ବାଲେଶ୍ଵରର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ନେଲେ ଗୋବର୍ଦ୍ଧନ ବିଶ୍ୱାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଗୋବର୍ଦ୍ଧନ ବିଶ୍ଵାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଐଶ୍ଵର୍ଯ୍ୟା...
ଖେଳ ଖେଳରେ ପାଠ ପଢ଼ିବେ ଛୋଟ ପିଲା: ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ ‘ଯାଦୁପେଡ଼ି’
ଓଡ଼ିଶାଲାଇଭ୍ ବ୍ୟୁରୋ
ସରଳ ଏବଂ ଆମୋଦଦାୟକ ହେବ ଶୈଶବ ଶିକ୍ଷା। ଖେଳ ଓ ମନୋରଞ୍ଜନ ମାଧ୍ୟମରେ ପାଠ ପଢ଼ିବେ ଛୋଟ ପିଲା। ଶୈଶବ ଶିକ୍ଷାକୁ ଗୁରୁତ୍ଵ ଦେଇ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଶିଶୁ...
ଓଡ଼ିଶାରେ ମେ’ ୩ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରୁ ସାମନ୍ୟ ଆଶ୍ଵସ୍ତି। ଆସନ୍ତା ମେ’ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାର...
ବାଲେଶ୍ଵର: ‘ମୁଠାଏ ସ୍ଵପ୍ନ’ ଓ ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ଗଳ୍ପ ସଙ୍କଳନ ‘ମୁଠାଏ ସ୍ଵପ୍ନ’ ଓ ସାହିତ୍ୟର ଭିନ୍ନ ସ୍ଵର ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।
ବାଲେଶ୍ୱର ଷ୍ଟେସନ କ୍ଲବଠାରେ ଆୟୋଜିତ...
ଗର୍ଭ ରହିବାରେ ସମସ୍ୟା ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=hdDfHhkp1e8
ଗର୍ଭଧାରଣ ପାଇଁ ପ୍ଲାନ୍ କରିବା ବେଳେ କିଛି ମହିଳାଙ୍କର ଗର୍ଭ ରହିପାରେ ନାହିଁ, ଏହାର କାରଣ ଟ୍ୟୁବାଲ ବ୍ଲକେଜ୍ ହୋଇଥାଇପାରେ।
ତେବେ ଟ୍ୟୁବାଲ୍ ବ୍ଲକେଜ କ’ଣ, ଟ୍ୟୁବାଲ ବ୍ଲକେଜକୁ କେମିତି ଚିହ୍ନିବେ,...
“ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ପ୍ରେରଣା ଥିଲେ ଏସ୍ ଏ କଲିମ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଦୈନିକ ସମ୍ବାଦପତ୍ର 'ସମ୍ବାଦ କଳିକା'ର ଦିବଙ୍ଗତ ବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମ ଜଣେ ଅନନ୍ୟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ନୂତନ ପିଢ଼ିର ସାମ୍ବାଦିକଙ୍କ ପାଇଁ ସେ...
ମଧୁବାବୁଙ୍କ ଜୟନ୍ତୀ ଅବସରରେ ଶୁଣନ୍ତୁ ତାଙ୍କ କାଳଜୟୀ କବିତା ‘ଆହେ ବିଶ୍ଵପତି’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=BJOGVYU8-XI&t=9s
ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।
ଆଜି ଉତ୍କଳ ଗୌରବ ମଧୁସୂଦନ...
ଖୁବ ନାଟକୀୟ ଥିଲା ମଧୁବାବୁଙ୍କ ବିବାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେ ଥିଲେ ପକ୍କା ଜଣେ ଓଡ଼ିଆ। ତାଙ୍କ ମନରେ, ସ୍ୱପ୍ନରେ, ଚିନ୍ତାରେ କେବଳ ଓଡ଼ିଶା ଆଉ ଓଡ଼ିଆ। ସେ ପ୍ରମାଣ କରିଦେଇଥିଲେ ଓଡ଼ିଆ କେତେ ସଚ୍ଚୋଟ ଓ ଉଦାର। ପ୍ରକୃତରେ ସେ...
ଲିଭରକୁ କେମିତି ସୁସ୍ଥ ରଖିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=c0n5ktWqnEs
ଲିଭର ବା ଯକୃତ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ। ଏହା ଛଡ଼ା...
ଉତ୍କଳ ଗୌରବ ମଧୁସୂଦନ ଦାସ – ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍ର ଏକ ପ୍ରୟାସ।
ଉତ୍କଳ...





















