ବାରବାଟୀରେ ଟସ୍‌ ଜିତିଲା ଭାରତ – ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ମାତ୍ର କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମହାମୁକାବିଲା। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍‌ଡିଂ ନିଷ୍ପତ୍ତି ନେଇଛି।...

ବାରବାଟୀ ଅଭିମୁଖେ ବାହାରିଲା ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଲେ ଟିମ୍‌ ଇଣ୍ଡିଆର ଖେଳାଳି। ଭୁବନେଶ୍ୱର ମେ' ଫେୟାର ହୋଟେଲରୁ ବସ୍‌ ଯୋଗେ ଉଭୟ ୱେଷ୍ଟଇଣ୍ଡିଜ୍‌ ଏବଂ ଇଣ୍ଡିଆ ଟିମ୍‌ର ଖେଳାଳିମାନେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଛନ୍ତି।...

ବାରବାଟୀ ଷ୍ଟାଡିୟମର ଗେଟ୍‌ ଖୋଲିଲା – ଲମ୍ବା ଲାଇନ୍‌ରେ କ୍ରିକେଟ୍‌ ପ୍ରେମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ। ଏଥିପାଇଁ ଟୁଇନ୍‌ ସିଟି ଉଠୁଛି ପଡୁଛି। କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି। ଏହାରି...

ବାରବାଟୀ ମ୍ୟାଚ୍‌ ଦେଖିବାକୁ ଯାଉଛନ୍ତି କି? ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ପ୍ରତିକ୍ଷା ଅନ୍ତ ଘଟିଲା। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ କଟକ ବାରବାଟୀ ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ମହାମୁକାବିଲା। ଆପଣ ମ୍ୟାଚ୍‌ ଦେଖିବା ପାଇଁ କଟକ ଯାଉଛନ୍ତି କି? ତେବେ...

ଏଥର ଆଇପିଏଲରେ କିଏ କିଏ ହେବେ କ୍ୟାପଟେନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପକ୍ରିୟା ଶେଷ ହୋଇସାରିଛି। ଆଉ ମାତ୍ର ଅଳ୍ପମାସର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ବିଶ୍ୱର ସବୁଠାରୁ ଧନୀଶାଳୀ କ୍ରିକେଟ ଲିଗ୍। କିନ୍ତୁ ଏଥର...

ଆଜି ବାରବାଟୀରେ ଲଢ଼େଇ – କିଏ ଜିତିବ ଗଡ଼?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବାରବାଟୀରେ ହେବ ମହାମୁକାବିଲା। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯିବ ଶେଷ ଦିନିକିଆ। ଏହି ମ୍ୟାଚରେ କିଏ ହେବ ବାରବାଟୀ ବାଦଶାହ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମ୍ୟାଚ...

ଜମିଲା ଅଭ୍ୟାସ କାଲି ହେବ ଲଢେଇ – ଆସିଲେନି ରୋହିତ, ରାହୁଲ, ପନ୍ତ, ସାମି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବ। ଏନେଇ ଆଜି ଉଭୟ ଦଳର ଖେଳାଳି କଟକ ଆସି ଅଭ୍ୟାସ କରି ଫେରିଛନ୍ତି। ପୂର୍ବାହ୍ନ ୧୦ଟା ବେଳକୁ...

ମଦୁଆଙ୍କୁ ବାରବାଟୀ ଦିନିକିଆ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକମାନଙ୍କ ପାଇଁ ଜରୁରୀ ସୂଚନା। ଯେଉଁ ଦର୍ଶକ ମଦ ପିଇ ଖେଳ ଦେଖିବାକୁ ଯିବେ ତାଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଯିବ ନାହିଁ। କମିସନରେଟ ପୋଲିସ ପକ୍ଷରୁ...
mo bus fleet CRUT

କ୍ରିକେଟ୍‌ପ୍ରେମୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ବାରବାଟୀ ଚାଲିବ ସ୍ୱତନ୍ତ୍ର ମୋ’ ବସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ହେବ ମହାମୁକାବିଲା। ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। କ୍ରିକେଟ୍‌ପ୍ରେମୀଙ୍କ ସୁବିଧାକୁ ଆଖି ଆଗରେ ରଖି କ୍ରୁଟ୍‌ ପକ୍ଷରୁ ମୋ’ବସ୍‌ ସେବା...

ରବିବାର ବାରବାଟୀକୁ ଓହ୍ଲାଇବେ ଦୁଇ ଦଳ, ଭାରତର ପଲ୍ଲା ଭାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଏହାସହ ଉଭୟ ଦଳ ଆଜି ବାରବାଟୀରେ...