କୋହଲିଙ୍କ ଶତକ – ଭାରତ କବ୍‌ଜାରେ ତୃତୀୟ ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରାଟ କୋହଲିଙ୍କ ଆଉ ଏକ ଶତକ ବଳରେ ଭାରତ ଟ୍ରେଣ୍ଟ୍‌ବ୍ରିଜ୍‌ ଟେଷ୍ଟରେ ଘରୋଇ ଇଂଲଣ୍ଡ ସମ୍ମୁଖରେ ୫୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା...

ଭିନେଶ ଫୋଗଟ ରଚିଲେ ଇତିହାସ – ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ଜିତିଲେ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆନ୍ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତିରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ଏକ...

ଏସିଆନ୍‌ ଗେମ୍ସ – ସୁଟିଂରେ ଦୀପକ କୁମାର ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ୨୦୧୮ ଏସିଆନ୍‍ ଗେମ୍‍ରେ ଭାରତକୁ ଆଜି ୧୦ ମିଟର ଏୟାର ରାଇଫଲରେ ଆଉ ଏକ ପଦକ ମିଳିଛି। ଭାରତୀୟ ସୁଟର ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର୍‌ ଏୟାର୍‌...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମାଲ – ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟରେ ଭାରତର ପଲା ଭାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଟ୍ରେଣ୍ଟ୍‌ବ୍ରିଜ୍‌ରେ ପ୍ରଥମ ଦୁଇ ଦିନ ଭାରତୀୟଙ୍କ ବ୍ୟାଟିଂ ଓ ବୋଲିଂ କମାଲ୍‌ ଦେଖିବାକୁ...

ଏସିଆନ ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କଲେ ବଜରଙ୍ଗ ପୁନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ଶ ଏସିଆଡ଼ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି।...

ଜାକର୍ତ୍ତା ଏସିଆନ୍ ଗେମ୍ସ – ଓଡ଼ିଶାର ୧୨ ଖେଳାଳିଙ୍କ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆରମ୍ଭ ହୋଇଥିବା ୧୮ଶ ଏସୀୟ ଖେଳରେ ଓଡ଼ିଶାର ଦବଦବା ଦେଖିବାକୁ ମିଳିବ। ଆଶା କରାଯାଉଛି ଓଡ଼ିଶାର ଖେଳାଳିମାନେ ଭାରତ ପାଇଁ ଗୌରବ ଆଣିବେ। ଏହି ଖେଳରେ ବିଭିନ୍ନ ବିଭାଗରେ...

ଇମ୍ରାନ ଖାନ୍‌ଙ୍କ ନୂଆ ଇନିଂସ୍ – ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ପୂର୍ବତନ ପାକିସ୍ତାନ କ୍ରିକେଟର ଇମ୍ରାନ ଖାନ୍‌ଙ୍କ ନୂଆ ଇନିଂସ୍। ପାକିସ୍ତାନ ତେହରିକ୍‌...

ଆଜିଠୁ ଏସିଆନ୍ ଗେମ୍ସ – ଭାଗ ନେବେ ୪୫ଟି ଦେଶର ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ ସହରରେ ଏହି କ୍ରୀଡ଼ା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ। ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧...

ଆଜିଠୁ ତୃତୀୟ ଟେଷ୍ଟ୍ – ‘କର ବା ମର’ ସ୍ଥିତିରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ଆଜି ଟ୍ରେଣ୍ଟ ବ୍ରିଜ୍‌ର ନଟିଂହାମ ପଡ଼ିଆକୁ ଓହ୍ଲାଇବ। ୫ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ପାଇଁ କମ୍‌-ବ୍ୟାକ୍‌...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ ପରଲୋକ – ପ୍ରଧାନମନ୍ତ୍ରୀଙ୍କ ଶୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ କ୍ରିକେଟର ଅଜିତ ଓ୍ଵାଡେକରଙ୍କର ୭୭ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଅଜିତ ୱାଡେକରଙ୍କ...