କୋହଲି, ଧୋନୀ ଓ ଗାଙ୍ଗୁଲି – ତିନି ଅଧିନାୟକଙ୍କ ଭିତରେ ରହିଛି ଅଜବ ସଂଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର କ୍ରିକେଟ୍ ଇତିହାସରେ ଗାଙ୍ଗୁଲି, ଧୋନୀ ଓ କୋହଲିଙ୍କୁ ତିନି ସଫଳ ଅଧିନାୟକ ଭାବେ ଗଣାଯାଏ। ଏହି ତିନି ଅଧିନାୟକଙ୍କ ସମୟରେ ଟିମ୍ ଇଣ୍ଡିଆ ବିଶ୍ୱର ବଡ଼ ବଡ଼ ଟିମକୁ ହରାଇପାରିଛି।...

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିବେ ଧୋନୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲର ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ୍ ହେବେନି ଧୋନୀ। ସେ ଅଧିନାୟକ ପଦ ଫାପ୍ ଡୁ ପ୍ଲେସିସଙ୍କୁ ଦେଇ ନିଜେ କେବଳ ଜଣେ ଖେଳାଳି ଭାବେ ଦଳରେ ରହିପାରନ୍ତି।...

କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇଲା ପୋଲିସ, ଦୁବାଇରୁ ବେନିୟମ ଭାବେ ସୁନା ଆଣିଥିବା ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଖେଳି ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ ବିମାନ ବନ୍ଦରରେ ଅଟକାଇଲା ପୋଲିସ। ତାଙ୍କ ପାଖରେ କିଛି ବେନିୟମ ସୁନା ଓ ମହଙ୍ଗା ଜିନିଷ ମିଳିଥିବାରୁ ତାଙ୍କୁ ବିମାନ...

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ – ନଭେମ୍ବର ୨୭ରୁ ଆରମ୍ଭ ହେଉଛି ସିରିଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ନିଜ ଗସ୍ତରେ ବାହାରି ସାରିଛି। ଗତକାଲି ଦଳର ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତରେ ଯିବା ସହିତ ସେମାନଙ୍କର ଫଟୋ ସେଆର କରିଛନ୍ତି। ତେବେ...

ଆଇପିଏଲରେ କମାଲ କେଲେ ଏହି ସବୁ ଯୁବ ଖେଳାଳି – ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ପାଇପାରନ୍ତି ସ୍ଥାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପଏଲ୍ ନିଜର ନୂଆ ଚାମ୍ପିୟନକୁ ଦେଖିସାରିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି। ତେବେ ଏଥର ଆଇପିଏଲ୍...

ଆଇପିଏଲ୍ ଫାଇନାଲ୍: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ। ଟସ୍ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ...

ମୁମ୍ଵାଇ ବନାମ ଦିଲ୍ଲୀ – କିଏ ଜିତିବ ଆଇପିଏଲ୍ ବାଜି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଇପିଏଲ୍‌-୨୦୨୦ର ଫାଇନାଲ ମ୍ୟାଚ୍। ମଇଦାନ୍ ପ୍ରସ୍ତୁତ। ଯୋଦ୍ଧାମାନେ ବି ପ୍ରସ୍ତୁତ। ଆଉ ମାତ୍ର କେଇ ଘଣ୍ଟା ପରେ ବିଶ୍ଵର ସବୁଠାରୁ ଧନୀ କ୍ରିକେଟ୍‌ ଲିଗ୍‌ରେ ମୁହାଁମୁହିଁ ହେବେ ଆଇପିଏଲ୍‌ର ସବୁଠୁ...

ଆଇପିଏଲରେ ଚାମ୍ପିୟନ୍ ଏବଂ ରନର୍ସ ଅପ ଦଳକୁ ମିଳେ କେତେ ଟଙ୍କା?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିିଏଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ଖେଳାଯିବାକୁ ଅଛି। ଯେଉଁଥିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍। ମୁମ୍ବାଇ ପଞ୍ଚମ...

ଆଇପିଏଲ୍: ପୁଣି ଚାମ୍ପିୟନ ହେବ ମୁମ୍ବାଇ ନା ପ୍ରଥମ ଟାଇଟଲ ହାତେଇବ ଦିଲ୍ଲୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ମୁମ୍ବାଇ-ଦିଲ୍ଲୀ ଭିତରେ ଖେଳାଯିବ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍। ଆଇପିଏଲ୍ ୨୦୨୦ରେ ଆସନ୍ତାକାଲି ଖେଳାଯିବାକୁ ଅଛି ହାଇଭୋଲଟେଜ୍ ଫାଇନାଲ୍ ମ୍ୟାଚ୍। ଯେଉଁଥିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ରୋହିତଙ୍କ...

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବେ ରୋହିତ ଶର୍ମା, ଦିନିକିଆ ଦଳରେ ସାମିଲ ହେଲେ ସଞ୍ଜୁ ସାମସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନୂଆ ଦଳ। ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ ସିରିଜ ପାଇଁ ବିସିସିଆଇ ଆଜି ଦଳରେ କିଛି ପରିବର୍ତ୍ତନ କରିଛି। ଆହତ ହୋଇ ଦଳରୁ ବାଦ ପଡ଼ିଥିବା ରୋହିତ...