ଆଜି ଶେଷ ଦିନିକିଆ – ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୦-୨ରେ ସିରିଜ ଜିତି ସାରିଛି ନ୍ୟୁଜିଲାଣ୍ଡ। ଆଜିର ଏହି ମ୍ୟାଚରେ ଭାରତ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ...

ଭାରତର ଏହି ଶ୍ରେଷ୍ଠ ଖେଳାଳି ଦିନିକିଆରେ କରିଛନ୍ତି ମାତ୍ର ଗୋଟିଏ ଶତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟରେ ଭାରତର ସ୍ଥାନ ଏବେ ବହୁତ ଉପରେ। ନିଜ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁଁ ଦଳ ଦିନିକିଆ, ଟେଷ୍ଟ ଓ ଟି-୨୦ରେ ନିଜ ଦବଦବା ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆସିବା ପରଠୁ...

ଅଣ୍ଡର୍ ୧୯ ବିଶ୍ୱକପ୍ – ବାଂଲାଦେଶକୁ ୧୭୮ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡର୍ ୧୯ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ବାଂଲାଦେଶକୁ ୧୭୮ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ରବିବାର ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯାଉଛି। ଏଥିରେ ପ୍ରଥମେ ଟସ୍...

ଅଣ୍ଡର ୧୯ ବିଶ୍ଵକପ୍‌ ଫାଇନାଲ – ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଟସ୍‌ ପଡ଼ି ସାରିଛି। ଏଥିରେ ବାଂଲାଦେଶ ପ୍ରଥମେ ଟସ୍‌...

ରାଜସ୍ଥାନ ରୟାଲ୍ସରେ ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଖେଳି ପାରନ୍ତି ଏହି ୨ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ ୨୦୨୦ରୁ ଏଥର ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଆହତ କାରଣରୁ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଏହି ୨ ଜଣ...

ଅଣ୍ଡର ୧୯ ବିଶ୍ୱକପ୍: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣ୍ଡର ୧୯ ବିଶ୍ୱକପ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ ଦଳ। ଦୁଇ ଦଳ ଦମଦାର ପ୍ରଦର୍ଶନ ସହ ଫାଇନାଲକୁ ପ୍ରବେଶ କରିଥିବାବେଳେ ଏବେ ଟାଇଟଲ ପାଇଁ ଶେଷ...

ଦ୍ଵିତୀୟ ଦିନିକିଆ ହାରିଲା ଭାରତ, ସିରିଜ ଅକ୍ତିଆର କଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ପୁଣି ପରାଜୟର ଶିକାର ହୋଇଛି। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ୨୨ ରନ୍‌ରେ ପରାସ୍ତ ହୋଇଛି। ଏହାସହ ଦିନିକିଆ ସିରିଜକୁ ୦-୨ରେ...

ରାଗିଗଲେ କ୍ୟାପଟେନ୍ କୋହଲି, ଡିଆରଏସକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଗିଗଲେ ଭାରତୀୟ କ୍ରିକେଟ୍ ଟିମର ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ କ୍ୟାପେଟନ୍ କୋହଲି। ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବେଳେ ଡିଆରଏସର ବ୍ୟବହାରକୁ ନେଇ କୋହଲି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି। ଶନିବାର ଭାରତ...

ଆଜି ଦ୍ଵିତୀୟ ଦିନିକିଆ – ଭାରତ ପାଇଁ ଶେଷ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଦ୍ଵିତୀୟ ମ୍ୟାଚ। ଏହି ମ୍ୟାଚରେ ଭାରତ ପାଇଁ ଶେଷ ସୁଯୋଗ ରହିଛି। ଯଦି ଏହି ମ୍ୟାଚରେ ଭାରତ ପରାସ୍ତ ହୁଏ, ତାହେଲେ ସିରିଜ...

ରଣଜୀ ମୁକାବିଲା – ଓଡ଼ିଶାକୁ ୧୦ ୱିକେଟରେ ହରାଇଲା ମହାରାଷ୍ଟ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ଟିମର ଲଜ୍ଜାଜନକ ପରାଜୟ। ଶୁକ୍ରବାର ମହାରାଷ୍ଟ୍ର ରଣଜୀ ଟିମ୍ ଅତି ସହଜରେ ଓଡ଼ିଶା ରଣଜୀ ଟିମକୁ ହରାଇ ଦେଇଛି। ପୁନେରେ ଖେଳାଯାଉଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଟିମ୍...