rashi fala

ଆଜିର ରାଶିଫଳ – (୧୯ ଫେବ୍ରୁଆରି ୨୦୨୧, ଶୁକ୍ରବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ ଶୁକ୍ଳ ସପ୍ତମୀ ଦିବା ୧୦:୫୮:୩୬ ଗତେ ଅଷ୍ଟମୀ ତିଥି। ମେଷଚନ୍ଦ୍ର ଦିବା ୦୯:୪୦ ଗତେ ବୃଷଚନ୍ଦ୍ର। କୃତ୍ତିକା ନିଶାନ୍ତ...

ଗ୍ୟାସ୍ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ – ମାଟି ଚୁଲା ଧରି ବିଧାନସଭାରେ ପହଞ୍ଚିଲେ ବିହାର...

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଲଗାତର ଏଲପିଜି ଦର ଓ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଫଳରେ ଦେଶବ୍ୟାପୀ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି। ତେବେ ବିହାରରେ ଜଣେ କଂଗ୍ରେସ ବିଧାୟକ...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ପ୍ରସ୍ତୁତି – ଏଥର ରାତି ୧୦ଟାରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ରାତି ୧୦ ଟା ସୁଦ୍ଧା ବାବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ। ଏନେଇ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ...

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର – ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଓଡ଼ିଶାର ସମସ୍ତ ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଇବେ ସାର୍ଟିଫିକେଟ୍। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣ ପତ୍ର ଓ ଦସ୍ତାବିଜ ଆଦି ସମସ୍ତ ଦରକାରୀ କାଗଜପତ୍ର ଡିଜିଟାଲରେ ମିଳିବ। ମାର୍ଚ୍ଚ ୨୦...

ଦେଶରେ ପୁଣି ଉପରକୁ ଉଠିଲା କରୋନା ଗ୍ରାଫ୍ – ମହାରାଷ୍ଟ୍ରରେ ଲକଡାଉନ୍‌, ଗୁଜରାଟରେ ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଲୋକେ ବେଶ୍‌ ଖୁଲମଖୁଲା ବୁଲୁଛନ୍ତି; ଆଉ ଲୋକଙ୍କର କଟକଣାକୁ ଭୟ ନାହିଁ। ଏମିତିକି ନା କାହା ମୁହଁରେ ମାସ୍କ...

କୋଟିଆ ମାମଲା – ଆନ୍ଧ୍ରର ସତ୍ୟପାଠ ଉପରେ ଜବାବ ରଖିବାକୁ ଓଡ଼ିଶାକୁ ୪ ସପ୍ତାହର ସମୟ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦୀୟ କୋଟିଆ ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ଦିନ କୋଟିଆ ମାମଲାରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ...

ସଚିନଙ୍କ ପୁଅ ଖେଳିବେ ଆଇପିଏଲ୍ ‌- ୨୦ ଲକ୍ଷରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍‌-୧୪ରେ ଖେଳିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଗୁରୁବାର ହୋଇଥିବା ଆଇପିଏଲ ଖେଳାଳି ନିଲାମୀ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଅର୍ଜୁନ...

ପୁରୀରେ କାଳିଆ ଦର୍ଶନ କଲେ କଙ୍ଗନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଶୁକ୍ରବାର ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ...

ଆସନ୍ତା ୨୬ରେ ଭାରତ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ। ସାମଗ୍ରୀ ଓ ସେବା ଟିକସ (ଜିଏସଟି)ର ବିଭିନ୍ନ ବ୍ୟବସ୍ଥାରେ ସୁଧାର ଆଣିବା ଦାବିରେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ...

ପୁଣି କରୋନା ଔଷଧ ଆଣିଲେ ରାମଦେବ – ଏଥର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ହେଲା ଲଞ୍ଚିଂ

ଓଡ଼ିଶାଲାଇଭ ବ୍ୟୁରୋ ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଆଉ ଏକ ଔଷଧ ଲଞ୍ଚ୍‌ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କ ଔଷଧର ଲଞ୍ଚ୍‌ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ...