ଗରିବ ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ମେଧାବୀ ଛାତ୍ର ଇଫୁ ମଲ୍ଲିକ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଭିନ୍ନକ୍ଷମ ହେଲେ ବି ତାଙ୍କ ଭିତରେ ରହିଛି ଭିନ୍ନ ଏକ କ୍ଷମତା

ଓଡ଼ିଶାଲାଇଭ୍ ବ୍ୟୁରୋ ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ। ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ। ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ। କାରଣ...

ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ: ଏବେବି ମନେପଡ଼ିଲେ ଥରିଉଠେ ଛାତି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ ଆତଙ୍କବାଦୀମାନେ ଖେଳିଥିଲେ ରକ୍ତର ହୋଲି। ଏହି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା...

ଦୀପ ଗ୍ରେସ୍ ଏକ୍କା: ଗାଁ ମାଟିରୁ ଭାରତୀୟ ହକି ଦଳର ସଫଳ ଡିଫେଣ୍ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକିର ଏକ ଜଣାଶୁଣା ନାଁ। ଓଡ଼ିଶାର ଏହି ସୁନା ଝିଅ ହକି ଖେଳରେ ଦେଶ ବିଦେଶରେ ସୁନାମ ଅର୍ଜନ କରି ରାଜ୍ୟ ପାଇଁ ଆଣିଛନ୍ତି...

ସୁନ୍ଦରଗଡ଼ର ପାନପୋଷ କ୍ରୀଡ଼ା ଛାତ୍ରାବାସ: ଗାଁ ଗହଳିର ହକି ପ୍ରତିଭାମାନଙ୍କ ଭବିଷ୍ୟତର ସ୍ୱପ୍ନକୁ ଦେଉଛି ନୂଆ ଉଡ଼ାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଆମ ସ୍ପୋର୍ଟସ୍ ହଷ୍ଟେଲରେ ଭଲ କୋଚ ଅଛନ୍ତି। ସେମାନେ ଆମକୁ ଭଲଭାବେ ତାଲିମ ଦେଉଛନ୍ତି। ହକି ଅଭ୍ୟାସ କରିବା ଲାଗି ଆମକୁ ନୂଆ ଷ୍ଟିକ୍ ସହିତ ବିଭିନ୍ନ ଉପକରଣ ଆଦି ମିଳିଛି।...

ସାତ ଜନମର ସାଥୀ ହେଲେ ଶୁଭ୍ରାଂଶୁ-ଦେବସ୍ମିତା

ସଂଗୀତା ମାନସିଂହ କୁହାଯାଏ ଯୁଗେ ଯୁଗେ ପ୍ରେମ ଶାଶ୍ଵତ ଏବଂ ଚିରନ୍ତନ। ପ୍ରେମ କେବଳ ଶରୀର ନୁହେଁ ଦୁଇଟି ମନ ଏବଂ ଆତ୍ମାର ମିଳନ। ସଚା ପ୍ରେମିକ ଯେତେ ଝଡ଼ଝଞ୍ଜା ଆସିଲେ ବି ପ୍ରେମିକାଠାରୁ...

ଆଜି ଜାତୀୟ ପ୍ରେସ୍‌ ଦିବସ: ଗଣମାଧ୍ୟମ ଓ ଗଣତନ୍ତ୍ର

ଡକ୍ଟର ମୃଣାଳ ଚାଟାର୍ଜୀ ୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ...

ଭାରତୀୟ ହକିର ‘ଓ୍ଵାଲ୍’ – ଦିଲ୍ଲୀପ ତିର୍କୀ

ଆଶିଷ କୁମାର ରାୟ [youtube https://www.youtube.com/watch?v=5UKBqIlUVhA] ବିଶ୍ଵ ହକି ମାନଚିତ୍ରରେ ଯେଉଁ କେତେଜଣ ଖେଳାଳି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ଅନ୍ୟତମ। ଭାରତୀୟ ହକିର ଓ୍ଵାଲ୍...

ଓଡ଼ିଶା ହକିର ପ୍ରଥମ ହିରୋ ମାଇକେଲ କିଣ୍ଡୋ

ଆଶିଷ କୁମାର ରାୟ ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ...

ଭିନ୍ନ ପରମ୍ପରା: ଆଡ଼େଣୀଗଡ଼କୁ କଳା ରଙ୍ଗ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏମିତି କିଛି ଗାଁ ରହିଛି ଯାହାର ପରାମ୍ପରା ଏବଂ ଇତିହାସ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ବୌଦ୍ଧ ଜିଲ୍ଲାରେ ସେମିତି କିଛି ନିଆରା ପରମ୍ପରାର ଗାଁ ରହିଛି। ଏହି...