କରୋନାରେ ଆଖି ବୁଜିଲେ କିମ୍ବଦନ୍ତୀ ଧାବକ ମିଲଖା ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିଲେ। ପରେ...
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଏହି ୧୬ ଜଣିଆ ଦଳରେ ଓଡ଼ିଶାର ଅମିତ ରୋହିଦାସ,...
ଟୋକିଓ ଅଲିମ୍ପିକ୍ସ ଖେଳିବେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା – ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍-୨୦୨୦ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଏଥିପାଇଁ ଗୁରୁବାର ହକି ଇଣ୍ଡିଆ ତରଫରୁ ଭାରତୀୟ ମହିଳା ହକି ଟିମରେ ସ୍ଥାନ ପାଇଥିବା ୧୬ଜଣ ଖେଳାଳିଙ୍କ...
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ (WTC21) ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ମଙ୍ଗଳବାର ଏକ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ରନ୍ ମେସିନ ବିରାଟ କୋହଲି ଏହି...
ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ – ହକି ଖେଳାଳି ଅମିତ ରୋହିଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=D_qchVG4xeU]
କୋଭିଡ୍-୧୯ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି। ଭାରତୀୟ ଖେଳ ଜଗତ ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି...
ରାଉରକେଲାରେ ଆରମ୍ଭ ହୋଇଛି ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା
ବର୍ଷକ ମଧ୍ୟରେ ଶେଷ ହେବ କାମ
ଖର୍ଚ୍ଚ ହେବ ୧୩୦ କୋଟି
ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ...
ଦୁବାଇରେ ଖେଳାଯିବ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର। କରୋନା ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଦୁବାଇ(ୟୁଏଇ)ରେ ଖେଳାଯିବ। ଆସନ୍ତା ସେପ୍ଟେମ୍ଵର-ଅକ୍ଟୋବରରେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ୩୧ଟି ମ୍ୟାଚ୍ ଦୁବାଇରେ ଆୟୋଜନ...
ଆଇପିଏଲ୍କୁ କରୋନା ମାଡ଼ – ଚଳିତ ସିଜିନକୁ ସ୍ଥଗିତ ଘୋଷଣା କଲା ବିସିସିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ର ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ଚଳିତ ସିଜନକୁ ସ୍ଥଗିତ ଘୋଷଣା କରାଯାଇଛି। ଆଗମୀ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଆଇପିଏଲ୍କୁ ସ୍ଥଗିତ ରଖିବାକୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ...
ଅକ୍ସିଜେନ୍ ପାଇଁ ପିଏମ୍ କେୟାର ଫଣ୍ଡକୁ ୫୦ ହଜାର ଡଲାର ଦାନ କଲେ ଅଷ୍ଟ୍ରେଲୀୟ କ୍ରିକେଟର ପାଟ୍ କମିନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର କରୋନା ବିରୋଧୀ ଲଢ଼େଇରେ ବିଦେଶରୁ ଆସିଛି ସହଯୋଗର ହାତ। ପିଏମ୍ କେୟାର ଫଣ୍ଡକୁ ୫୦ ହଜାର ଡଲାର ଦାନ କରିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ପାଟ୍ କମିନ୍ସ। ଭାରତରେ ଦେଖାଯାଇଥିବା ଅକ୍ସିଜେନ୍...
ଆଇପିଏଲ୍ – ଆଜି ପଞ୍ଜାବ କିଙ୍ଗ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ଲଢ଼େଇରେ ଆଜି ମୈଦାନରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଆଜିର...




















