ୍‌: ପ୍ରଭାତଙ୍କ ପରେ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ‘ହକ୍‌ ପାଇଁ ହରତାଲ୍‍’କୁ ୧୨ ଘଣ୍ଟା ପୂରିବା ଆଗରୁ ଲାଗିଛି ଏକ ବଡ଼ ଝଟ୍‌କା। ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ରାତି ଅଧିଆ ଗିରଫ ପରେ ଏବେ ଦଳ କ’ଣ...

ଇନ୍ଦିରା ଶତବାର୍ଷିକୀ ଅବସରରେ କଂଗ୍ରେସ ବଖାଣିବ ବଳିଦାନ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବର୍ଷ କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିରାଟ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନଠାରୁ ହିଁ ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଅମିତ ଶାହାଙ୍କ ‘ପୋଡା ଟ୍ରାନ୍ସଫର୍ମର’ ମନ୍ତବ୍ୟର ଜବାବ ଦେଲେ କି ବିଜେଡି କର୍ମୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ମିଶନ୍-୧୨୦' ହାସଲର ଲକ୍ଷ୍ୟ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ୩ ଦିନର ରହଣି ଭିତରେ ବିଜେଡି ସରକାର ଉପରେ...

ଧର୍ମେନ୍ଦ୍ରଙ୍କ ଟ୍ୱିଟ: “ମୋ’ ପାଇଁ ସାଧାରଣ ଲୋକେ ହଇରାଣ ହୋଇଛନ୍ତି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ୫ ଘଣ୍ଟିଆ ହରତାଲକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଉଠିଛି। ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଜେପି ନେତା ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର...

ଏନଡିଏ ମେଣ୍ଟ ଛାଡିବାକୁ ଶିବସେନାର ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ମେଣ୍ଟରେ ଥାଇ ମଧ୍ୟ ମୋଦି ସରକାର ବିରୁଦ୍ଧରେ ବରାବର ବିଷୋଦଗାର କରୁଥିବା ଶିବସେନା ପକ୍ଷରୁ ପୁଣି ଥରେ ଚେତାବନୀ ଦିଆଯାଇଛି। ଏହି ବିବୃତ୍ତି ପରେ ମୋଦି ସରକାରଙ୍କ ହୋସ୍ ଉଡିଯିବା...

ମୋସୁମୀ ଅଧିବେଶନ: ଝଡ଼ରୁ ଆରମ୍ଭ ଝଡ଼ରେ ଶେଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ସ୍ୱଳ୍ପ ଅବଧି ପାଇଁ ବସିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ହେଲେ ଓଭରବ୍ରିଜ ଭୁଶୁଡିବା ପ୍ରସଙ୍ଗ, ଧାନ ସହାୟକ ମୂଲ୍ୟ,...

ଦୁଲୁକିଲା କ୍ୟାମ୍ପସ: ରାଲିରେ ଆସିଲେ ପ୍ରାର୍ଥୀ, ଦାଖଲ କଲେ ପ୍ରାର୍ଥିପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଲୁଦୁଲିରେ ଦୁଲୁକିଲା କ୍ୟାମ୍ପସ୍। ଜିନ୍ଦାବାଦ୍ ଧ୍ୱନିରେ ଫାଟି ପଡୁଥିଲା ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜ ପରିସର। ବାଜାର ତାଳେତାଳେ ନାଚି ଯାଉଥିଲେ ସମର୍ଥକ। ଶନିବାର ଛାତ୍ର ସଂସଦ ନିର୍ବାଚନ ଲାଗି ହୋଇଥିବା...