ହକି ବିଶ୍ୱକପ୍ ପାଇଁ ଝଲସିବ ଭୁବନେଶ୍ୱର
ଓଡ଼ିଶାଲାଇଭ୍ ବ୍ୟୁରୋ
ସଚିବାଳୟରେ ସମୀକ୍ଷା ବୈଠକ
ରାଜଧାନୀ ରାସ୍ତାକଡ଼ରେ ହେବ ବନୀକରଣ
ରାସ୍ତାକଡ଼ କାନ୍ଥରେ ଅଙ୍କା ଯିବ ଚିତ୍ର
ବସ୍ଷ୍ଟାଣ୍ଡ ଓ ସିଟି ବସ୍ ହକି ରଙ୍ଗରେ ସଜେଇ ହେବ
ସବୁ ଜିଲ୍ଲାରେ...
ଭାରତୀୟ କ୍ରିକେଟ ଦଳର ଏହି ମହାନ ବ୍ୟାଟସମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଗୁଗୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅନ୍ୟତମ ମହାନ କ୍ରିକେଟ ଦଳର ଦିଲୀପ ସରଦେଶାଇଙ୍କର ଆଜି ୭୮ତମ ଜନ୍ମ ଜୟନ୍ତୀ। ଗୁଗୁଲ ଡୁଡଲ୍ ସମ୍ମାନ ଜଣାଇଛି ଏହି କ୍ରିକେଟ ମହାରଥୀଙ୍କୁ।
ଦିନଥିଲା ୱେଷ୍ଟଇଣ୍ଡିଜ୍ର ଦୁର୍ଦ୍ଧଷ...
ଡେନିୟଲଙ୍କ ସହ ଲଞ୍ଚ କରୁଛନ୍ତି ଅର୍ଜୁନ ତେନ୍ଦୁଲକର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ ୱେଟଙ୍କ ସହ ଲଞ୍ଚ୍ କରିଛନ୍ତି।
୧୯ ବର୍ଷରୁ କମ୍ ଆନ୍ତର୍ଜାତିକ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ...
ଆଇସିସି ଟେଷ୍ଟ୍ ବ୍ୟାଟିଂ ମାନ୍ୟତାରେ କୋହଲି ଏକ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମଥର ପାଇଁ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି...
ସୁଯୋଗ ହରାଇଲା ଭାରତ – ପ୍ରଥମ ଟେଷ୍ଟରେ ଭାରତକୁ ୩୧ ରନରେ ପରାସ୍ତ କଲା ଇଂଲଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିରୋଧରେ ଖେଳାଯାଉଥିବା ୫ଟି ଟେଷ୍ଟର ପ୍ରଥମ ମ୍ୟାଚ୍ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ଇଂଲଣ୍ଡ ବିରୋଧରେ ପ୍ରଥମ ଟେଷ୍ଟରେ ହାରିଯାଇଛି ଭାରତ। ଏହି ଟେଷ୍ଟ ବିଜୟର ଦ୍ଵାରଦେଶରେ ଥିବା ଭାରତୀୟ...
ବିଜୟ ମାଲ୍ୟାଙ୍କୁ ଝଟକା ଦେଲା ଟିମ୍ ଇଣ୍ଡିଆ – ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଖେଳାଳିଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ପଳାତକ ବ୍ୟବସାୟୀ ବିଜୟ ମଲ୍ୟା। ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି ଟିମ୍ ଇଣ୍ଡିଆ।
ପଳାତକ ବ୍ୟବସାୟୀ ବିଜୟ ମଲ୍ୟାଙ୍କୁ ନିରାଶ କରିଛି ଟିମ୍...
ଲକି ସାବ୍ୟସ୍ତ ହେଲା ବିରାଟଙ୍କ ନିର୍ବନ୍ଧ ମୁଦି – ଭାଙ୍ଗିଲେ ବହୁ ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିରୋଧରେ ବର୍ମିଂହାମ୍ ଟେଷ୍ଟ୍ରେ ଭାରତର ପ୍ରଥମ ପାଳିରେ ସମ୍ମାନରକ୍ଷାକାରୀ ଶତକ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।
ଇଂଲଣ୍ଡ ବିରୋଧରେ ବର୍ମିଂହାମ୍ ଟେଷ୍ଟ୍ର ପ୍ରଥମ ପାଳିରେ ସମ୍ମାନରକ୍ଷାକାରୀ ଶତକ ହାସଲ...
କୋହଲି ‘ବିରାଟ’ ଇଂନିସ ବଳରେ ଇଂଲଣ୍ଡ ବିରୋଧରେ ସମ୍ମାନ ରଖିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରାଟ କୋହଲିଙ୍କ ବିରାଟ ଇନିଂସ। ୨୨ତମ ଶତକ ବଳରେ ଭାରତୀୟ ଟିମ୍ ଇଂଲଣ୍ଡ ବିରୋଧରେ ୨୭୪ ରନ୍ ସଂଗ୍ରହ କରିଛି।
ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରର ୨୨ତମ ଶତକ ବଳରେ ଭାରତୀୟ...
ଓଡ଼ିଶା ପୁରୁଷ ହକି ବିଶ୍ୱକପ ପାଇଁ ବଢ଼ୁଛି ଉଷ୍ମତା – ‘ହାର୍ଟ ବିଟ୍ସ ଫର ହକି’ ଅଭିଯାନ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଳୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍।
ଓଡ଼ିଶା ପୁରୁଷ ହକି ବିଶ୍ୱକପ ପାଇଁ ଉଷ୍ମତା କ୍ରମେ...
ଅଶ୍ୱିନଙ୍କ ମ୍ୟାଜିକ୍ – ଐତିହାସିକ ଟେଷ୍ଟର ପ୍ରଥମ ଦିନରେ ଭାରତକୁ ସଫଳତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ୯ ଓ୍ଵିକେଟ୍ ବିନିମୟରେ ୨୮୫ ରନ୍ କରିଛି।
ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ବୁଧବାରଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଆରମ୍ଭ ହୋଇଛି। ମ୍ୟାଚ୍ର ପ୍ରଥମଦିନରେ ଉଭୟ...





















