ଆଇପିଏଲ୍: ପିପିଇ କିଟ୍ ପିନ୍ଧି ୟୁଏଇରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପିପିଇ କିଟ୍ ପିନ୍ଧି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ୟୁଏଇରେ ପହଞ୍ଚିଛନ୍ତି। ୟୁଏଇରେ ପହଞ୍ଚିବା ପରେ ସମସ୍ତ କ୍ରିକେଟର ଏବେ କ୍ୱାରେଣ୍ଟାଇନରେ...

ଯୁବ ନେତୃତ୍ୱ ସହ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ, ଟ୍ରଫି ଉପରେ ରହିଛି ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ପ୍ରଥମ ଦିନ ମୁମ୍ବାଇ ଓ ଚେନ୍ନାଇ ମ୍ୟାଚ୍ ସହ ଏହି ଟୁର୍ଣ୍ଣାମେଣ୍ଟର ବିଗୁଲ୍ ବାଜିବ। ତେବେ ଏଥରର...

ଆଇସିସି ଦିନିକିଆ ରାଙ୍କିଙ୍ଗ: କୋହଲି ଏକ ନମ୍ବର, ରୋହିତ ଦ୍ୱିତୀୟରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି ଦୁଇ ଭାରତୀୟ କ୍ରିକେଟର। ସଦ୍ୟ ପ୍ରକାଶିତ ଏହି ତାଲିକାରେ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ଥିବାବେଳେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଓପନିଂ କରିବେ ରୋହିତ ଓ କ୍ୱିଣ୍ଟନ ଡି’ କକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଆରମ୍ଭ ହେବାକୁ ମଝିରେ ମାତ୍ର ଆଉ ଗୋଟିଏ ଦିନ। ସେପ୍ଟେମ୍ବର ୧୯ରୁ ମୁମ୍ବାଇ- ଚେନ୍ନାଇ ମ୍ୟାଚ୍ ସହ ଆଇପିଏଲର ବିଗୁଲ ବାଜିଯିବ। ଏହାପୂର୍ବରୁ ସବୁ ଟିମ୍ ମଧ୍ୟ ନିଜ ନିଜର...

ଆଇପିଏଲ୍‌ରେ ଏଥର ଡେବ୍ୟୁ କରିବେ ଏହି ୬ ଉଦୀୟମାନ କ୍ରିକେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ ଫ୍ରାଞ୍ଚାଇଜଗୁଡ଼ିକ ଚଳିତ ସିଜନ୍‌ ପାଇଁ କେତେଜଣ ଉଦୀୟମାନ ଖେଳାଳିଙ୍କୁ ଏଥର ସୁଯୋଗ ଦେବେ, ଯେଉଁମାନଙ୍କ ପ୍ରତିଭା କ୍ରିକେଟ୍ ପଡ଼ିଆରେ ଚମକିବ ବୋଲି ଆଶା କରାଯାଉଛି। ସେହିଭଳି ୬ ଜଣ ଖେଳାଳିଙ୍କ...

ଆଇପିଏଲ୍‌ର ହାର୍ଡ ହିଟର: ସର୍ବାଧିକ ଛକା ମାରିଛନ୍ତି ଏହି ୧୦ କ୍ରିକେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍)ର ୧୩ତମ ସିଜନ୍‌ ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବ। ଏଥିପାଇଁ ବିଭିନ୍ନ ଦଳର ଖେଳାଳି ପ୍ରସ୍ତୁତି ଚଳାଇଛନ୍ତି। ଏହି ହାଇଭୋଲଟେଜ୍‌...

ଆଇପିଏଲ୍ ଦଳମାନଙ୍କର କ୍ୟାପଟେନ୍ – ଜାଣନ୍ତୁ, କିଏ ସଫଳ ଏବଂ କିଏ ବିଫଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍। ଏଥିପାଇଁ ଫ୍ରାଞ୍ଚାଇଜମାନଙ୍କଠାରୁ ଆରମ୍ଭ କରି ଆୟୋଜକ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ଥିବା...

ଜାଣନ୍ତୁ, ଅଞ୍ଜଳିଙ୍କ ପ୍ରେମରେ କେମିତି ପଡ଼ିଥିଲେ ସଚିନ ତେନ୍ଦୁଲକର?

ଓଡ଼ିଶାଲାଇଭ୍ ବ୍ୟୁରୋ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିୟର ବିଷୟରେ ଆପଣମାନେ ଅଳ୍ପ ବହୁତେ କିଛି ନା କିଛି ନିଶ୍ଚୟ ଜାଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ ସେହି ମାଷ୍ଟର ବ୍ଲାଷ୍ଟରଙ୍କ ‘ଲଭ୍...

ଆଇପିଏଲ୍‌ ୨୦୨୦ – ଜାଣନ୍ତୁ, କେଉଁ ଦିନ କାହା ମ୍ୟାଚ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ଏଥିପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ। ଟିମମାନେ ମଧ୍ୟ ୟୁଏଇରେ ପହଞ୍ଚି ନିଜର ଅଭ୍ୟାସ...

କ୍ରିକେଟକୁ ଫେରିବେ ଶ୍ରୀସନ୍ଥ! ଶେଷ ହେଲା ୭ ବର୍ଷର ବାସନ୍ଦାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କ୍ରିକେଟକୁ ଫେରିବେ ଭାରତୀୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ। ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ତାଙ୍କ ଉପରେ ରହିଥିବା ବାସନ୍ଦାଦେଶ ଶେଷ ହେବା ପରେ ଏନେଇ ସେ ନିଜେ ଟୁଇଟ୍...