ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଛି। ସେ ଶୁକ୍ରବାର ଶପଥ ଗ୍ରହଣ କରିବେ।
ଡକ୍ଟର ହରିବାବୁ କମ୍ଭମପତି ଭୁବନେଶ୍ୱରରୁ...
ରାଜସ୍ଥାନ: ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଫସିଥିବା କୁନି ଝିଅ ଚେତନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲ ଭିତରେ ଫସି ରହିଥିବା ୩ ବର୍ଷର କୁନି ଝିଅ ଚେତନା। ୨୨୦ ଘଣ୍ଟାର ପ୍ରୟାସ ପରେ ମଧ୍ୟ ଚେତନାକୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ।
ଦୀର୍ଘ ୧୦...
ଓଡ଼ିଶାରେ ପହଞ୍ଚିଲା ଇଲେକ୍ଟ୍ରିକ୍ ଡବଲ ଡେକର ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରଥମଥର ପାଇଁ ଗଡ଼ିବାକୁ ଯାଉଛି ଡବଲ ଡେକର ବସ୍। ଏନେଇ ଗୁରୁବାର ୨ଟି ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ବ୍ରହ୍ମପୁରରେ ପହଞ୍ଚିଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି...
କେରଳରେ ତୀବ୍ର ହେଉଛି ପ୍ରଶାସନିକ ବିବାଦ: ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିଲମ୍ବିତ ଆଇଏଏସ୍ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଆଭ୍ୟନ୍ତରୀଣ କନ୍ଦଳ ଆହୁରି ବଢ଼ିଯାଇଛି। ଏଥିରେ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବିତ ଅଧିକାରୀ ପ୍ରଶାନ୍ତ ଏନ୍ କେରଳ ସରକାରଙ୍କଠାରୁ...
ଯୁବାବସ୍ଥାରେ କାହିଁକି ବଢ଼ୁଛି ହାର୍ଟ ଆଟାକ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=2_N1S-6GjF0
ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ...
ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା...
ନୂଆବର୍ଷରୁ ରାଜ୍ୟରେ ବଢ଼ିଲା ଶୀତ: ଆଜି ରାଉରକେଲା ସବୁଠୁ ଥଣ୍ଡା ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ରାଜ୍ୟରେ ପୁଣି ବଢ଼ିଲା ଶୀତ
ଆଜି ରାଉରକେଲା ସବୁଠାରୁ ଥଣ୍ଡା ସହର
ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ
ଓଡ଼ିଶାରେ ନୂଆବର୍ଷରୁ ପୁଣି ଆରମ୍ଭ ହୋଇଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ଅଞ୍ଚଳରେ...
ଓଡ଼ିଶାର ଆଉ ୩ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ଆଉ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି। ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର, ଆରପି କୋତେ ଏବଂ ସୁଶାନ୍ତ କୁମାର ନାଥଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି...
କେଉଁଭଳି ଖାଦ୍ୟ ଖାଇଲେ ସୁସ୍ଥ ରହିବେ ମହିଳା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=7DE6cqYiD7E
ସୁସ୍ଥ ରହିବା ପାଇଁ ଜଣେ ମହିଳା ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ ବା...
ଭାରତର ଚେସ୍ ରାଣୀ – କୋନେରୁ ହମ୍ପି
ଆଶିଷ କୁମାର ରାୟ
ବର୍ଷ ୨୦୨୪ରେ ଯେଉଁ ଖେଳରେ ଭାରତକୁ ସର୍ବାଧିକ ସଫଳତା ମିଳିଛି, ତାହା ହେଉଛି ଚେସ୍। ବିଦାୟୀ ବର୍ଷରେ ଆମ ଦେଶ ଦଳଗତ ଭାବେ ଉଭୟ ପୁରୁଷ ଓ ମହିଳା ବିଭାଗରେ...




















