ବିରାଟଙ୍କ ‘ବିରାଟ’ ରେକର୍ଡ ଭାଙ୍ଗିଲେ ରୋହିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଦଳର ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକର ବାରବାଟୀ ଷ୍ଟାଡିୟମରେ ଏକ ନୂଆ ରେକର୍ଡ କରିଛନ୍ତି। ଏହାସହ ସେ ବିରାଟ କୋହଲିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ...
ବାରବାଟୀ ଷ୍ଟାଡିୟମ ବାହାରେ ଫ୍ୟାନ୍ କ୍ଲବର ମଜା ନେଉଛନ୍ତି ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଷ୍ଟାଡିୟମରେ ଚାଲିଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ। ଏହି ମ୍ୟାଚ ଦେଖିବା ପାଇଁ ଟିକେଟ୍ ପାଇ ନଥିବା ଦର୍ଶକମାନେ ବାହାରେ ଫ୍ୟାନ୍ କ୍ଲବର ମଜା ନେଉଛନ୍ତି। ଷ୍ଟାଡିୟମ ବାହାରେ ଲାଗିଥିବା...
ବାରବାଟୀ ଦିନିକିଆ: ରୋହିତ-ରାହୁଲଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୧୦୦ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଭାରତର ଦୁଇ ଓପନର। ଦୁଇ ଓପନର ରୋହିତ-ରାହୁଲ ବ୍ୟକ୍ତିଗତ ଭାବେ ନିଜ ନିଜର ଅର୍ଦ୍ଧଶତକ...
ବାରବାଟୀ ବିଜୟ ପାଇଁ ଭାରତକୁ ଦରକାର ୩୧୬ ରନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଦିନିକିଆ ଜିତିବାକୁ ହେଲେ ଭାରତକୁ ୩୧୬ ରନ୍ର ଟାର୍ଗେଟ ପୂରଣ କରିବାକୁ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୧୫ ରନ୍...
ବାରବାଟୀରେ ନବଦୀପ ସୈନୀଙ୍କ ଡେବ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ବାରବାଟୀରେ ସେ ତାଙ୍କ କ୍ୟାରିୟରର...
୫୪ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଲା ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓ୍ଵେଷ୍ଟଇଣ୍ଡିଜ ତା’ର ପ୍ରଥମ ଓ୍ଵିକେଟ ହରାଇଛି। ୧୪ ଓଭରର ଶେଷ ବଲରେ ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଯାଇଛନ୍ତି ଇଭିନ ଲୁଇସ। ବ୍ୟକ୍ତିଗତ ୨୧ ରନ୍ କରି ଲୁଇସି ଆଉଟ ହୋଇଛନ୍ତି। ବର୍ତ୍ତମାନ...
ବାରବାଟୀରେ ବାଜିଲା ରଙ୍ଗବତୀ ଗୀତ, ଓଡ଼ିଆ ଗୀତରେ ଝୁମୁଛନ୍ତି ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ବାଜିଲା ରଙ୍ଗବତୀ ଗୀତ। ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ବାରବାଟୀ ଦର୍ଶକ।
ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏହି...
ବାରବାଟୀ ଦିନିକିଆରେ ଫ୍ୟାନଙ୍କ ଅଫର୍ – ଗୋଟେ ଛକାକୁ କିଲେ ପିଆଜ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବାରବାଟୀରେ ଯେଉଁ ଭାରତୀୟ ଖେଳାଳି ଛକା ମାରିବେ, ଆମେ ସେମାନଙ୍କୁ ପିଆଜ ଦେବୁ। ପ୍ରତିଟି ଛକା ପାଇଁ ସେମାନଙ୍କୁ ଗୋଟିଏ କିଲୋ ପିଆଜ ମିଳିବ”,କହିଛନ୍ତି କ୍ରିକେଟ୍ ଫ୍ୟାନ୍। ବାରବାଟୀ ମ୍ୟାଚ୍ ଦେଖିବାକୁ...
ରେକର୍ଡ ଅପେକ୍ଷାରେ କୁଲଦୀପ, ବାରବାଟୀରେ ପୂରଣ କରିବେ ୧୦୦ ଓ୍ଵିକେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀରେ ଆରମ୍ଭ ହୋଇଯାଇଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ନୂଆ ରେକର୍ଡର ଅପେକ୍ଷାରେ ରହିଛନ୍ତି। କୁଲଦୀପ ଦିନିକିଆରେ ୧୦୦ ଓ୍ଵିକେଟ ପୂରଣ...
ସନ୍ଧ୍ୟାରେ ଝଲସିବ ବାରବାଟୀ କ୍ଲକ୍ ଟାୱାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଦିନିକିଆରେ ଝଲସିବ କ୍ଲକ୍ ଟାୱାର। ବାରବାଟୀର ସ୍ୱତନ୍ତ୍ରତା ଭିତରେ ସ୍ଥାନ ପାଇଥିବା ଏହି କ୍ଲକ୍ ଟାୱାର ଆଜିର ମ୍ୟାଚ୍ ସମୟରେ ଦର୍ଶକଙ୍କ ଆଖିକୁ ଆକର୍ଷିତ କରିବ। ଏପରିକି ରାତି ସମୟରେ...





















