ଧାନର ‘ଏମ୍ଏସପି’ ବୃଦ୍ଧିକୁ କେନ୍ଦ୍ରର ନା: ରାଜଭବନ ଆଗରେ ପ୍ରତିବାଦ କଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀର ହକ୍‌ ମାଗିଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ବିଜେଡି ସୋମବାର ରାଜରାସ୍ତାକୁ ଓହ୍ଲାଇଛି। ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗକୁ ନେଇ ସୋମବାର କେନ୍ଦ୍ର ଉପରେ ବର୍ଷିଛି...

ଗୁଜୁରାଟ ଗଣିତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ଲାଖି ରହିଛି। କୁହାଯାଉଛି ଏହି ନିର୍ବାଚନର ଫଳାଫଳରୁ ଦେଶର ରାଜନୀତିର ଭବିଷ୍ୟତ ଦିଶା ନିର୍ଦ୍ଧାରଣ ହେବ। ଆଗାମୀ ଗୁଜୁରାଟ ବିଧାନସଭା...

ଇତିଶ୍ରୀ ମାମଲା ବନ୍ଦ ପରେ ରାଜନୀତିରେ ଝଡ଼: ସିବିଆଇର ଭୂମିକା ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ହତ୍ୟା ମାମଲାକୁ ସିବିଆଇ ବନ୍ଦ କରିବା ପରେ ଓଡ଼ିଶା ରାଜନୀତିରେ ଝଡ଼ ଉଠିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଭୂମିକା ଉପରେ ବିଜେଡି-କଂଗ୍ରେସ ଉଠାଇଛନ୍ତି ପ୍ରଶ୍ନ।   ସିବିଆଇ...

‘ଜୟୀ ରାଜଗୁରୁ’ଙ୍କୁ ନେଇ ବିବାଦ: ଧର୍ମେନ୍ଦ୍ରଙ୍କୁ ଟାଣିଲେ ଦାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ମନ୍ତବ୍ୟ ଦେଇ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ଡାକ୍ତର ଦାମୋଦର ରାଉତ। ଏହି ବିବାଦରେ ଦାମ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି। 'ଜୟୀ ରାଜଗୁରୁ'ଙ୍କୁ...

ଅନିଶ୍ଚିତତାରେ ବିଜେପୁର ମହାସମର: କେବେ ହେବ ଉପ-ନିର୍ବାଚନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୨୪ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତଙ୍କୁ ପୁରିଛି ତିନି ମାସ। ଏହି ତିନି ମାସ ଭିତରେ ବିଜେପୁରକୁ ନେଇ ଅନେକ ଘଟଣା ଘଟିଛି। ବିଜେପୁର ପାଇଁ ବିଜେଡି ଆଗୁଆ ଗୋଟି ଚାଳନା...

ଆନ୍ତଃରାଜ୍ୟ କାଉନସିଲ୍ ବୈଠକରେ ନବୀନ ଉଠାଇଲେ ଓଡ଼ିଶା ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ତଃରାଜ୍ୟ କାଉନସିଲ୍‌ର ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩ଟି ପ୍ରମୁଖ ଦାବି ଉଠିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, "ଶୀଘ୍ର ଗଠନ କର ମହାନଦୀ ଟ୍ରିବ୍ୟୁନାଲ" ...

ବିଜେଡିର ୨୦୧୯ କସରତ! ‘ବିଜୁ ଯୁବ ବାହିନୀ’ ଗଠନ ଉପରେ ସରକାରଙ୍କ ଫୋକସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରୁ ବିଜେଡି ଆରମ୍ଭ କରିଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ। ତୃଣମୂଳ ସ୍ତରର ଯୁବକଙ୍କୁ ଏକାଠି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଶେଷ ନହେଉଣୁ ଏପଟେ ଶନିବାର କ୍ରୀଡ଼ା...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆନ୍ତଃରାଜ୍ୟ କାଉନସିଲ୍ କମିଟି ବୈଠକରେ ଯୋଗଦେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ହେବାକୁ ଥିବା ୧୨ତମ ଆନ୍ତଃରାଜ୍ୟ କାଉନସିଲ୍‌ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ୨୬ରେ ଭୁବନେଶ୍ବର ଫେରିବେ। ତିନି ଦିନିଆ ନୂଆଦିଲ୍ଲୀ...

ବିବାଦରେ ପୁଣି ଦାମ: କହିଲେ, ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ବିବାଦୀୟ ବୟାନ୍‌ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଅଡ଼ୁଆରେ ପଡ଼ିଛନ୍ତି। "ଜୟୀ ରାଜଗୁରୁ...

ଦାମଙ୍କ ବିଭାଗରେ ମୁଣ୍ଡ ଖେଳାଇଲେ ସୂର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ସୂର୍ଯ୍ୟନାରାୟଣ ପାତ୍ର। ଫସଲ କ୍ଷୟକ୍ଷତି ଆକଳନକୁ ନେଇ ବିଜେଡିର ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି...