ଅଧିନାୟକ ଭାବେ ଦିନିକିଆରେ ୫ ହଜାର ରନ୍ ପୂରଣ କଲେ କୋହଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧିନାୟକ ଭାବେ ବିରାଟ କୋହଲି ଦିନିକିଆରେ ୫ ହଜାର ରନ୍ ପୂରଣ କରିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ କୋହଲି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ରବିବାର ବେଙ୍ଗାଳୁରୁରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ...

ବେଙ୍ଗାଳୁରୁ ଦିନିକିଆରେ ରୋହିତ ମାରିଲେ ଶତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଦିନିକିଆରେ ଶତକ ହାସଲ କରିଛନ୍ତି ରୋହିତ ଶର୍ମା। ରୋହିତ ୧୧୦ ବଲ୍‌ରୁ ଶତକ ହାସଲ କରିଥିଲେ। ଏହାସହ ରୋହିତ ଦିନିକିଆରେ ୨୯ତମ ଶତକ ହାସଲ କରିଛନ୍ତି। ଏହି...

ଆଉ କେତେ ଦିନ କ୍ରିକେଟ୍ ଖେଳିବେ ଧୋନୀ? ଶ୍ରୀନିବାସଙ୍କ ମନ୍ତବ୍ୟ ପରେ ପୁଣି ଆରମ୍ଭ ହେଲା ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧ରେ ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ରହିବେ ବୋଲି କହିଛନ୍ତି ଏନ୍ ଶ୍ରୀନିବାସନ୍। ଧୋନୀ କେବେ କ୍ରିକେଟରୁ ଅବସର ନେବେ? ଆଉ କେତେ ଦିନ ପର୍ଯ୍ୟନ୍ତ ସେ କ୍ରିକେଟ୍ ଖେଳ ଜାରି...

ଭାରତ ଆଗରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ଦିନିକିଆ ଜିତିବା ପାଇଁ ଭାରତ ଆଗରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୮୬ ରନ୍‌ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ...

ରଣଜୀ ମ୍ୟାଚ – ଓଡ଼ିଶାକୁ ୧୬୧ରେ ଅଲଆଉଟ କଲା ଜମ୍ମୁ କଶ୍ମୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଣଜୀ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଦିନରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚରେ ୧୬୧ ରନ୍‌ରେ ଅଲଆଉଟ...

ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆରେ ପ୍ରଥମେ ବୋଲିଂ କରିବ ଭାରତ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ଵାମୀ ଷ୍ଟାଡିୟମ ସିରିଜର...

ଶେଷ ଦିନିକିଆରେ ବିରାଟ କରିପାରନ୍ତି ଏହି ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମାଧ୍ୟମରେ ବିରାଟ ଏକ ନୂଆ ରେକର୍ଡ କରିପାରନ୍ତି। ସେ ଆଉ ଗୋଟିଏ ଶତକ କଲେ ଘରୋଇ ମାଟିରେ ସର୍ବାଧିକ...

ଆଜି ଶେଷ ଦିନିକିଆ – ସିରିଜ ହାତେଇବାକୁ ଲଢ଼ିବେ ଉଭୟ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଶେଷ ଦିନିକିଆ। ଏହି ମ୍ୟାଚ ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଏହି ମ୍ୟାଚ ଯେଉଁ...

FIH ପ୍ରୋ ହକି ଲିଗ୍‌ – ନେଦରଲାଣ୍ଡକୁ ୫-୨ ଗୋଲ୍‌ରେ ହରାଇଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ବିଶ୍ଵର ଶ୍ରେଷ୍ଠ ୩ ନମ୍ଵର ଦଳ ନେଦରଲାଣ୍ଡକୁ ୫-୨ ଗୋଲ୍‌ରେ ହରାଇଛି ଭାରତ।...

ପନ୍ତଙ୍କୁ ବାଏ ବାଏ କହିବ ଟିମ୍ ଇଣ୍ଡିଆ, କେ ଏଲ୍ ରାହୁଲ କରିବେ ୱିକେଟ୍ କିପିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ପନ୍ତଙ୍କୁ ବାଏ ବାଏ କହିବ ଟିମ୍ ଇଣ୍ଡିଆ। ପନ୍ତଙ୍କ ସ୍ଥାନରେ ଏବେ କେ ଏଲ୍ ରାହୁଲ୍ ୱିକେଟ୍ କିପିଂ କରିବା ସହ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବେ। ଶୁକ୍ରବାର ଭାରତ ଓ...