ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ନୂଆ ରେକର୍ଡ କରିବ ୨୦୨୪ – ୟୁରୋପୀୟ ଜଳବାୟୁ ଏଜେନ୍ସି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ରେ ବିଶ୍ଵର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବଢ଼ିବାର ସମ୍ଭାବନା। ଆଜି ସରିବାକୁ ଯାଉଛି ବର୍ଷ ୨୦୨୪। ଏହା ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପଥରେ ରହିଛି। ୟୁରୋପୀୟ...

କାହିଁକି ସକାଳୁ ସକାଳୁ ହୁଏ ହାର୍ଟ ଆଟାକ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=AJ2arXYMeDY ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ସମସ୍ୟା ହୋଇଗଲାଣି। କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦେଖିବାକୁ ମିଳିଥାଏ। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ...

ନୂଆବର୍ଷ: ଭୁବନେଶ୍ଵରରୁ ଲକ୍ଷ୍ନୌ, ଜୟପୁର, ଇନ୍ଦୋର, କୋଚି ଓ ଡେରାଡୁନକୁ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ଉଡ଼ିବ ବିମାନ। ନୂଆବର୍ଷରେ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର ଓ ଝାରସୁଗୁଡ଼ା। ଭୁବନେଶ୍ଵର...

ଓଡ଼ିଶାରେ ଆଜିଠାରୁ ବଢ଼ିବ ଶୀତ! ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଆଗକୁ ୩ରୁ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା ଓଡ଼ିଶାରେ ଆଜିଠାରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...

ମୟୂରଭଞ୍ଜ: ମହୁମାଛି ଆକ୍ରମଣରେ ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଞ୍ଜିନିୟର ବିଶ୍ଵନାଥ ମୁର୍ମୁ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବିଶ୍ଵନାଥ ମୁର୍ମୁ ରାଇରଙ୍ଗପୁରସ୍ଥିତ ସରକାରୀ ବାସଭବନରୁ ତିରିଂ...

ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ସର୍ବବୃହତ ଡ୍ୟାମ ନିର୍ମାଣ କରିବ ଚୀନ୍‌: ଚିନ୍ତାରେ ଭାରତ ଓ ବାଂଲାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁତ୍ର ନଦୀ ଉପରେ ତିବ୍ଦତରେ ବିଶ୍ୱର ସର୍ବବୃହତ ଡ୍ୟାମ୍ ନିର୍ମାଣକୁ ଚୀନ ଅନୁମୋଦନ କରିଛି। ଏଥିପାଇଁ  ୧୩୭ ବିଲିୟନ ଡଲାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଚୀନର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା...

ଡାଏବେଟିସ୍‌କୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=m8nl_gjGgDw ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ଭାରତୀୟ କ୍ରୀଡ଼ା ଜଗତ ପାଇଁ କେମିତି ରହିଲା ୨୦୨୪, ଆସନ୍ତୁ ଜାଣିବା  

ଆଶିଷ କୁମାର ରାୟ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୪। ଚଳିତ ବର୍ଷରେ ଭାରତୀୟ କ୍ରୀଡ଼ା ବିଷୟରେ ଆଲୋଚନା କରିବାକୁ ଗଲେ ଅନେକ ଘଟଣା ସାମନାକୁ ଆସିଯାଏ। ଏହି ବର୍ଷଟି ଆମ ପାଇଁ ଉଭୟ...

ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ: କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ଚାଲିଗଲା ୩ ଜଣଙ୍କର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଅଧାରେ ରହିଲା ଗୁପ୍ତେଶ୍ୱର ଦର୍ଶନ। କୋରାପୁଟର ସୁକନାଳ ଘଟିରେ ବସ୍ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର, ଜଣେ ମହିଳା ଓ ଶିଶୁ...

ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା: ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ କୋରିଆରେ ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ଏଥିରେ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଭୟାବହ ଦୁର୍ଘଟଣା ପରେ ସମଗ୍ର ଦକ୍ଷିଣ କୋରିଆରେ ଏକ ଶୋକାକୁଳ...