ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଲଢ଼େଇରେ ଆଜି ମୈଦାନରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚ୍‌କୁ ନେଇ ଉଭୟ ଦଳର ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।

ଚଳିତ ଆଇପିଏଲ୍‌ରେ ଉଭୟ ଦଳ ଟିକେ ପଛୁଆ ପଡ଼ିଯାଇଛନ୍ତି। ପଞ୍ଜାବ କିଙ୍ଗ୍‌ସ ୫ଟି ମ୍ୟାଚ୍‌ରୁ ୨ଟି ଜିତି ପଏଣ୍ଟ ଟେବୁଲରେ ପାଞ୍ଚ ନମ୍ଵରରେ ଥିବା ବେଳେ କୋଲକାତା ଗୋଟିଏ ମ୍ୟାଚ୍ ଜିତି ସବା ଶେଷରେ ରହିଛି। ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ହେବ। ତେବେ ଦେଖିବାକୁ ବାକି ରହିଲା କିଏ ବାଜି ମାରିବ।

ପଞ୍ଜାବ କିଙ୍ଗସ୍

କେଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ୍, ଦାଓ୍ଵିଡ୍ ମଲାନ୍, ଦିପକ୍ ହୁଡ୍ଡା, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ୍, ସର୍ଫରାଜ ଖାନ୍, ସାହାରୁଖ ଖାନ୍, ଫବିଆନ୍ ଆଲେନ୍, ଜଲାଜ୍ ସକ୍ସେନା, ମୋଇସେସ୍ ହେନେରିକ୍ୟୁସ୍, ଉତ୍କର୍ସ ସିଂହ, ନିକୋଲାସ୍ ପୁରନ୍, ପ୍ରଭିସିମରନ୍ ସିଂହ, ଅର୍ସଦିପ୍ ସିଂହ, କ୍ରିସ୍ ଜୋରଦାନ୍, ଦର୍ଶନ ନାଲକାଣ୍ଡେ, ହର୍‌ପ୍ରୀତ ବ୍ରାର୍, ଈଶାନ୍ ପୋରେଲ୍, ଝି ରିଚାର୍ଡସନ୍, ମହମ୍ମଦ ସାମି, ମୁରୁଗାନ୍ ଅଶ୍ଵିନ, ରବି ବିଷ୍ଣୋଇ, ରିଲେ ମେରେଦିଥ୍, ସୌରଭ କୁମାର।

କୋଲକାତା ନାଇଟ୍ ରାଇଡର୍ସ

ଇଓନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ସୁନିଲ୍ ନାରିନ୍, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, କମଳେଶ୍ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, ଗୁରକିରତ୍ ସିଂହ, କରୁନ ନାଏର, ବେନ୍ କଟିଙ୍ଗ୍, ସାକିବ୍ ଅଲ୍ ହାସନ, ଭେଙ୍କଟେସ୍ ଆୟାର, ସେଲଡନ୍ ଜ୍ୟାକସନ୍, ଟିମ୍ ସେଇଫର୍ଟ, ହରବଜନ୍ ସିଂହ, ବୈଭବ ଆରୋରା, ପବନ ନେଗି।

Comment