ବିସିସିଆଇର ସଭାପତି ହେବେ ସୌରଭ ଗାଙ୍ଗୁଲୀ, ଅମିତ ଶାହଙ୍କ ପୁଅ ସମ୍ପାଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇର ନୂଆ ସଭାପତି ହେବେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ। ଏହାସହ ବିସିସିଆଇ ସମ୍ପାଦକ ପଦ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ନାଁ ସ୍ଥିର ହୋଇଛି। ସୌରଭଙ୍କୁ...

କାର୍‌ ଦୁର୍ଘଟଣାରେ ୪ ହକି ଖେଳାଳି ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶର ହୋଶଂଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ହକି ଖେଳାଳିଙ୍କ ମୃତ୍ୟୁ ହୋଇଛି। ତିନି ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଏକ ମେଡ଼ିକାଲରେ ଭର୍ତ୍ତି...

ଜନ୍ମଦିନ ସ୍ପେଶାଲ: ୩୮ ବର୍ଷରେ ଗୌତମ ଗମ୍ଭୀର

ଓଡ଼ିଶାଲାଇଭ ବ୍ୟୁରୋ ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ତଥା ପୂବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ଆଜି ୩୮ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୧ ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମ ଗ୍ରହଣ...

ଦ୍ଵିତୀୟ ଟେଷ୍ଟ – ବୃହତ ବିଜୟ ସହ ସିରିଜ କବଜା କଲା ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ପୁଣେ ଏମସିଏ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ଓ ୧୩୭ ରନରେ ପରାସ୍ତ...

୨୦୦ ମିଟର ଫାଇନାଲରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଞ୍ଚିରେ ଚାଲିଥିବା ୫୯ତମ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟର ଦୂତି ଚାନ୍ଦ ସୂର୍ଣ୍ଣ ପଦକ ଜିତି ରେକର୍ଡ କରିଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ସେ ନିଜ ରେକର୍ଡ...

ଜାଣନ୍ତୁ ଏମାନଙ୍କ ବିଷୟରେ, ଯିଏକି କ୍ରିକେଟରରୁ ହୋଇଛନ୍ତି ଅମ୍ପାୟାର

ଓଡ଼ିଶାଲାଇଭ ବ୍ୟୁରୋ ବିଶ୍ଵରେ କ୍ରିକେଟ ଖେଳରେ ବେଶ ଲୋକପ୍ରିୟତା ରହିଛି। ବିଭିନ୍ନ ଦେଶରେ ଏମତି କିଛି ଖେଳାଳି ଅଛନ୍ତି ଯେଉଁମାନେ କ୍ରିକେଟ ଖେଳରୁ ସିଧା ଅମ୍ପାୟାର ହୋଇଛନ୍ତି। କ୍ରିକେଟରେ ନିଜ ଯାଦୁ ଦେଖାଇବା ପରେ...

ରୋହିତଙ୍କ ପାଦ ଛୁଇଁଲେ ପ୍ରଶଂସକ, ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ରୋହିତ ଶର୍ମାଙ୍କ ପାଦ ଛୁଇଁଲେ ଫ୍ୟାନ। ଖେଳ ମଝିରେ ଜଣେ ଫ୍ୟାନ ପଡ଼ିଆ ମଧ୍ୟକୁ ପଶି ରୋହିତଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ। ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟର ଦ୍ୱିତୀୟ ଦିନରେ ଜଣେ...

ଅଶ୍ଵିନୀ ଓ ଉମେଶଙ୍କ ଚମତ୍କାର ବୋଲିଂ, ୨୭୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

ଓଡ଼ିଶାଲାଇଭ ବ୍ୟୁରୋ ବ୍ୟାଟ୍ସମ୍ୟାନଙ୍କ ପରେ ଏବେ ଦମ୍‌ ଦେଖାଇଛନ୍ତି ଭାରତୀୟ ବୋଲର। ରବିଚନ୍ଦ୍ରନ୍‌ ଅଶ୍ଵିନୀ ଓ ଉମେଶ ଯାଦବଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ। ଫଳରେ ଦକ୍ଷିଣ ଆଫ୍ରିକା ୨୭୫...

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ମେରିକମଙ୍କୁ ବ୍ରୋଞ୍ଚ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ମେରିକମଙ୍କୁ ବ୍ରୋଞ୍ଚ୍‌ ପଦକ। ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପର ସେମିଫାଇନାଲରେ ପରାସ୍ତ ହେବାପରେ ତାଙ୍କୁ ବ୍ରୋଞ୍ଚ୍‌ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପର...

ପୁଣେ ଟେଷ୍ଟରେ ଦ୍ଵିଶତକ କରି ସଚିନ, ସେହଓ୍ଵାଗଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଦମଦାର ପାଳି ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚରେ ସେ ୩୩୬ ବଲରୁ ୨୫୪ ରନ କରି ଦ୍ଵିଶତକ ହାସଲ...