ଅନୁଷ୍କା ମୋ ପାଇଁ ପ୍ରେରଣା: ବିରାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଦେଶର ସବୁଠୁ ହଟ୍ କପଲ୍ ହେଉଛନ୍ତି ବିରୁଷ୍କା। ଜଣେ ପଡ଼ିଆରେ ଜଲୱା ଦେଖାଉଥିବାବେଳେ ଆଉ ଜଣେ ପରଦାରେ ଦର୍ଶକଙ୍କ ମନ ଜିଣୁଛନ୍ତି।
ନିକଟରେ ଶେଷ ହୋଇଥିବା ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜ୍ରେ ଭାରତୀୟ...
କୋହଲିଙ୍କ ଧମାକାଦାର ଶତକ: ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷଷ୍ଠ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲିଙ୍କ ଧମାକାଦାର ଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଏହି ସିରିଜରେ ଭାରତ...
ଭାରତୀୟ ହକି ଟିମର ସ୍ପନ୍ସର ଏବେ ଓଡ଼ିଶା, ହଟିଲା ସାହାରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ହେବାର ସୌଭାଗ୍ୟ ଲାଭ କରିଛି ଓଡ଼ିଶା।
ଓଡ଼ିଶା ପାଇଁ ଏହା ପ୍ରଥମ ଘଟଣା ଓ ସମ୍ମାନ। ରାଜ୍ୟ ସରକାର ଏକ ଜାତୀୟ ଟିମ୍ର ପ୍ରାୟୋଜକ...
ଟେଷ୍ଟ ଓ ଏକଦିବସୀୟରେ ଭାରତ ନଂ-୧ କ୍ରିକେଟ୍ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ଦଳ ଉଭୟ ଏକଦିବସୀୟ ଓ ଟେଷ୍ଟ୍ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୩ରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ୱାଧୀନ ଭାରତ ପ୍ରଥମଥର ପାଇଁ ଆଇସିସି ଦିନିକିଆ ମାନ୍ୟତାରେ...
ବିଶ୍ଵକପ୍ ହକି କାଉଣ୍ଟଡାଉନ୍ ଆରମ୍ଭ: ଓଡ଼ିଶା ଲୋଗୋ ଥିବା ଜର୍ସିରେ ନଜର ଆସିଲେ ଭାରତୀୟ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପ୍ ହକି ପାଇଁ ତତ୍ପର ହୋଇଉଠିଛି ଆୟୋଜକ ଓଡ଼ିଶା। ଏଥପୂର୍ବରୁ ଦିଲ୍ଲୀରେ ଆୟୋଜନ ହୋଇଛି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ।
ଚଳିତବର୍ଷ ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ଵକପ୍ ହକିର ୧୪ତମ ସଂସ୍କରଣ । ଏଥିପାଇଁ...
ଆଇପିଏଲ୍-୧୧: ୫୧ ଦିନ ଧରି ୯ଟି ଷ୍ଟାଡିୟମ୍ରେ ଚାଲିବ ଆଇପିଏଲ୍ ମହାସମର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ର ୧୧ତମ ସଂସ୍କରଣ ଚଳିତବର୍ଷ ୭ଏପ୍ରିଲରୁ ଆରମ୍ଭ
ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଦୁଇ ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ
ଏଥର ଆଇପିଏଲ୍ ୫୧ ଦିନ ଧରି ଚାଲିବ
...
ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଅସଲ ଯୋଦ୍ଧା ଶିବ କେଶବନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଭାରତୀୟ ଭାବେ ଶୀତକାଳୀନ କ୍ରୀଡ଼ାରେ ୬ ଥର ଭାଗ ନେଇଥିବା ଶିବ ଦୁଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରୀଡ଼ା ସଂଗ୍ରାମରୁ ଅବ୍ୟାହିତ ନେଇଛନ୍ତି।
ଶୀତକାଳୀନ ଅଲିମ୍ପିକ୍ସରେ ୬ ଥର ଅଂଶଗ୍ରହଣ କରିଥିବା ଶିବ...
ସବୁଠି କୋହଲି…କୋହଲି…
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ଦୁନିଆରେ ଏବେ ବେଶ୍ ପରିଚିତ ନାମ ହେଉଛନ୍ତି ବିରାଟ କୋହଲି। ପଡ଼ିଆରେ ରନ୍ ବର୍ଷା କରିବା କ୍ଷେତ୍ରରେ ହେଉ ଅବା ବ୍ୟକ୍ତିଗତ ଜୀବନୀକୁ ନେଇ ହେଉ, ବିରାଟ ଧିରେ ଧିରେ...
ମହିଳା କ୍ରିକେଟ୍ ଇତିହାସରେ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ିଲେ ଭାରତର ଝୁଲଣ ଗୋସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ୍ ଦଳର ଦ୍ରୁତତମ ବୋଲର୍ ଭାବେ ପରିଚିତ ଝୁଲଣ ଗୋସ୍ୱାମୀ ରଚିଛନ୍ତି ଇତିହାସ। ବିଶ୍ୱର ପ୍ରଥମ ମହିଳା ବୋଲର୍ ଭାବେ ଦିନିକିଆରେ ହାସଲ କରିଛନ୍ତି ୨୦୦ ୱିକେଟ।
ମହିଳା କ୍ରିକେଟ୍ରେ...
କେପଟାଉନ୍ ଦିନିକିଆରେ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେପ୍ଟାଉନ୍ ଦିନିକିଆରେ ୧୨୪ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ଟି ଦିନିକିଆରୁ ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଟିମ୍ ଇଣ୍ଡିଆ ସିରିଜରେ ୩-୦ରେ ଆଗୁଆ...





















