ଓଡ଼ିଆ ଝିଅ ନମିତା ଟପ୍ପୋଙ୍କ ଆଉ ଏକ ମାଇଲଖୁଣ୍ଟ, ଖେଳିଲେ ୧୫୦ତମ ମ୍ୟାଚ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ମହିଳା ହକି ଖେଳାଳି ନମିତା ଟପ୍ପୋ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଓଡ଼ିଆ ମହିଳା ହକି ତାରକା ତଥା ଭାରତୀୟ ହକି ଦଳର ମିଡ୍‌...

ଓଡ଼ିଶାଲାଇଭରେ ସୁନାବେଶର ସିଧାପ୍ରସାରଣ ଦେଖନ୍ତୁ ଅପରାହ୍ଣ ୨ଟା ୩୦ରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=HR1Br0PP_-M] ଶ୍ରୀଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ରଥାରୂଢ଼ ତିନି ଠାକୁରଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ସୋମବାର (୨୩ ଜୁଲାଇ) ଦିନ ହରିଶୟନ...

ଶେଷରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଗଡ଼ିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଜଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ତିନିଠାକୁର ରଥ ଉପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତିକାର୍ଯ୍ୟ ସରିଛି। ଘୋଡ଼ା...

ଟ୍ରକ୍ ମାଡ଼ିଯାଇ ୫ ଛାତ୍ରଙ୍କ ମୃତ୍ୟୁ ଘଟଣା, ଆନ୍ଧ୍ରରୁ ଗିରଫ ହେଲା ଡ୍ରାଇଭର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ଟ୍ରକ ଡ୍ରାଇଭରକୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର କିବିଟି ଥାନା ଅଞ୍ଚଳରୁ ଭଦ୍ରକ ପୋଲିସ...

ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ତିନିଠାକୁର ରଥ ଉପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତିକାର୍ଯ୍ୟ ସରିଛି। ଘୋଡ଼ା ଯୋଖା ପରେ...

ଅନାସ୍ଥା ପ୍ରସ୍ତାବ ପରେ ସବୁ ଦଳ କଷୁଛନ୍ତି ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ଜାତୀୟ ରାଜନୀତି ହୋଇଯାଇଛି ସର୍‌ଗରମ୍ ଲୋକସଭାରେ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏବେ ସବୁ ଦଳ ନିଜ ନିଜର ଗଣିତ ଓ...

ଘୋଡ଼ା ଯୋଖା ପରେ ଗଡ଼ିଲା ବଳଭଦ୍ରଙ୍କ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ତିନିଠାକୁର ରଥ ଉପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତିକାର୍ଯ୍ୟ। ପରେ ଘୋଡ଼ା ଯୋଖା ଆରମ୍ଭ...

ରଥ ଉପରେ ଛେରାପହଁରା ନୀତି କାର୍ଯ୍ୟ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ତିନିଠାକୁର ରଥ ଉପରେ ବିଜେ କରିବା ପରେ ଆରମ୍ଭ ହୋଇଛି ଛେରାପହଁରା ନୀତିକାର୍ଯ୍ୟ। ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କାର୍ଯ୍ୟ କରୁଛନ୍ତି। ଛେରା ପହଁରା...

ଆହୁରି ବର୍ଷିବ – ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଆଜି ୧୧ଟି ଜିଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି...

ଛେରାପହଁରା ପାଇଁ ପହଞ୍ଚିଲେ ଗଜପତି, ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା!

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଆଡ଼ପମଣ୍ଡପରେ ୭ଦିନ ଅବସ୍ଥାନ ପରେ ଆଜି ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ଦାରୁବ୍ରହ୍ମ। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ ତିନିରଥ। ପ୍ରିୟଭକ୍ତଙ୍କ ସହ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ...