ବଦଳିବ ଫିରୋଜଶାହା କୋଟଲାର ନାମ – ହେବ ଅରୁଣ ଜେଟଲୀ ଷ୍ଟାଡିୟମ୍‌

ଓଡ଼ିଶାଲାଇଭ ବ୍ୟୁରୋ ବଦଳିବ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମର ନାମ। ଏହା ବଦଳରେ ଷ୍ଟାଡିୟମର ନାମ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯିବ। ଏନେଇ ମଙ୍ଗଳବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ନିଷ୍ପତ୍ତି ନେଇଛନ୍ତି।...

ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ଭାରତର ଶ୍ରେଷ୍ଠ ଅଧିନାୟକ ହେଲେ ବିରାଟ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଭାରତୀୟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ଦିନିକିଆ ଓ ଟି-୨୦ ସିରିଜ୍ ପରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ୩୧୮ ରନ୍‌ର ବଡ଼ ବ୍ୟବଧାନରେ ଜିତିନେଇଛି ବିରାଟ ବାହିନୀ। ଏହି...

ନ୍ୟୁଜ୍‌ ଅପ୍‌ଡେଟ୍‌ @ 11 AM (ଅଗଷ୍ଟ ୨୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ ସଚେତନ କରିବ ବିଜେପି  ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରବିନ୍ଦ୍ର ଜାଡେଜା କରିପାରନ୍ତି ଏହି ରେକର୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ ଭାରତ ଜିତି ସାରିଛି। ଆଉ ୨ଟି ଟେଷ୍ଟ ମ୍ୟାଚ ବାକି ଅଛି। ତେବେ ଏହି ଦୁଇଟି ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା କରିପାରନ୍ତି...

କେମିତି ଆରମ୍ଭ ହୋଇଥିଲା ବିଶ୍ଵ ବିଜେତା ପି.ଭି. ସିନ୍ଧୁଙ୍କ ବ୍ୟାଡମିଣ୍ଟନ ଯାତ୍ରା?

ଓଡ଼ିଶାଲାଇଭ ବ୍ୟୁରୋ ପିଡବ୍ଲୁଏଫ ବ୍ୟାଡମିଣ୍ଟନ ଚ୍ୟାମ୍ପିୟନସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁଙ୍କ ଖେଳ କ୍ୟାରିୟର। ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଇତିହାସ ରଚିଛନ୍ତି ପି.ଭି.ସିନ୍ଧୁ। ପ୍ରଥମ...

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ – ୩୧୮ ରନ୍‌ରେ ଜିତିଲା ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୩୧୮ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି ଭାରତ। ଏହାସହ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ।...

ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (ଅଗଷ୍ଟ ୨୬, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ସୁପ୍ରିମ୍‌କୋର୍ଟରେ ହେବ ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ...

କେ.ଏଲ୍. ରାହୁଲ ହେବେ ପଞ୍ଜାବ ଦଳର ଅଧିନାୟକ, ଦଳରୁ ବାହାରିବେ ଆର.ଅଶ୍ୱିନୀ!

ଓଡ଼ିଶାଲାଇଭ ବ୍ୟୁରୋ ଆଗାମୀ ଆଇପିଏଲ୍ ସଂସ୍କରଣରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ଭାବରେ ଖେଳିପାରନ୍ତି କେ.ଏଲ୍.ରାହୁଲ। ଭାରତୀୟ କ୍ରିକେଟ୍ ଦଳର ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଅଧିନାୟକ ଭାର ଦେବାକୁ ଚିନ୍ତା କରୁଛି ତାଙ୍କ ଆଇପିଏଲ୍...

ନ୍ୟୁଜ୍‌ ଅପ୍‌ଡେଟ୍‌ @7 PM (ଅଗଷ୍ଟ ୨୫, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଇତିହାସ ରଚିଲେ ସିନ୍ଧୁ – ଜିତିଲେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଟାଇଟଲ ଭାରତୀୟ ବ୍ୟାଡମିଣ୍ଟନ ତାରକା...

ଇତିହାସ ରଚିଲେ ସିନ୍ଧୁ – ଜିତିଲେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଟାଇଟଲ

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ରଚିଛନ୍ତି। ସେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଜିତି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଚାମ୍ପିୟସିପ ଜିତିବାରେ ସେ ପ୍ରଥମ ଭାରତୀୟ ଭାବେ...