ଆହୁରି ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ହିରୋଙ୍କୁ ସମ୍ଵର୍ଦ୍ଧିତ କଲା ଓଡ଼ିଶା ଓଡ଼ିଶା ଲୋକଙ୍କ ହୃଦୟରେ ହକି ରହିଛି - ରାନୀ ରାମପାଲ୍ ଆହୁରି ୧୦ ବର୍ଷ ଯାଏଁ ଜାତୀୟ ପୁରୁଷ ଓ ମହିଳା ହକି...

ଓଡ଼ିଶାରେ ଭାରତୀୟ ହକି ଦଳ – ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଲିମ୍ପିକ୍ସ ସଫଳତା ପାଇଁ ଉଭୟ ଦଳର ଖେଳାଳିମାନଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିବେ ଓଡ଼ିଶା ସରକାର। ମଙ୍ଗଳବାର ସକାଳ...

ସାବାସ୍ ପ୍ରମୋଦ – ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକାଙ୍କ ବିଶ୍ଵ ଚାମ୍ପିଅନ ଯାତ୍ରା

ଅଭିପ୍‌ସା ବରାଳ ଓଡ଼ିଶାର ପୁଅ ପ୍ରମୋଦ ଭଗତ। ନିଜର ସଙ୍ଘର୍ଷ ଓ ସଫଳତା ପାଇଁ ବିଶ୍ଵ କ୍ରୀଡ଼ା ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ସମସ୍ତେ ତାଙ୍କୁ ‘ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ’...

ସୁନ୍ଦରଗଡ଼ର ବୀର ପୁଅ ବୀରେନ୍ଦ୍ର – ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତି ପୂରା କଲେ ପରିବାରର ସ୍ୱପ୍ନ

ଶୁଭଶ୍ରୀ ନାୟକ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ୍‌ ପଦକ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ରୀଡ଼ା କ୍ୟାରିୟରରେ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଛି। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଲଛଡ଼ାର ପୁଅ ବୀରେନ୍ଦ୍ର ଲାକ୍ରା...

ମଣିପୁରର ମଣି ମୀରାବାଇ ଚାନୁ – ରିଓ ଅଲିମ୍ପିକ୍ସରେ ପରାଜୟ ପରେ ଖେଳ ଛାଡ଼ିବାକୁ ନେଇଥିଲେ ନିଷ୍ପତ୍ତି

ଅଭିପ୍‌ସା ବରାଳ ଟୋକିଓ ଅଲିମ୍ପିକ୍ସର ଦ୍ଵିତୀୟ ଦିନରେ ଭାରତକୁ ପ୍ରଥମ ରୌପ୍ୟ ପଦକ ଉପହାର ଦେଇଥିଲେ ମଣିପୁରର ମଣି ସାଇଖୋମ ମୀରାବାଇ ଚାନୁ। ଯେଉଁ ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଟେକ ରଖିଛନ୍ତି,...

ସୁନ୍ଦରଗଡ଼ର ସୁନା ଝିଅ ଦୀପ୍ ଗ୍ରେସ ଏକ୍କା – ଆଦିବାସୀ ଗାଁରୁ ଟୋକିଓ ଅଲିମ୍ପିକ୍ସ ଯାଏଁ ଯାତ୍ରା

ଅଭିପ୍‌ସା ବରାଳ ଟୋକିଓ ଅଲିମ୍ପିକ୍ସ ସହ ଅନେକ ଅନ୍ତର୍ଜାତୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଆସିଥିବା ଓଡ଼ିଆ ହକି ତାରକା ହେଉଛନ୍ତି ଦୀପ୍ ଗ୍ରେସ୍ ଏକ୍କା। ଦିନେ ଏହି ଖେଳାଳି ନିଜର ହକି...

ଅମିତ ରୋହିଦାସ – ସୁନ୍ଦରଗଡ଼ର ସଉନାମରାରୁ ଅଲିମ୍ପିକ୍ସ ପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=CFZXO-RZw4s]ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ଭାରତୀୟ ହକି ତାରକା ତଥା ଓଡ଼ିଆ ପୁଅ ଅମିତ ରୋହିଦାସ। (ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଅମିତ ରୋହିଦାସ। ଭାରତୀୟ ପୁରୁଷ ହକି ଦଳର...

ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, ନୟାଗଡ଼ ଭାଗରେ ୫ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସମଗ୍ର ରାଜ୍ୟରେ ନିର୍ମାଣ ହେବାକୁ ଯାଉଛି ୮୯ଟି ଷ୍ଟାଡିୟମ। ଏଥିରୁ ନୟାଗଡ଼ ଜିଲ୍ଲାରେ...

ରାଜ୍ୟରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ରହିବ କେଉଁ କେଉଁ ସୁବିଧା?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ହେବାକୁ ଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, କ୍ରୀଡ଼ା କ୍ଷେତ୍ରକୁ ଦୃଢ଼ କରିବା ସହିତ ସ୍ଵାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଉପଯୋଗୀ ହେବ। ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ...

ଖେଳରତ୍ନ ନାଁ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ବିବାଦରେ ମୋଦୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ରଖିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ...