ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା ବିଭାଗ...
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ପଡ଼ିଲାଣି ଅଭ୍ୟାସ ପଡ଼ିଆର ଟର୍ଫ, ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହେବ ମୁଖ୍ୟ ଷ୍ଟାଡିୟମର କାର୍ଯ୍ୟ’’
ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...
ଓଡ଼ିଶାରେ ଚେସ୍ ଅଲିମ୍ପିଆଡ ମଶାଲ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୮ ତାରିଖରୁ ତାମିଲନାଡୁ ମହାବଲ୍ଲିପୁରମଠାରେ ଚେସ୍ ଅଲିମ୍ପିଆଡ ପ୍ରତିଯୋଗିତା ହେବ। ଏଥିପାଇଁ ଶୁକ୍ରବାର ଦିନ ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ମଶାଲ। ବିମାନବନ୍ଦରରେ ମଶାଲକୁ ଭବ୍ୟ ସ୍ଵାଗତ...
୯୪ ବର୍ଷ ବୟସରେ ଭଗଓ୍ଵାନୀ ଦେବୀଙ୍କ କମାଲ: ଦେଶ ପାଇଁ ଆଣିଲେ ଗୋଲ୍ଡ ମେଡାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୟସ ମାତ୍ର ଏକ ଆକଳନ। ଓ୍ଵାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ସିନିଅର ସିଟିଜେନ କାଟାଗୋରିରେ ୧୦୦ ମିଟର ରେସରେ ଗୋଲ୍ଡ ମେଡାଲ ଜିତି ଏହି କଥାଟିକୁ ସାବ୍ୟସ୍ତ କରି ଦେଖାଇଛନ୍ତି ଦିଲ୍ଲୀ...
ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବା ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ। ଦୀର୍ଘ ଦିନ ପରେ କଟକରେ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଭାରତ-ଦକ୍ଷିଣ ଆଫ୍ରିକା...
ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଜୁନ ୧୨ ତାରିଖରେ ଟି-୨୦ ମ୍ୟାଚ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଜେନେରାଲ ମ୍ୟାନେଜର ଦିପ୍ତୀ...
ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଦୁଇ ଦଳର ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଅପେକ୍ଷାର ଅନ୍ତ ହେଲା ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ଏବଂ ଦକ୍ଷିର ଆଫ୍ରିକାର ଖେଳାଳିମାନେ ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଲେ। ଖେଳାଳିମାନେ ପହଞ୍ଚିବା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା...
ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ। ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ...
କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ବୁଧବାର, ମେ’ ୮ ତାରିଖରେ ମିତାଲି ରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ଏହି...
ମୁଖ୍ୟମନ୍ତ୍ରୀ କିଣିଲେ ଟି-୨୦ ମ୍ୟାଚର ପ୍ରଥମ ଅଫଲାଇନ୍ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ଜୁନ ୭ ତାରିଖରୁ ଆରମ୍ଭ ହୋଇଛି ବାରବାଟୀ ଟି-୨୦ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି। ଗତ ସୋମବାର, ଜୁନ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟି-୨୦ ମ୍ୟାଚର...
ବାରବାଟୀରେ ଟି-୨୦ ମ୍ୟାଚ: ଜୁନ ୧ରୁ ଅନଲାଇନରେ ମିଳିବ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ।...




















