ଦୁଆର ଦେଖାଇବା ପରେ କଡ଼ ଲେଉଟାଇଲେ ନାରାୟଣ: କହିଲେ,”ମୁଁ ବିଜେପିରେ ଅଛି”

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ ଲେଉଟାଇଲେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ମଙ୍ଗଳବାର ସକାଳେ ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲେ। ଏନେଇ ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ବରଗଡ଼ ବିଜେପି ଜିଲ୍ଲା ସଭାପତିଙ୍କୁ ଦୁଆର ଦେଖାଇଲା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ମାମଲାରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ରାସ୍ତା ଦେଖାଇଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଦଳ କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ।" ଏହି ମନ୍ତବ୍ୟ...

ଧର୍ମେନ୍ଦ୍ରଙ୍କ ଉପରେ ଦାମ ରାଗି ପାଚି ଲାଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nkBePnleXQw] "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୋଷାମଦ କରି ଧର୍ମେନ୍ଦ୍ର ମନ୍ତ୍ରୀ ପଦ ପାଇଛନ୍ତି।" "ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ସଫଳତା ଉପରେ ପ୍ରଶ୍ନ ପଚାରିବା ଆଗରୁ ନିଜେ ପଢ଼ିବା ଦରକାର।" "ଧର୍ମ...

ବିଜେଡି ‘ପଦଯାତ୍ରା’କୁ କାଉଣ୍ଟର କରିବାକୁ ବିଜେପିର ‘ହକ୍‌ ପାଇଁ ଲଢ଼େଇ’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=uK0IX2oSyE0] ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ବିଜେପୁର ବିଜୟ, ମିଶନ୍-୧୨୦ ଏବଂ ବିଜେଡି ପଦଯାତ୍ରାକୁ କାଉଣ୍ଟର କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ...

ନବୀନଙ୍କ ‘ଅପପ୍ରଚାର’ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ, ବିଜେଡି ‘ଅହଙ୍କାରୀ’ ହୋଇଯାଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=xnJiHq33KPc] ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 'ମିଥ୍ୟା ଅପପ୍ରଚାର' ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ନବୀନ ଏବଂ ତାଙ୍କ ଦଳ ବିଜେଡିକୁ ଆକ୍ଷେପ କରିଛନ୍ତି।...

ମୁହଁ ଖୋଲିଲେ ନାରାୟଣ: କହିଲେ,“ସଭାପତି ଦାୟିତ୍ୱରୁ ମୋତେ ମୁକ୍ତ କର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଜେପୁର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ବିଜେଡିକୁ ଚେକ୍‍ ଦେବା ପାଇଁ ଦଳର ବରିଷ୍ଠ ନେତା ଆଲୋଚନା ଜାରି ରଖିଥିବା ବେଳେ ବିଦ୍ରୋହ ଆରମ୍ଭ କରିଥିବା...

ଦୀପାବଳି ପରେ କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି...

ବିଜେପିର ଦିନିକିଆ କାର୍ଯ୍ୟକାରିଣୀ: ଚାଲିଛି ବିଜେପୁର ଉପ-ନିର୍ବାଚନ ପାଇଁ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=PhtOyEF7NuA] ବିଜେପିର ମିଶନ୍‍ ବିଜେପୁର। ବରଗଡ଼ ଜିଲ୍ଲା ବରପାଲିରେ ବିଜେପି ୩୦ ହଜାର କର୍ମୀଙ୍କୁ ଠୁଳକରି ରଣହୁଙ୍କାର ଦେବା ପରେ ମଙ୍ଗଳବାର ରୋଡମ୍ୟାପ୍‍ ପ୍ରସ୍ତୁତି କରୁଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଦିନିକିଆ...

ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ବିଜେପି ସଭାପତି ଅମିତ ଶାହା ଏହି ସୂଚନା ଦେଇଛନ୍ତି। ପୋରବନ୍ଦରଠାରେ ଅନୁଷ୍ଠିତ ଏକ ସଭାରେ ସେ ଏହି କଥା...

୧୨ରେ ବିଜେପିରେ ମିଶିବ ଲୁଲୁ ସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ କଂଗ୍ରେସ ଦଳର ଦୁର୍ଗତି ଥମିବା ନାଁ ନେଉ ନାହିଁ। ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗଟି ଝୁଲିରହିଥିବା ବେଳେ ଏବେ ଦଳ ପାଇଁ ଆଉ ଏକ ଝଟକା ଲାଗିବା...