ଆଜି ଆଇପିଏଲ୍‌ ଖେଳାଳି ନିଲାମୀ, ଓଡ଼ିଶାରୁ ମୁସ୍ତାକ ବେଗ ଓ ରାଜେଶ ମହାନ୍ତିଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ  

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର କୋଚିଠାରେ ୨୦୨୩ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଖେଳାଳି ନିଲାମ ଆୟୋଜିତ ହେବ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ହେବକୁ ଥିବା ଏହି ମେଗା ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ...

ପୁରୁଷ ହକି ବିଶ୍ଵକପ-୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ଲଗାତର ଭାବେ ଦ୍ଵିତୀୟ ଥର ପାଇଁ ବିଶ୍ଵକପ୍‌ ଆୟୋଜନ ଓଡିଶାର ଗୌରବ ବଢାଇଛି ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ ପୁରୁଷ ହକି ବଶ୍ଵକପ୍-୨୦୨୩ର ଆୟୋଜନ...

ରାଉରକେଲାରେ ଅଭ୍ୟାସ ମ୍ୟାଚ୍ ପାଇଁ ଭାରତୀୟ ଜୁନିୟର ହକି ଦଳରେ ୪ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୨୪ ତାରିଖରୁ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତୀୟ ଜୁନିୟର ହକି ଦଳ ଓ ଦକ୍ଷିଣ କୋରିଆ ମଧ୍ୟରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ୍...

ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଶର୍ମା ଓ ନବଦୀପ ସୈନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସୈନୀ ବାହାର ହୋଇଛନ୍ତି। ଡିସେମ୍ବର ୨୨ ତାରିଖରୁ ଏହି ମ୍ୟାଚ୍‌ ଖେଳାଯିବ। ରୋହିତ ଶର୍ମା...

ବିଶ୍ୱକପ୍ ପାଇଁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପ୍ରସ୍ତୁତ, ଡିସେମ୍ବର ୨୪ରୁ ଅଭ୍ୟାସ ମ୍ୟାଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେଣୁ ୨୦୨୩ ହକି ପୁରୁଷ ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଖେଳାଯିବ। ଏହା...

ପୁରୁଷ ହକି ବିଶ୍ଵକପ ପାଇଁ ଆଜିଠୁ ଆରମ୍ଭ ହେଲା ଅଫଲାଇନ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ-୨୦୨୩ ଆସନ୍ତା ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି। ଟିକେଟ କିଣିବାକୁ ଉଭୟ ଭୁବନେଶ୍ଵର କଳିଙ୍ଗଷ୍ଟାଡିୟମ ଏବଂ...

ଫିଫା ବିଶ୍ଵକପ୍ ୨୦୨୨: ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ବିଶ୍ଵ ଚାମ୍ପିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨ ଫିଫା ବିଶ୍ଵକପର ମେଗା ଫାଇନାଲରେ ଆର୍ଜେଣ୍ଟିନା ତୃତୀୟଥର ଲାଗି ଟାଇଟଲ ଜିତିଛି। ବିଶ୍ଵ ଚାମ୍ପିୟନ ହେବାର ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି ଆର୍ଜେଣ୍ଟିନା। ରବିବାର କତାରର ଲୁସେଲ୍ ଆଇକନିକ...

ପୁରୁଷ ହକି ବିଶ୍ୱକପ୍-୨୦୨୩: ସୋମବାରଠାରୁ ଆରମ୍ଭ ହେବ ଅଫଲାଇନ୍‌ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ଭୁବନେଶ୍ଵର ଓ ରାଉରକେଲାରେ ଖେଳାଯିବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ଵକପ୍‌ ପାଇଁ ଅଫଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ଵରରେ ହେବାକୁ ଥିବା ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମର...

ଫିଫା ବିଶ୍ଵକପ୍ ୨୦୨୨: ଆଜି ଫାଇନାଲରେ ଆର୍ଜେଣ୍ଟିନା-ଫ୍ରାନ୍ସ ଲଢ଼େଇ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଫିଫା ବିଶ୍ଵକପର ଫାଇନାଲ ମ୍ୟାଚରେ ଲିଓନେଲ୍‌ ମେସିଙ୍କ ଆର୍ଜେଣ୍ଟିନା ସହିତ ଫ୍ରାନ୍ସର ମୁକାବିଲା ହେବ। ବିଶ୍ଵକପ୍ ଫାଇନାଲରେ ଏହି ଦୁଇ ଦେଶ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ।...

ଲଗାତାର ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବେଙ୍ଗାଳୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା...