୭୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା, ସମୁଦ୍ର ରହିବ ଅଶାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ୭୨ ଘଣ୍ଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନେକ ସ୍ଥାନରେ ଘଡ଼ଘଡ଼ି...
ଘୋଷଯାତ୍ରାରେ ମହାପ୍ରଭୁ: ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭକ୍ତଙ୍କ ଗହଣରେ ମହାପ୍ରଭୁ। ରତ୍ନବେଦୀ ଛାଡ଼ି ଶ୍ରୀଜୀଉ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବାରୁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ।
ଗୁଣ୍ଡିଚା ମନ୍ଦିରରେ ଲାଗିଲା...
ଶରଧାବାଲିରେ ଲାଗିଲା ଦୁଇ ରଥ, ବଳଗଣ୍ଡି ଛକରେ ଅଟକିଲା ନନ୍ଦିଘୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ଲାଗିଲା ରଥ। ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିଥିଲା। ପଛରେ ଆସୁଥିବା ଜଗନ୍ନାଥଙ୍କ ରଥ...
‘ଜୟ ଜଗନ୍ନାଥ’ ସିନେମାର ସ୍ମୃତି ବଖାଣିଲେ କଳାକାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ଜୟ ଜଗନ୍ନାଥ’ ହେଉଛି ସବୁଠାରୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର, ଯାହା ‘ଜଗନ୍ନାଥ’, ‘ବଳଭଦ୍ର’ ଓ ‘ଲକ୍ଷ୍ମୀ’ଙ୍କ ଉପରେ ଆଧାରିତ। ଏଥିରେ ଏହି ତିନି ପ୍ରମୁଖ ଭୂମିକା ନିଭାଇଥିବା କଳାକାରଙ୍କ ଅନୁଭୂତିର...
ବଳଦେବଜୀଉଙ୍କ ଘୋଷଯାତ୍ରା, ଭକ୍ତଙ୍କ ଗହଳ ଚହଳରେ ଉଛୁଳିଲା ତୁଳସୀକ୍ଷେତ୍ର
କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ଼ ହେଲେ ଶ୍ରୀବଳଦେବଜୀଉ
ଧାଡ଼ି ପହଣ୍ଡିରେ ଆସିଲେ ତିନି ଠାକୁର
ରାଜପୁରୋହିତ କଲେ ଛେରା ପହଁରା
ବ୍ରହ୍ମତାଳଧ୍ୱଜ ରଥକୁ ଟାଣିଲେ ଶ୍ରଦ୍ଧାଳୁ
ରବିବାର...
ଜଗା ବନିଛନ୍ତି, କାଳିଆ ବି ହୋଇଛନ୍ତି, ମାତ୍ର କଳିଯୁଗର କାଳିଆ ହେଲେନି ଅନୁଭବ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡ ସୁପରଷ୍ଟାର ଅନୁଭବ କାଳିଆ ବନିଛନ୍ତି, ଜଗା ବି ସାଜିଛନ୍ତି, ହେଲେ ‘କଳି ଯୁଗର କାଳିଆ’ ବନି ପାରିନଥିଲେ। ଆସନ୍ତୁ ଜାଣିବା କାହିଁକି…
ଓଡ଼ିଶା ହେଉଛି ଜଗତର ନାଥ ଜଗନ୍ନାଥଙ୍କ ଧାମ।...
ପିସିସି ସମନ୍ୱୟ କମିଟିକୁ ଅନୁମୋଦନ କଲେ ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସମନ୍ୱୟ କମିଟିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନୁମୋଦନ କରିଛନ୍ତି। ଏହି କମିଟିରେ ବରିଷ୍ଠ ନେତାଙ୍କୁ ସାମିଲ୍ କରାଯାଇଛି। ମୋଟ ୩୧ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ...
ଭାରତ-ଇଂଲଣ୍ଡ ଦ୍ଵିତୀୟ ଦିନିକିଆ: ସିରିଜ ଜିତିବା ଲକ୍ଷରେ ଭାରତ, ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ ହାସଲ କରିବା ଲକ୍ଷରେ ଭାରତ।
ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ...
ପ୍ରତୀକ୍ଷାର ଅନ୍ତ, ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ପ୍ରତୀକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା। ବର୍ଷାରେ ଭିଜିଭିଜି ଭକ୍ତମାନେ ନନ୍ଦିଘୋଷ ରଥକୁ ଟାଣିନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ...
ବିଜୟ ମାଲ୍ୟାଙ୍କୁ ‘ସ୍ମାର୍ଟ’ କହି ଫସିଲେ ଜୁଏଲ୍, କ୍ଷମା ମାଗିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
"କଠିନ ପରିଶ୍ରମ ନକରି ବିଜୟ ମାଲ୍ୟାଙ୍କ ପରି ସ୍ମାର୍ଟ ହୁଅ", ଆଦିବାସୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ତବ୍ୟ ଦେଇଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଏହି ମନ୍ତବ୍ୟକୁ ନେଇ ବିବାଦ...





















