ଆଜିଠୁ ବରଗଡ଼ ଧନୁଯାତ୍ରା: ଦୁଲୁକିବ ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି। ଦ୍ଵାପର ଯୁଗର ଖଳନାୟକ ବରଗଡ଼ ଧନୁଯାତ୍ରାରେ...

ପ୍ରବାସୀ ଭାରତୀୟ ଦିବସରେ ପୁଣି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭୁବନେଶ୍ଵର: ଆସିଲା ଧମକପୂର୍ଣ୍ଣ ଇମେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଦେଶୀ ରାଷ୍ଟ୍ରମୁଖ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ହରିବାବୁ କମ୍ଭମପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ରାଜଭବନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ତାଙ୍କୁ ପଦ ଓ...

ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ବରଗଡ଼ରେ ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି। ଦ୍ଵାପର ଯୁଗର ଖଳନାୟକ ବରଗଡ଼ ଧନୁଯାତ୍ରାରେ ପାଲଟିବେ...

ଖାଦ୍ୟ ପରଷିବାରେ ବିଳମ୍ବ କଲେ କନ୍ୟାଘର, ମଣ୍ଡପ ନିକଟରୁ ଫେରିଗଲା ବର

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ୟାଘର ପକ୍ଷରୁ ଖାଦ୍ୟ ପରଷିବାରେ ବିଳମ୍ବ ହେବାରୁ ବାହାଘର ଭାଙ୍ଗିଦେଲା ବର ହସ ଖୁସିର ପରିବେଶ ଭିତରେ ଆୟୋଜନ ହେଉଥିବା ବାହାଘର ସାମାନ୍ୟ କାରଣ ପାଇଁ ଭାଙ୍ଗିଗଲା। ଅଧାରେ ରହିଗଲା ଗୋଟିଏ ଝିଅର...

ଆସନ୍ତାକାଲିଠାରୁ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ସିରିଜରେ ଦୁଇଟି ଟେଷ୍ଟରେ ପରାଜୟ ପରେ ପଛେଇ...

ଡାଏବେଟିସ୍ ରୋଗୀଙ୍କ କିଡନି ପ୍ରଭାବିତ ହେଲେ କେମିତି ଜାଣିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=uyUIWj2KWpU ବିଭିନ୍ନ ଦୂରାରୋଗ୍ୟର କାରଣ ହେଉଛି ଡାଏବେଟିସ୍‌, ଯେପରିକି ଡାଏବେଟିକ୍‌ ନେଫ୍ରୋପାଥି। ଅନିୟନ୍ତ୍ରିତ ଡାଏବେଟିସ୍‌ ଯୋଗୁଁ କିଡ୍‌ନି ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ...

ନୂଆବର୍ଷରେ ଆମେରିକାରେ ୩ଟି ବଡ଼ଧରଣର ଆକ୍ରମଣରେ ୧୬ ଜଣ ମୃତ: ‘ଆଇଏସ୍ଆଇଏସ୍’ ଆତଙ୍କବାଦୀ ଲିଙ୍କ ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ୩ଟି ବଡ଼ଧରଣର ଆକ୍ରମଣର ଶିକାର ହୋଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା। ବୁଧବାର ନିଉ ଓର୍ଲିନ୍ସ, ନ୍ୟୁୟର୍କ ଓ ଲାସ ଭେଗସରେ ହୋଇଥିବା ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ...

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇଏଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ବଦଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ। ୫ ମାସ ତଳେ ଅରିନ୍ଦମ ଡାକୁଆ  ମୁଖ୍ୟମନ୍ତ୍ରୀଙ୍କ...

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୪: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ୪ ଜଣ କ୍ରୀଡ଼ାବିତ୍  

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବର୍ଷ ୨୦୨୪ ପାଇଁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର। ଏଥିରେ ୪ ଜଣ କ୍ରୀଡ଼ାବିତଙ୍କୁ ସମ୍ମାନ ଜନକ ମେଜର ଧ୍ୟାନଚାନ୍ଦ...