ଭାରତ-ୱେଷ୍ଟଇଣ୍ଡିଜ୍ ୧୦୦ତମ ଟେଷ୍ଟ: ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେଉଛି ଟେଷ୍ଟ ସିରିଜର ଦ୍ଵିତୀୟ ମୁକାବିଲା। ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନରେ ଖେଳାଯିବାକୁ ଥିବା ଏହି ମ୍ୟାଚଟି ଉଭୟ ଦଳ ମଧ୍ୟ ୧୦୦ତମ...
ପଦାର୍ପଣ ଟେଷ୍ଟରେ ଯଶସ୍ଵୀଙ୍କ ବଡ଼ ରେକର୍ଡ, ୱେଷ୍ଟଇଣ୍ଡିଜରେ ଭାରତର ବୃହତ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ପ୍ରଥମ ଟେଷ୍ଟରେ ମିଳିଛି ବଡ଼ ବିଜୟ। ଡୋମିନିକାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଶୁକ୍ରବାର ଟିମ୍ ଇଣ୍ଡିଆ ଗୋଟେ ଇନିଂସ୍ ଓ ୧୪୧...
ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ଉନ୍ମୋଚିତ, ଆରମ୍ଭ ହେଲା ‘ପାସ୍ ଦି ବଲ୍ ଟ୍ରଫି ଟୁର’ ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ୨୦୨୩ର ଟ୍ରଫିକୁ ହକି ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନାସନାଲ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡ଼ା...
ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଲେ ୩ ଓଡ଼ିଆ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜ୍ୟୋତ୍ସ୍ନା ଶବର ଓ ମୀନା ସନ୍ତାଙ୍କୁ ଯୁବ ବର୍ଗରେ ସ୍ଵର୍ଣ୍ଣ
ଝିଲ୍ଲୀ ଦଳବେହେରା ସିନିୟର ମହିଳା ବର୍ଗରେ ରୌପ୍ୟ
ପ୍ରତିଯୋଗିତାରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ପଦକ
ଉତ୍ତରପ୍ରଦେଶର...
ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତଙ୍କ ଆଉ ଏକ କମାଲ, ହାସଲ କଲେ ପଞ୍ଚମ ଜାତୀୟ ଟାଇଟଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେସ୍ ଦୁନିଆରେ ଓଡ଼ିଆ ତାରକା ପଦ୍ମିନୀ ରାଉତଙ୍କ ନାଁ ସହ ଯୋଡ଼ି ହୋଇଛି ଆଉ ଏକ ସଫଳତା। ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ମହିଳା ଚେସ୍ ଚମ୍ପିୟନସିପରେ ବିଜୟୀ ହୋଇ ସେ ହାସଲ...
ହକିର ଆଉ ଜଣେ ଦ୍ରୋଣାଚାର୍ଯ୍ୟ: ଅମୂଲ୍ୟାନନ୍ଦ ବିହାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=VHhsA6Pw1rk]
ହକି କଥା ଆସିଲେ ଓଡ଼ିଶାର ନାଁ ଆପେ ଆପେ ଆଗକୁ ଚାଲିଆସେ। ଓଡ଼ିଶାର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ପାଇଁ ଆଣିଛନ୍ତି ଅନେକ...
ଓଡ଼ିଶା ହକିର ପ୍ରଥମ ହିରୋ ମାଇକେଲ କିଣ୍ଡୋ
ଆଶିଷ କୁମାର ରାୟ
ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ...
ହକି ଖେଳ ପାଇଁ ବାପାଙ୍କଠୁ ଦିନେ ମାଡ଼ ଖାଇଥିଲେ ହକି ତାରକା ସୁଭଦ୍ରା ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mgj4kkcAwAQ]
ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ। ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ତାଙ୍କ ଜନ୍ମ। ପିଲାବେଳେ ସୁଭଦ୍ରାଙ୍କୁ ହକି ଖେଳିବାର ନିଶା ଏମିତି ଘାରିଥିଲା...
ସ୍ପେନ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ: ୨୪ ଜଣିଆ ଭାରତୀୟ ଟିମ୍ ଘୋଷିତ, ଦଳରେ ୨ ଓଡ଼ିଆ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପେନରେ ହେବାକୁ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଜୁଲାଇ ୨୫ ରୁ ୩୦ ଯାଏଁ ସ୍ପେନର ତେରାସାଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।...
ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ମାମଲା: କୋର୍ଟରେ ହାଜର ହେବାକୁ ବ୍ରିଜଭୂଷଣଙ୍କୁ ସମନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ସ୍ଥିତ ରାଉଜ ଏଭେନ୍ୟୁ କୋର୍ଟ। ମହିଳା କୁସ୍ତି...



















