ଦ୍ଵିତୀୟ ଦିନିକିଆ ହାରିଲା ଭାରତ, ସିରିଜ ଅକ୍ତିଆର କଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ପୁଣି ପରାଜୟର ଶିକାର ହୋଇଛି। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ୨୨ ରନ୍‌ରେ ପରାସ୍ତ ହୋଇଛି। ଏହାସହ ଦିନିକିଆ ସିରିଜକୁ ୦-୨ରେ...

ରାଗିଗଲେ କ୍ୟାପଟେନ୍ କୋହଲି, ଡିଆରଏସକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଗିଗଲେ ଭାରତୀୟ କ୍ରିକେଟ୍ ଟିମର ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ କ୍ୟାପେଟନ୍ କୋହଲି। ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବେଳେ ଡିଆରଏସର ବ୍ୟବହାରକୁ ନେଇ କୋହଲି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି। ଶନିବାର ଭାରତ...

ଆଜି ଦ୍ଵିତୀୟ ଦିନିକିଆ – ଭାରତ ପାଇଁ ଶେଷ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଦ୍ଵିତୀୟ ମ୍ୟାଚ। ଏହି ମ୍ୟାଚରେ ଭାରତ ପାଇଁ ଶେଷ ସୁଯୋଗ ରହିଛି। ଯଦି ଏହି ମ୍ୟାଚରେ ଭାରତ ପରାସ୍ତ ହୁଏ, ତାହେଲେ ସିରିଜ...

ରଣଜୀ ମୁକାବିଲା – ଓଡ଼ିଶାକୁ ୧୦ ୱିକେଟରେ ହରାଇଲା ମହାରାଷ୍ଟ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ଟିମର ଲଜ୍ଜାଜନକ ପରାଜୟ। ଶୁକ୍ରବାର ମହାରାଷ୍ଟ୍ର ରଣଜୀ ଟିମ୍ ଅତି ସହଜରେ ଓଡ଼ିଶା ରଣଜୀ ଟିମକୁ ହରାଇ ଦେଇଛି। ପୁନେରେ ଖେଳାଯାଉଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଟିମ୍...

ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ମ୍ୟାଚରେ ୬ ଓ୍ଵିକେଟ ନେଇଛନ୍ତି ଏହି ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଟି-୨୦ କ୍ରିକେଟକୁ କେବଳ ବ୍ୟାଟ୍ସମ୍ୟାନମାନଙ୍କର ଖେଳ ବୋଲି କୁହାଯାଇଥାଏ। କାରଣ ଟି-୨୦ କ୍ରିକେଟରେ ସବୁବେଳେ ବ୍ୟାଟ୍ସମ୍ୟାନମାନଙ୍କ ରାଜୁତି ରହିଥାଏ। ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ବୋଲର୍। ଟି-୨୦...

ଚାରି ନମ୍ବରରେ ଖେଳିବେ ଶ୍ରେୟାସ, ଧୋନୀଙ୍କ ବିକଳ୍ପ ହେବେ ରାହୁଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ଚାରି ନମ୍ବର ବ୍ୟାଟ୍ସମ୍ୟାନ ଓ ଦକ୍ଷ ୱିକେଟ୍ କିପର ପାଇଁ ଯେଉଁ ଖାଲି ସ୍ଥାନ ଥିଲା ତାହା ପୂରଣ ହୋଇଛି। ଟିମ୍ ଇଣ୍ଡିଆର ଚାରି ନମ୍ବର ବ୍ୟାଟ୍ସ ମ୍ୟାନ କିଏ...

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ – ଭାରତ-ବାଂଲାଦେଶ ଫାଇନାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପରେ ବାଂଲାଦେଶ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଦ୍ଵିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ହରାଇ ବାଂଲାଦେଶ ଫାଇନାଲ...

ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା – ଆଇପିଏଲରୁ ବାଦ୍ ପଡ଼ିଲେ ଜୋଫ୍ରା ଆର୍ଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଆହତ ଜନିତ କାରଣ ହେତୁ ଇଂଲଣ୍ଡର ଫାଷ୍ଟ ବୋଲର୍ ଜୋଫ୍ରା ଆର୍ଚର ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଆର୍ଚର ଆଇପିଏଲରୁ ବାଦ ପଡ଼ିବା ପରେ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼...

ଧୋନୀ ବିକିଲେ ଗୁପଚୁପ୍, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିକିଲେ ଗୁପଚୁପ୍। ସାଥୀ ଖେଳାଳି ଆର୍ ପି ସିଂହ ଓ ପିୟୁଷ ଚାୱଲାଙ୍କୁ ମାଳଦ୍ୱୀପରେ ଗୁପଚୁପ୍ ବାଣ୍ଟି ଏବେ ଚର୍ଚ୍ଚାରେ ମାହି। ବିଶ୍ୱକପ୍...

ହାମିଲଟନରେ ହାରିଲା ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ୧-୦ରେ ସିରିଜ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ହାମିଲଟନରେ ନ୍ୟୁଜିଲାଣ୍ଡଠୁ ହାରିଲା ଟିମ୍ ଇଣ୍ଡିଆ। ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ ପରେ ପ୍ରଥମ ଦିନିକିଆରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ କ୍ରିକେଟ୍ ଦଳ। ବୁଧବାର ନ୍ୟଜିଲାଣ୍ଡର ହାମିଲଟନରେ ପ୍ରଥମ ଦିନିକିଆ ମ୍ୟାଚ୍...