ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ରିଷଭ ପନ୍ଥ, ସେଆର କଲେ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ଭାରତୀୟ କ୍ରିକେଟ୍ ଟିମର ଯୁବ ୱିକେଟ କିପର ରିଷଭ ପନ୍ଥ। ନୂଆବର୍ଷରେ ନିଜର ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବା ବେଳର କିଛି ଫଟୋକୁ ରିଷଭ ନିଜର ସୋସିଆଲ୍...
ଆସନ୍ତାକାଲିଠୁ ଟି-୨୦ ସିରିଜ୍ – କୋହଲିଙ୍କ ଡେବ୍ୟୁ ପରେ ଶ୍ରୀଲଙ୍କାଠୁ ଗୋଟିଏ ବି ସିରିଜ୍ ହାରିନି ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିସାରିଲାଣି। ଏହି ସିରିଜରେ କିଏ ଜିତାପଟ ହାସଲ କରିବ ଏବେ ତାକୁ...
ଶନିବାର ବାରବାଟୀରେ ମହିଳା ଚ୍ୟାଲେଞ୍ଜର୍ ଟ୍ରଫି, ପ୍ରଥମ ମ୍ୟାଚକୁ ବର୍ଷା ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାରଠାରୁ ବାରବାଟୀ ଷ୍ଟାଡିୟମଠାରେ ମହିଳା ଚ୍ୟାଲେଞ୍ଜର୍ ଟ୍ରଫି ଟି-୨୦ ଖେଳାଯିବ। ଭାରତ-ଏ, ବି ଓ ସି’ ମଧ୍ୟରେ ଟାଇଟଲ୍ ଟକ୍କର ହେବ। ଏନେଇ ସମସ୍ତ ଦଳ ଓଡ଼ିଶାରେ ପହଞ୍ଚିଛନ୍ତି। ଶନିବାର ଭାରତ-ଏ...
କଡ଼ା ସୁରକ୍ଷା ମଧ୍ୟରେ ଗୁଆହାଟୀରେ ପହଞ୍ଚିଲା ଶ୍ରୀଲଙ୍କା ଦଳ, ଜାନୁଆରି ୫ରୁ ଭାରତ ସହ ଟି-୨୦ ସିରିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନକୁ ନେଇ ଆସାମରେ ହିଂସାକାଣ୍ଡ ଲାଗିରହିଥିବାବେଳେ କଡ଼ା ସୁରକ୍ଷା ବଳ ମଧ୍ୟରେ ଗୁଆହାଟୀରେ ପହଞ୍ଚିଛି ଶ୍ରୀଲଙ୍କା କ୍ରିକେଟ୍ ଟିମ୍। ଗୁରୁବାର ଅପରାହଣରେ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଥିଲା। ସେଠାରୁ ଖେଳାଳିମାନଙ୍କୁ...
ଜାନୁଆରି ୪ରୁ ବାରବାଟୀ ଷ୍ଟାଡିୟମ୍ରେ ମହିଳା ଚ୍ୟାଲେଞ୍ଜର୍ ଟ୍ରଫି
ଓଡ଼ିଶାଲାଇଭ୍ ବ୍ୟୁରୋ
ହରମନ୍ପ୍ରିତ କୌର, ସ୍ମ୍ରିତି ମନ୍ଧାନା, ବେଦ କ୍ରିଷ୍ଣାମୂର୍ତ୍ତି ଆକର୍ଷଣ
ଓଡ଼ିଶାରୁ ସୁଶ୍ରୀ, ମାଧୁରୀ
କଟକ: ଆସନ୍ତା ୪ ତାରିଖରୁ ବାରବାଟୀ ଷ୍ଟାଡିୟମ୍ଠାରେ ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି ଖେଳାଯିବ।...
ବର୍ଷ ଆରମ୍ଭରୁ ହକି ଯାତ୍ରା ଶେଷ କଲେ ସୁନିତା ଲାକ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା ଅନ୍ତର୍ଜାତୀୟ ମ୍ୟାଚରୁ ବିଦାୟ ନେଇ ସାରିଛନ୍ତି। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ କ୍ୟାରିୟର?
ଅନ୍ତର୍ଜାତୀୟ ଭାରତୀୟ ମହିଳା ହକି ଦଳରୁ ଅବସର ଘୋଷଣା...
ଅବସର ଘୋଷଣା କଲେ ଓଡ଼ିଆ ମହିଳା ହକି ଖେଳାଳି ସୁନିତା ଲାକ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ କାରଣରୁ ସେ ଅବସର ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ନାଲକୋ ପକ୍ଷରୁ ହକି ଖେଳିବେ ବୋଲି...
ନୂଆବର୍ଷରେ କ୍ଲିନ୍ ବୋଲ୍ଡ ହେଲେ ହାର୍ଦ୍ଦିକ – ଗର୍ଲଫ୍ରେଣ୍ଡ୍ଙ୍କ ସହ କଲେ ନିର୍ବନ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷ କ୍ରିକେଟ୍ ଫ୍ୟାନମାନଙ୍କ ପାଇଁ ନୂଆ ଖୁସି ଆଣିଛି। ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତାଙ୍କ ଗର୍ଲଫ୍ରେଣ୍ଡ୍ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଯାଇଛନ୍ତି। କାରଣ ହାର୍ଦ୍ଦିକ୍ ପାଣ୍ଡ୍ୟା ତାଙ୍କର ଗର୍ଲଫ୍ରେଣ୍ଡ୍ ନତାଶାଙ୍କ ସହ...
ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳୁଛନ୍ତି ବିରାଟ-ଅନୁଷ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଛନ୍ତି ବିରୁଷ୍କା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଛନ୍ତି।ବୁଧବାର କୋହଲି ସୋସିଆଲ୍ ମିଡିଆ...
୨୦୨୦ରେ ଧୋନିଙ୍କ ଉପରେ ନଜର, ନେବେ କି ଅବସର?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ବିଶ୍ଵକପ ପରେ ଦଳରେ ଆଉ ସ୍ଥାନ ପାଇ ନାହାନ୍ତି ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତାଙ୍କ ଅବସରକୁ ନେଇ ୨୦୧୯ରେ ବେଶ ଚର୍ଚ୍ଚା ହୋଇଥିଲା।...





















