ମୋଦିଙ୍କୁ ଚ୍ୟାଲେଞ୍ଜ ଗୁଜୁରାଟ ଭୋଟ୍: ଗୋଟିଏ ମାସରେ ଆସିଲେଣି ଚାରି ଥର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହୋଇନି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବିଜେପି ଏବଂ ନରେନ୍ଦ୍ର ମୋଦି। ଗୋଟିଏ ମାସରେ ଚାରି ଥର ଗୁଜୁରାଟ ଗସ୍ତରେ ଆସି...
କେକ୍ କାଟି ଜନ୍ମଦିନ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଜନ୍ମଦିନ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ବିଜେଡି କର୍ମୀ ଓ ନେତାଙ୍କ ଗହଣରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ...
ଆଉ ମେଣ୍ଟ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବଦଳୁଥିବା ପାଣିପାଗର ପୃଷ୍ଠଭୂମିରେ ଏବେ ଅନେକ କଥା ଶୁଣିବାକୁ ମିଳୁଛି, ଅନେକ କଳ୍ପନା ଜଳ୍ପନା ମଧ୍ୟ ପ୍ରକାଶ ପାଉଛି। ଆଜି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଲୁଲୁସେନା ଆନୁଷ୍ଠାନିକ...
ପଦ୍ମବନକୁ କାହିଁକି ଢଳୁଛନ୍ତି ଲୁଲୁ ପରିବାର?
ସରୋଜ ମହାପାତ୍ର
ଛାତ୍ର ରାଜନୀତିରୁ ଆରପାରିକୁ ଯିବା ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲେ ଲୁଲୁ ମହାପାତ୍ର। ତାଙ୍କ ଶିରା ପ୍ରସିରାରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଥିଲା। ହେଲେ ଲୁଲୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପଦ୍ମବନକୁ ଯିବା...
ନୀରବତା ଭାଙ୍ଗିଲେ ପ୍ରସାଦ: କହିଲେ,’ବିଜେପୁରରେ ଜିତିବ କଂଗ୍ରେସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁରକୁ ନେଇ ବିଜେପି-ବିଜେଡି ଗୋଟି ଚାଳନା କରିବା ପରେ କଂଗ୍ରେସ ଏବେ ପାଗ ଭିଡ଼ିଛି। ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ କମିଟି ଗଠନ କରିଛି ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନ...
ଓଡ଼ିଶାର ଅବହେଳା ପାଇଁ ‘ଜାତୀୟ ଦଳ’କୁ ଦୋଷ ଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଜନ ସମ୍ପର୍କ ପଦଯାତ୍ରା’ରେ ନାଁ ନନେଇ ବର୍ଷିଲେ ବିଜେଡି ସୁପ୍ରିମୋ
ସଂଘୀୟ ବ୍ୟବସ୍ଥାକୁ ଛାରଖାର କରୁଛନ୍ତି ଜାତୀୟ ଦଳ
ନବୀନଙ୍କ ପରେ ସିଧାସଳଖ ବିଜେପିକୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ
ବିଜେପି ଦେଲା କାଉଣ୍ଟର ଜବାବ
ବିଗତ...
୭୦ ଟପିଲେଣି ନେତା: ପୁଅ ପାଇଁ ବାପା ନେବେ ସନ୍ନ୍ୟାସ!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତିରେ ପୁଅ ପାଇଁ ବାଟ ଛାଡ଼ୁଛନ୍ତି ବାପା। ଏଭଳି ଦୃଷ୍ଟାନ୍ତ ଅତୀତରେ ଦେଖିବାକୁ ମିଳିଛି। ବିଜୟଶ୍ରୀ ରାଉତରାୟ, ନରସିଂହ ମିଶ୍ର ଏବଂ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢେଇରୁ ସନ୍ନ୍ୟାସ ଘୋଷଣା କରିବା...
ଗଡ଼ ରକ୍ଷା ପାଇଁ ଗୋଟି ଚାଳନା: ଦ୍ୱାରକାବାସୀଙ୍କୁ ନିର୍ବାଚନୀ ଭେଟିଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗୁଜୁରାଟ ଗସ୍ତକୁ ସପ୍ତାହେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ମୋଦି...
ବିଜେଡିର ମିଶନ ବିଜେପୁର: ପାର୍ଟି ଅଫିସରେ ଦଳୀୟ ନେତାଙ୍କ କସରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ ଅସନ୍ତୁଷ୍ଟ ନେତା ଦଳିୟ ନେତାଙ୍କୁ ନାକେଦମ୍ କରୁଛନ୍ତି। ଏଣୁ ଅସନ୍ତୁଷ୍ଟଙ୍କୁ...
ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଜାନୁୟାରୀ ଶେଷ ସୁଦ୍ଧା ୱାର୍ଡ ପୁର୍ନଗଠନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଗଣିତ ଛିଣ୍ଡି ନଥିବା ବେଳେ ୨୦୧୮ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛନ୍ତି। ୨୦୧୮...





















