ଚାଲ ପିରିୟଡ୍ସ ବିଷୟରେ କଥା ହେବା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=rr4V6yPwzlc
ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ...
ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଭକ୍ତ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ...
ଜାଣନ୍ତୁ, ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତିର ମହାତ୍ମ୍ୟ
ଭାସ୍କର ମିଶ୍ର
ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେ ସମୟରେ...
ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଜଣ ଛାତ୍ରଛାତ୍ରୀଙ୍କୁ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ନିଯୁକ୍ତି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ସାରା ଦେଶରେ ଏବେ ଅକ୍ଷୟ ଶକ୍ତି ବା ସୌର ଶକ୍ତି ବ୍ୟବହାରର ଚାହିଦା ବଢ଼ି ଚାଲିଛି। ଏହି କ୍ଷେତ୍ର ଲାଗି ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ବିଶ୍ୱ...
ଯୋଗ ଦ୍ଵାରା କରିହେବ ଡାଏବେଟିସ ନିୟନ୍ତ୍ରଣ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/7kPjBC4k9nw?si=OrnAFZX1lgp90C6_
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ଵବ୍ୟାପି ଏହି ଦିବସ ପାଳନ କରାଯାଉଛି। ଯୋଗ ମଣିଷକୁ ଶାରୀରିକ ଏବଂ ମାନସିକସ୍ତରରେ ସୁସ୍ଥ ରଖିବାରେ...
କେମିତି ଓଜେଏସ କ୍ରାକ୍ କଲେ ସୋମେଶ ରଣବିଜୁଳି?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=EbgLNje6rIY
ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋମେଶ ରଣବିଜୁଳି। ଜୁଡିସିଆଲ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ଖଣ୍ଡପଡ଼ା ତହସିଲ୍ଦାର ଭାବରେ...
ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ଚାଲିଛି ଚାରିଆଡ଼େ ସଜବାଜ।
ବର୍ଷକୁ ଥରେ ରଜପର୍ବକୁ...
ଓଡ଼ିଶା ଇତିହାସର ନିଆରା ବ୍ୟକ୍ତିତ୍ଵ – ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=2EXPEbH9cZA
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ। ସ୍ଵାଧୀନତା ଆନ୍ଦୋଳନ, ସମାଜସେବା ଓ ରାଜନୀତି -ଜୀବନର ପ୍ରତିଟି ପାହାଚରେ ନବକୃଷ୍ଣ ଥିଲେ ତ୍ୟାଗର ଏକ ବିରଳ ଉଦାହରଣ।
ଗାନ୍ଧିଜୀଙ୍କ ଡାକରାରେ ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମରେ...
କାହିଁକି ଖଳ ଚରିତ୍ର ବାଛିଲେ ଅଭିନେତା କ୍ରିଷ୍ଣା କର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=CUxsYxHnyjc
ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର। ‘କେକେ’ ନାଁରେ ସେ ଘରେ ଘରେ ପରିଚିତ। ଟେଲିଭିଜନ ହେଉ କି ସିନେ ପରଦା ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ...
ଆଧାର ଅପବ୍ୟବହାର ହେଉଛି କି ନାହିଁ କିପରି ଯାଞ୍ଚ କରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Aj21wd9VK0c
ଆଧାର ନମ୍ବର ଏବେ ସବୁକ୍ଷେତ୍ରରେ ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନଥିଲେ କୌଣସି କାରବାର କରିବା ଖୁବ କଷ୍ଟକର। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଉଛି।...





















