୨୦୧୮ରେ ନଜର ଆସିଥିବା ଓଲିଉଡର ଫ୍ରେସ୍ ଯୋଡ଼ି

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୮ର ଫାର୍ଷ୍ଟ ହାଫରେ ଓଲିଉଡ ପରଦାରେ କେତେକ ଫ୍ରେସ୍ ଯୋଡ଼ି ନଜର ଆସିଛନ୍ତି। ଏହି ଫ୍ରେସ୍ ଯୋଡ଼ିଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା ଓଲିଉଡକୁ ୨୦୧୮ ପ୍ରଥମାର୍ଦ୍ଧରେ କେତେଜଣ ଏକଦମ୍ ନୂଆ...

କନ୍ଦାଉଛି ପିଆଜ: ଦର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ଯୋଗାଣ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣାୟତ୍ତ କଲାଣି ପିଆଜ ଦର। ଦର ବଢ଼ି ବଢ଼ି ୨୨ ଟଙ୍କାରେ ପହଞ୍ଚିଲାଣି। ବ୍ୟବସାୟୀମାନେ ଅଧିକାଂଶ ସ୍ଥାନରେ ମନଇଚ୍ଛା ପିଆଜ ଦର କଷୁଛନ୍ତି। ଫଳରେ ଖାଉଟି ପିଆଜ କିଣିବାକୁ ଗଲେ ଦର...

ନାଲକୋ ଅଧ୍ୟକ୍ଷଙ୍କୁ ନଲେଜ ଏକ୍ସିଲେନ୍ସ ସମ୍ମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଞ୍ଚିଠାରେ ଅନୁଷ୍ଠିତ ୨୨ତମ ଅଣଲୌହ ଖଣିଜ ଓ ଧାତୁ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ-୨୦୧୮  ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଯୋଗଦେଇ ଆଲୁମିନିୟମ୍ ଉଦ୍ୟୋଗର...

ଖୋଲିବ ଦିଲ୍ଲୀ ବୁରାଡ଼ି ମୃତ୍ୟୁର ରହସ୍ୟ! ମହିଳା ତାନ୍ତ୍ରିକ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ତାନ୍ତ୍ରିକ ଗୀତା ମା'କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ସାରା ଦେଶରେ ଚହଳ ପକାଇଥିବା ବୁରାରୀ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ପରଦା ଉଠୁଛି। ଭାଟିଆ ପରିବାରର ମୃତ୍ୟୁ ସହ...

ଅଣହିନ୍ଦୁଙ୍କ ପାଇଁ ଖୋଲିବ କି ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ଭାଙ୍ଗିବ କି ବର୍ଷ ବର୍ଷର ପରମ୍ପରା? ମହାପ୍ରଭୁଙ୍କ ସିଂହଦ୍ୱାରରେ ପ୍ରବେଶ କରିବେ କି ଅଣହିନ୍ଦୁ? ସୁପ୍ରିମକୋର୍ଟଙ୍କ ଏହି ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ବିତର୍କ। "ୟେପେନ୍ନ ଦେବତା ଭକ୍ତା ୟଜନ୍ତେ ସରଧାୟା...

ବିଜୁ ପଟ୍ଟନାୟକଙ୍କୁ ଝୁରୁଛନ୍ତି ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ

ଓଡ଼ିଶାଲାଇଭ୍‌ ଏକ୍ସକ୍ଲୁସିଭ୍ [youtube https://www.youtube.com/watch?v=_1WTQroEj-8] ମଦ ଭାଟି ବିରୋଧରେ ସ୍ଵର ଉଠାଇ ୧୯୯୩ରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଠାରୁ ପୋଲିସ କ୍ଷମତା ପାଇଥିବା ଆଦିବାସୀ ନେତ୍ରୀ ସୁମନୀ ଝୋଡ଼ିଆ 'ଓଡ଼ିଶାଲାଇଭ୍‌' ସହ ତାଙ୍କର ସ୍ମୃତି ବାଣ୍ଟିଛନ୍ତି। ରାୟଗଡାଠାରୁ ୭୨...

ଜେଲରୁ ବାହାରିଲେ ରାମଚନ୍ଦ୍ର ହାଁସଦା, ବିଜେପି ଉପରେ ବର୍ଷିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ରୁ ମୁକୁଳିବା ପରେ ରାମଚନ୍ଦ୍ର ହାଁସଦା ସିଧା କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି। ଚାରି ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା। ଝାରପଡ଼ା ଜେଲ୍‌ରୁ ବାହାରିବା ପରେ...

ଭୁଲ୍‌ କଲେ ତଳ ଅଫିସର୍, କ୍ଷମା ମାଗିଲେ ଚିଫ୍ ସେକ୍ରେଟାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳଙ୍କ ବିମାନ ଗସ୍ତକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରଶ୍ନ ଉଠାଇବା ପରେ ଆଜି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ବ୍ୟୟବହୁଳ...

‘ଗୁଲାମୀ’ ଫିଲ୍ମର ପପୁଲାର ଗୀତ ‘ଜିହାଲ ଏ ମସ୍‌କିନ୍‍ ମକୁନ୍‌ ବା ରଞ୍ଜିସ୍‍…’ ପଛର କାହାଣୀ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ଗୁଲାମୀ’ ଫିଲ୍ମରୁ ସିନେ ନିର୍ଦ୍ଦେଶକ ଭାବେ ଯାତ୍ରା ଆରମ୍ଭ କରିଥିଲେ ଜେ ପି ଦତ୍ତା। ୧୯୮୫ରେ ମୁକ୍ତିପ୍ରାପ୍ତ ଏହି ସିନେମାର ଏକ ପପୁଲାର ଗୀତ ହେଲା ‘ଜିହାଲ ଏ ମସ୍‌କିନ୍‍...

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କୁ ୧୦ ବର୍ଷ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ନୀତି ଅଭିଯୋଗରେ ନୱାଜ ସରିଫ୍‌ଙ୍କୁ ଜେଲ୍ ଦଣ୍ଡାଦେଶ ଦେଲେ ପାକିସ୍ତାନର ଆକାଉଣ୍ଟିବିଲିଟି କୋର୍ଟ ସରିଫ୍‌ଙ୍କ ଝିଅ ମାରିୟାମ ନୱାଜଙ୍କୁ ୭ ବର୍ଷ ଜେଲ୍ ଜ୍ୱାଇଁ ସଫ୍‌ଦାରଙ୍କୁ ବର୍ଷେ ଜେଲ୍ ପାକିସ୍ତାନର ପୂର୍ବତନ...