ଦୀଘାରେ କୂଳ ଲଙ୍ଘିଲା ସମୁଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ଯେତିକି ନିକଟତର ହେଉଛି ଭୟ ସେତିକି ବଢୁଛି। ବର୍ଷା ଓ ପବନର ପରିମାଣ ମଧ୍ୟ ବଢ଼ି ଚାଲିଛି। ଗତକାଲି ରାତିରୁ ଆଜି ସକାଳ ଯାଏଁ ପାରାଦୀପରେ ବର୍ଷା ଓ...

ରାତି ସାଢ଼େ ୮ରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହା ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଥିବା...

ବଢ଼ୁଛି ଅମ୍ପନର ପ୍ରକୋପ – ପାରାଦୀପରେ ଭାଙ୍ଗିଲା ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପରୁ ଆଉ ୧୨୦ କିଲୋମିଟର ଦୂରରେ ଅଛି ବାତ୍ୟା ଅମ୍ପନ। ଆଉ ୨ ଘଣ୍ଟା ମଧ୍ୟରେ ପାରଦୀପ ଦେଇ ଅତିକ୍ରମ କରିବ ଅମ୍ପନ। ଏହାର ପ୍ରଭାବରେ ଏବେ ସୁଦ୍ଧା ପାରାଦୀପରେ ସର୍ବାଧିକ...

ଉପକୂଳରେ ଅମ୍ପନ କରୁଛି କମ୍ପନ – ଅପରାହ୍‌ଣରୁ ସନ୍ଧ୍ୟା ମଧ୍ୟରେ ରହିବ ଅଧିକ ପ୍ରଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଧିରେ ଧିରେ ପଡ଼ିବାରେ ଲାଗିଲାଣି। ଆଜି ଅପରାହ୍‌ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ଫଳରେ...
amphan update

ଅମ୍ପନ ଅପ୍‌ଡେଟ୍ – ସକାଳ ୧୦ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ପନ। ଆଜି ଅପରାହଣ ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ...

ପାରାଦୀପଠାରୁ ଦିଗ ବଦଳାଇଲା ଅମ୍ପନ – ଆଜି ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପଠାରୁ ଦିଗ ବଦଳାଇଲା ବାତ୍ୟା ଅମ୍ପନ। ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ଅମ୍ପନ ଗତି କରୁଛି। ଏବେ ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ଅମ୍ପନ। ବାତ୍ୟା ସନ୍ଧ୍ୟା ସାଢ଼େ ୮...

ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା। ମାସ୍କ ପିନ୍ଧିବା ଦ୍ୱାରା ଲୋକେ କରୋନାର ମୁକାବିଲା...

ଅମ୍ପନ ପ୍ରଭାବରେ ଓଡ଼ିଶାର କେଉଁଠି କେତେ ବର୍ଷା, ପବନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା, ପବନ ରେକର୍ଡ କରାଯାଇଛି। ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର...

ଅମ୍ପନ ମୁକାବିଲା – ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରିତ ହେଲେଣି ୧ ଲକ୍ଷ ୧୯ ହଜାର ୭୫...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମ୍ପନ ମୁକାବିଲା ପାଇଁ ସରକାର ଜିରୋ କାଜୁଆଲ୍‌ଟିକୁ ଫୋକସ୍‌ରେ ରଖିଛନ୍ତି। ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ବିଭିନ୍ନ ଜିଲ୍ଲାର...
amphan update

ଅମ୍ପନ ଅପ୍‌ଡେଟ୍ – ସକାଳ ୮ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ… ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ପନ। ଦୀଘାଠାରୁ ୨୪୦ କିଲୋମିଟର ଏବଂ ବାଂଲାଦେଶଠାରୁ ୩୯୫...