ପୁଣି ଆହତ ସମସ୍ୟା – ବିଶ୍ଵକପରୁ ବାଦ ପଡ଼ିଲେ ବିଜୟ ଶଙ୍କର

ଓଡ଼ିଶାଲାଇଭ ବ୍ୟୁରୋ ଆଙ୍ଗୁଳିରେ ଆଘାତ ଲାଗିବାରୁ ବିଶ୍ଵକପରୁ ବାଦ ପଡିଛନ୍ତି ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର। ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ବୁମରାଙ୍କ ବଲର ଆହତ ହୋଇଥିଲେ ବିଜୟ ଶଙ୍କର। ଆରମ୍ଭରୁ ଆଘାତ ଏତେ ବଡ...

ଆଜି ଓ୍ଵେଷ୍ଟଇଣ୍ଡିଜକୁ ଭେଟିବ ଶ୍ରୀଲଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଚଳିତ ବିଶ୍ଵକପର ୩୯ତମ ମ୍ୟାଚରେ ଆଜି ଚେଷ୍ଟର ଲି ଷ୍ଟ୍ରିଟରେ ଓ୍ଵେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଓ୍ଵେଷ୍ଟଇଣ୍ଡିଜର ବିଶ୍ଵକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡିଥିବା ବେଳେ ଶ୍ରୀଲଙ୍କାର ଆଶା ରହିଛି। ଯଦି ଇଂଲଣ୍ଡ...

ହାରିଲା ଭାରତ, ମଉଳିଲା ପାକିସ୍ତାନର ଆଶା

ଓଡ଼ିଶାଲାଇଭ ବ୍ୟୁରୋ ଚଳିତ ବିଶ୍ଵକପର ୩୮ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୩୧ରନରେ ପରାସ୍ତ କରିଛି। ୩୩୭ରନର ପିଛା କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୦୬ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ...

ଆଜିର ମୁଖ୍ୟ ଖବର @7PM (୩୦ ଜୁନ୍, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ସାମିଙ୍କ ଘାତକ ବୋଲିଂ – ଭାରତକୁ ୩୩୮ ରନ୍‌ର ଟାର୍ଗେଟ ଦେଲା ଇଂଲଣ୍ଡ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଭାରତ।...

ସାମିଙ୍କ ଘାତକ ବୋଲିଂ – ଭାରତକୁ ୩୩୮ ରନ୍‌ର ଟାର୍ଗେଟ ଦେଲା ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୩୭...

ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ ମହାସମରରେ ଆଜି ଘରୋଇ ଇଂଲଣ୍ଡକୁ ଭେଟିବ ଭାରତ। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତିଛି ଆୟୋଜକ ଇଂଲଣ୍ଡ ଟିମ୍‌। ଏଥିସହିତ...

ସୁପର ସଣ୍ଡେ’ରେ ସୁପର ଫାଇଟ୍‌ – ଭାରତ ବନାମ ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ମିଂହାମ୍‌ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ। ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ'ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ।...

ଇତିହାସରେ ପ୍ରଥମଥର – ପାକିସ୍ତାନ କହୁଛି ‘ଭାରତ ଜିତୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍‌। ଇତିହାସରେ ପ୍ରଥମଥର ଭାରତ ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ। ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ'ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ...

ୱାର୍ଲ୍ଡ ୟୁନିଭରସିଟି ଗେମ୍‌ସରେ ଭାରତୀୟ ଦଳର ନେତୃତ୍ୱ ନେବେ ଦୌଡ଼ରାଣୀ ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ବିଶ୍ୱ ଦରବାର ଆଗରେ ଭାରତର ପ୍ରତିନିଧିତ୍ୱ କରିବେ ଦୌଡ଼ରାଣୀ ଦୂତିଚାନ୍ଦ। ଆସନ୍ତା ଜୁଲାଇ ୩ ରୁ  ୧୪ ତାରିଖ ପର୍ଯ୍ୟନ୍ତ ଇଟାଲୀର ନାପୋଲିରେ ଅନୁଷ୍ଠିତ ହେବାକୁ ଯାଉଛି ୩୦ତମ ୱାର୍ଲ୍ଡ...

ଶାହୀନ ଆଫ୍ରିଦିଙ୍କ ଚମତ୍କାର ବୋଲିଂ – ପାକିସ୍ତାନ ସାମ୍ନାରେ ୨୨୮ ରନ୍‌ର ବିଜୟଲକ୍ଷ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନକୁ ୨୨୮ ରନ୍‌ର ଟାର୍ଗେଟ୍‌ ଦେଲା ଆଫଗାନିସ୍ତାନ। ବିଶ୍ଵକପରେ ଆଜି ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଲିଡ୍‌ସରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍...