ବିଶ୍ୱ ଉଶୁ ଚାମ୍ପିଅନସିପରେ ରୌପ୍ୟ ଜିତି ଦେଶ ପାଇଁ ସୁନାମ ଆଣିଲେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉଶୁ ଚାମ୍ପିଅନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ସୁନାମ ଆଣିଛନ୍ତି।
ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉଶୁ ପ୍ରତିଯୋଗିତାରେ ଯୋଡ଼ାର...
ଦିନିକିଆ ମ୍ୟାଚରେ ଧୋନିଙ୍କ ବିରାଟ ମାଇଲଖୁଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକାଧିକ ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତିି।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି।...
କ୍ରୋଏସିଆର ଆଶା ଚୂରମାର, ଦ୍ୱିତୀୟଥର ବିଶ୍ୱ ଚାମ୍ପିଅନ ଫ୍ରାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।
ଇଂଲଣ୍ଡର ହାରି କେନ୍ ସ୍ୱର୍ଣ୍ଣ ଜୋତା
କ୍ରୋଏସିଆର ଲୁକା ମୋର୍ଡିକ ସ୍ୱର୍ଣ୍ଣ ବଲ୍
ଫ୍ରାନ୍ସର ୧୯ ବର୍ଷୀୟ ତାରକା...
ଫିଫା ଫୁଟବଲ ବିଶ୍ୱଯୁଦ୍ଧର ଆଜି ଶେଷ ଦିନ, ଟାଇଟଲ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ କ୍ରୋଏସିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷିଆ ଫୁଟବଲ୍ ବିଶ୍ୱଯୁଦ୍ଧର ଅନ୍ତିମ ମୁକାବିଲାରେ ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ ଏବଂ କ୍ରୋଏସିଆ ମୁହାଁମୁହିଁ ହେବେ।
ରୁଷରେ ପ୍ରାୟ ଏକ ମାସ ଧରି ଚାଲିଥିବା ଫୁଟବଲ ମହାସମରର ଆଜି ଅନ୍ତିମ...
ଭାରତ-ଇଂଲଣ୍ଡ ଦ୍ଵିତୀୟ ଦିନିକିଆ: ସିରିଜ ଜିତିବା ଲକ୍ଷରେ ଭାରତ, ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ ହାସଲ କରିବା ଲକ୍ଷରେ ଭାରତ।
ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ...
କ୍ୟାରିୟରର ଐତିହାସିକ ଦିନରେ ଅବସର ନେଲେ ଭାରତୀୟ କ୍ରିକେଟ ଦଳର ଏହି ଲୋକପ୍ରିୟ କ୍ରିକେଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍ ମହମ୍ମଦ କେଫ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି।
ଭାରତୀୟ କ୍ରିକେଟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍ ମହମ୍ମଦ କୈଫ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର...
ଭାରତୀୟ ଆଥଲେଟିକସ୍ ଇତିହାସରେ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଲେ ଧାବିକା ହିମା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇତିହାସ ରଚିଛନ୍ତି ଭାରତୀୟ ଧାବିକା ହିମା ଦାସ। ଫିନ୍ଲାଣ୍ଡ୍ର ଟାମ୍ପରେଠାରେ ଆୟୋଜିତ ଆଇଏଏଏଫ୍ ବିଶ୍ୱ ୨୦ ବର୍ଷରୁ କମ୍ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି...
ରୋହିତଙ୍କ ପ୍ରହାରରେ ଇଂଲଣ୍ଡ ଧରାଶାୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଲଦୀପ ଯାଦବଙ୍କ ୬ ୱିକେଟ ଦଖଲ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି।
ପ୍ରଥମେ ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ...
କୁଲଦୀପ ଯାଦବଙ୍କ ବୋଲିଂରେ ଧରାଶାୟୀ ହେଲା ଇଂଲଣ୍ଡ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଲଦୀପ ଯାଦବଙ୍କ ଦମ୍ଦାର ବୋଲିଂ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଇଂଲଣ୍ଡକୁ ୮ ୱିକେଟରେ ପରାଜିତ କରିଛି ଭାରତ। ନାଣ୍ଟିଧାମର ଟ୍ରେଣ୍ଟ ବ୍ରିଜ ପଡ଼ିଆରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ଟିମ୍...
ଟି-୨୦ ପରେ ଦିନିକିଆରେ ବି ଇଂଲଣ୍ଡକୁ ପରାସ୍ତ କରିବାକୁ ଆଜି ପଡ଼ିଆକୁ ଓହ୍ଲାଇବ ବିରାଟବାହିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଆଜିଠାରୁ ଦିନିକିଆ ସିରିଜକୁ ଓହ୍ଲାଇବ।
ବିରାଟ କୋହଲି ଓ ଇଅନ୍ ମୋର୍ଗାନ୍ଙ୍କ ନେତୃତ୍ୱାଧୀନ ଭାରତ ଓ ଇଂଲଣ୍ଡ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ...





















