ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଜୁନ ୧ରୁ ମିଳିବ ଟିକେଟ୍

 ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ। ଏଥିପାଇଁ...

ଜୁନ ୧୨ରେ ବାରବାଟୀରେ ଟି-୨୦ ମ୍ୟାଚ: ଶତପ୍ରତିଶତ ଦର୍ଶକୀୟ କ୍ଷମତାକୁ ବିସିସିଆଇର ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ। ଏଥିପାଇଁ ଅନୁମତି ଦେଇଛି ବିସିସିଆଇ। ଶତପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀ। ଆସନ୍ତା ଜୁନ ୧୨...

‘ଥମାସ୍ କପ’ ଜିତିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ବ୍ୟାଡମିଣ୍ଟନର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ‘ଥମାସ କପ’ ପୁରୁଷ ବର୍ଗ ପ୍ରତିଯୋଗିତାରେ ଇତିହାସ ରଚିଛି ଭାରତ। ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଭାରତୀୟ ଦଳ ବିଜେତା ଟ୍ରଫି ହାସଲ...

ଆଇପିଏଲରୁ ସନ୍ନ୍ୟାସ ନେବେ ଅମ୍ବାତି ରାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଷ୍ଟାର ପ୍ଲେୟର ଅମ୍ବାତି ରାଇଡୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୨୦୨୨ ସିଜିନ ତାଙ୍କର ଶେଷ ଆଇପିଏଲ ହେବ ବୋଲି ସେ କହିଛନ୍ତି। ଏହି ସିଜିନରେ...

ଜୁନ ୧୨ରେ ବାରବାଟୀରେ ହେବ ଟି-ଟ୍ଵେଣ୍ଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ। ଆସନ୍ତା ଜୁନ ୧୨ ତାରିଖରେ ମ୍ୟାଚ୍‌ ଖେଳାଯିବ।...

ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ...

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍, ଭାଗ ନେଲେ ୧୨ଶହ ପ୍ରତିଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ବିଂଶତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶା ଏହି ପ୍ରତିଯୋଗିତା ଆୟୋଜନ କରିଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି...

ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ସୁମିତଙ୍କୁ ଦୁଇଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ମାର୍ଚ୍ଚ ୨୩ ତାରିଖରୁ ଉଦୟପୁରଠାରେ ଅନୁଷ୍ଠିତ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଥିବା ସମ୍ବଲପୁରର ସୁମିତ କୁମାର ପଣ୍ଡାଙ୍କୁ ଦୁଇଟି ପଦକ ହାସଲ ହୋଇଛି। ସୁମିତ ପଣ୍ଡା...

ଆଇପିଏଲ୍‌ରେ ବଡ଼ ପରିବର୍ତ୍ତନ: ସିଏସ୍‌କେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)ରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗୁରୁବାର ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍‌କେ)ର ଅଧିନାୟକ ପଦବୀ ଛାଡ଼ିଛନ୍ତି। ଧୋନୀ ୨୦୦୮ ମସିହାରୁ ସିଏସ୍‌କେର ଅଧିନାୟକ ରହିଛନ୍ତି।...

ଆଇସିସି ମହିଳା ବିଶ୍ୱକପରେ ନୂଆ ଇତିହାସ ରଚିଲା ଟିମ୍ ଇଣ୍ଡିଆ: ସ୍ମୃତି ଓ ହରମନପ୍ରୀତଙ୍କ ବିସ୍ଫୋରକ ଶତକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ମହିଳା ବିଶ୍ୱକପ ୨୦୨୨ର ତୃତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ରେକର୍ଡ କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ଓ...