ବିଶ୍ୱକପ୍ ବିଜୟକୁ ୯ ବର୍ଷ – ୨୦୧୧ ଆଜିର ଦିନରେ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୧ ମସିହା ଏପ୍ରିଲ୍ ୨ ତାରିଖରେ ମୁମ୍ବାଇରେ ବିଶ୍ୱକପ୍ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ। ଦୀର୍ଘ ୨୮ ବର୍ଷ ବ୍ୟବଧାନ ପରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା। ଆଜି...
କ୍ରିକେଟକୁ କରୋନା ସଙ୍କଟ – ବାତିଲ୍ ହୋଇପାରେ ଏସିଆ କପ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ୱରେ ଏବେ ସଙ୍କଟ ସୃଷ୍ଟି କରିଥିବା କରୋନା ଭାଇରସ୍ କ୍ରୀଡ଼ା ଜଗତ ଉପରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିଛି। ଯେଉଁ କାରଣରୁ ବିଶ୍ୱର ଅନେକ କ୍ରୀଡ଼ାକୁ କରୋନା...
ବାର୍ଥଡେ’ ସ୍ପେଶାଲ – ଜାଣନ୍ତୁ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କ ପୂରା ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କ ଜନ୍ମଦିନ। ମାର୍ଚ୍ଚ ୨୪ ଆଜିର ଦିନରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ କୃନାଲ। ଆଇପିଏଲରୁ ଭାରତୀୟ ଦଳରେ ପ୍ରବେଶ କରିଥିବା ଏହି କ୍ରିକେଟରଙ୍କୁ...
କାହିଁକି ଚୀନ୍ରେ ଖେଳା ଯାଏନି କ୍ରିକେଟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେକ୍ନୋଲୋଜି ହେଉ ଅବା ଯେକୌଣସି କ୍ରୀଡ଼ା ପ୍ରତିଯୋଗିତା ସମସ୍ତ କ୍ଷେତ୍ରରେ ବିଶ୍ୱସ୍ତରରେ ଆଗରେ ରହିଥାଏ ଚୀନ୍। ଅଲମ୍ପିକ୍ସରେ ସବୁବେଳେ ରେକର୍ଡ ସଂଖ୍ୟକ ପଦକ ଜିତୁଥିବା ଚୀନରେ କ୍ରିକେଟ ଖେଳ ଦେଖିବାକୁ ମିଳେନାହିଁ।
ବର୍ତ୍ତମାନ...
ଏଥର ଆଇପିଏଲ୍ ହେବ କି ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଭୟାଭୟ ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଫଳରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍...
୩୦ ବର୍ଷରେ ପାଦ ଦେଲେ ବ୍ୟାଡ୍ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବ୍ୟାଡ୍ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲଙ୍କ ଆଜି ଜନ୍ମଦିନ। ୧୯୯୦ ମସିହା ମାର୍ଚ୍ଚ ୧୭ ତାରିଖରେ ହରିୟାଣାର ହିସାରରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ୩୦ ବର୍ଷ ବୟସରେ...
କରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ରୋହିତ ଶର୍ମା, ସେଆର କଲେ ଭିଡିଓ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ସରକାର ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଜନସଚେତନତାରେ ସାମିଲ ହୋଇଛନ୍ତି କ୍ରିକେଟର ରୋହିତ ଶର୍ମା।...
କରୋନା ଆତଙ୍କ – ସମସ୍ତ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବନ୍ଦ କଲା ବସିସିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ ଆତଙ୍କରାଜ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ କ୍ରୀଡ଼ା ଜଗତରେ ବି ନିଜର କାୟା ବିସ୍ତାର କରିଛି। ଫଳସ୍ୱରୂପ ବିସିସିଆଇ ଶନିବାର ସମସ୍ତ ପ୍ରକାର ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ...
କୋରୋନା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। କୋରୋନା ଭାଇରସ୍ ପାଇଁ ସିରିଜର ବାକି ୨ଟି ମ୍ୟାଚକୁ ବାତିଲ କରାଯାଇଛି। ସିରିଜ ବାତିଲ ନେଇ ଘୋଷଣା କଲା ବିସିସିଆଇ। ଖେଳାଳି ଓ...
କୋରୋନା ଡର – ଏପ୍ରିଲ ୧୫ ଯାଏଁ ଘୁଞ୍ଚିଲା ଆଇପିଏଲ୍ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ର ପ୍ରଭାବ ଏବେ ଆଇପିଏଲ୍ ଉପରେ ପଡ଼ିଛି। କୋରୋନା ଯୋଗୁଁ ଆଇପିଏଲ୍କୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଖେଳାଳି ଓ ଦର୍ଶକଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନରେ ରଖି ବିସିସିଆଇ ଏଭଳି...





















