ଟିଟୋର ସହଯୋଗୀ ବାବୁ ସାହୁ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ବାବୁ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। କୁଖ୍ୟାତ ଅପରାଧୀ ବାବୁ ସାହୁ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। କେନ୍ଦ୍ରାପଡା ଟାଉନ ଥାନା...

ଏସିଆନ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍‌ – ଇତିହାସ ସୃଷ୍ଟି କଲେ ଭାରତର ଲକ୍ଷ୍ୟ ସେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୫୩ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଲକ୍ଷ୍ୟ ସେନ୍‌ ଏସିଆନ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍‌ରେ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ସୃଷ୍ଟି...

ପର କରିଦେଲେ ଭାଇ ଭାଉଜ, ଅସହାୟଙ୍କୁ ଆଶ୍ରୟ ଦେଲା ବିଏମସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ଭୁବନେଶ୍ୱର ଭାସୁଥିବା ବେଳେ ଆଚାର୍ଯ୍ୟ ବିହାର ଟିଟିଡି କଲ୍ୟାଣ ମଣ୍ଡପ ପଛପଟେ ରହୁଥିବା ପ୍ରକାଶ ଚନ୍ଦ୍ର ଦାଶଙ୍କୁ ତାଙ୍କ ଭାଇ ଭାଉଜ ପର କରି ଦେଇଥିଲେ। ବର୍ଷା ବେଳେ...

ମହାନଦୀରେ ଆସୁଛି ବନ୍ୟା! ସୋମବାର ମୁଣ୍ଡୁଳିରେ ପହଞ୍ଚିବ ୮ ଲକ୍ଷ କ୍ୟୁସେକ୍ ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀର ଉପରମୁଣ୍ଡରେ ହୋଇଛି ପ୍ରବଳ ବର୍ଷା। ବୁର୍ଲା ଏବଂ ସୋନପୁରରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିବାରୁ ମହାନଦୀରେ ଦେଖାଦେଇଛି ବନ୍ୟା ଆଶଙ୍କା। ତେବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି...

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ – ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ି ଆସିଛନ୍ତି ମହାବାହୁ। ସୋମବାର ଦିନ ରଥରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଏବଂ...

୨୦୧୯ ପାଇଁ କଂଗ୍ରେସର ମନ୍ଥନ, ମହାମେଣ୍ଟର ନେତା ହେବେ ରାହୁଲ ଗାନ୍ଧି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ମହାମେଣ୍ଟ ଉପରେ ହୋଇଛି ଜୋରଦାର ଆଲୋଚନା। ୨୦୧୯ ସାଧାରଣ ନିର୍ବାଚନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଆଜି...

ଅନନ୍ୟ ପରମ୍ପରା: ବଡ଼ଦାଣ୍ଡରେ ଲକ୍ଷ୍ମୀ-ନାରାୟଣ ଭେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମା' ସୁଭଦ୍ରାଙ୍କ ଦେବଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଛି। ଏପଟେ ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟିବା...

ସାଧାରଣ ଲୋକ ପଚାରିଲେ ପ୍ରଶ୍ନ, ଟୁଇଟରରେ ମୋଦି ଦେଲେ ଉତ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଲେ ପ୍ରଶ୍ନ। ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିଭିନ୍ନ ସମାବେଶରେ ଯେମିତି...

ଜଳେଶ୍ୱରରେ ଅଘଟଣ – ସମୁଦ୍ରରେ ବୁଡ଼ିଲା ଡଙ୍ଗା, ୪ ମତ୍ସ୍ୟଜୀବୀ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ସମୁଦ୍ରରେ ଆଜି ଏକ ଅଘଟଣ ଘଟିଛି। ୧୭ ଜଣ ମତ୍ସ୍ୟଜୀବୀ ଡଙ୍ଗା ନେଇ ଶନିବାର ରାତିରୁ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା।...

ସିଂହଦ୍ଵାର ପାଖରେ ଲାଗିଲା ତାଳଧ୍ଵଜ ଓ ଦେବଦଳନ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=b9Otsr0CVDg] ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜୀଉ। ପ୍ରଥମେ ବଡ଼ଭାଇ ବଳଭଦ୍ର ଆସି ପହଞ୍ଚିଛନ୍ତି ସିଂହଦ୍ଵାର ପାଖରେ। ଭଉଣୀ ସୁଭଦ୍ରା ମଧ୍ୟ ବଡ଼ ଭାଇଙ୍କ ପଛେପଛେ ଆସି ପହଞ୍ଚିଛନ୍ତି। କାଳିଆ ସାଆନ୍ତ ମାଉସୀ ମା’ଙ୍କ...