ଓଡ଼ିଆଙ୍କ ମୁହଁରେ ପୁଣି କଳା ବୋଳିଲେ (ଅଣ)ଓଡ଼ିଆ ଗାୟିକା ସୋନା ମହାପାତ୍ର

ନୀଳାମ୍ବର ରଥ ନିଜେ ଓଡ଼ିଆ ହୋ‍ଇ ଯବନ କବି ସାଲବେଗଙ୍କୁ ‘ସାଲେବେଗ’ କହିବା ଏବଂ ‘ଆହେ ନୀଳ ଶ‌ଇଳ’କୁ ‘Ahe Nilo Solio’ ବୋଲି ଲେଖିବା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କ (ଅଣ)ଓଡ଼ିଆ ପ୍ରୀତିର...

ଚିଲିକା ଡଙ୍ଗାବୁଡ଼ି ଟ୍ରାଜେଡି: ସ୍ୱାମୀ ଆଖି ଆଗରେ ଚାଲିଗଲେ ସ୍ତ୍ରୀ, ଝିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହସଖୁସିର ପରିବାରକୁ ଛାରଖାର କରିଦେଇଛି ଚିଲିକା। ଡଙ୍ଗାବୁଡ଼ି ଘଟଣାରେ ସ୍ତ୍ରୀ ଏବଂ ଝିଅର ମୃତ୍ୟୁକୁ ଅତି ପାଖରୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ନୟାଗଡ଼ ରଣପୁରର ରବି ନାରାୟଣ ଦାସ। "ମୋ ଝିଅ...

କୋରାପୁଟ କଂଗ୍ରେସରେ ଫାଟ: ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା ବେଳେ ପଦାରେ ପଡ଼ିଲା କନ୍ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସରେ କନ୍ଦଳ ଥମୁନି। କୋରାପୁଟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦୁଇ ବିଧାୟକ ଏବଂ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତକୁ ନେଇ କଂଗ୍ରେସରେ ଫାଟ ରହିଥିବା ଚର୍ଚ୍ଚା ହେଉଛି। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ବିଶୃଙ୍ଖଳାକାରୀଙ୍କ...

ରତ୍ନଭଣ୍ଡାର ଚାବି ବିଭ୍ରାଟ: ପୁରୀ ଜିଲ୍ଲାପାଳଙ୍କ ନାଁରେ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୂଚନା ଅଧିକାର କର୍ମୀ ଚିନ୍ମୟ...

ପୁଣି ବିବାଦରେ ସୋନା ମହାପାତ୍ର: ‘ସାଲବେଗ’ଙ୍କୁ କହିଲେ ‘ସାଲେବେଗ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ବିବାଦରେ ଓଡ଼ିଆ ଝିଅ ତଥା ବଲିଉଡ ସିଙ୍ଗର ସୋନା ମହାପାତ୍ର। ଲୋକପ୍ରିୟ ଓଡ଼ିଆ ଭଜନ ‘ଆହେ ନୀଳ ଶଇଳ’କୁ ବିକୃତ ଭାବେ ଗାଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ସୋନା। ଭକ୍ତ ସାଲବେଗଙ୍କ...

ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ୍: ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିପାଇଁ ଚାଲିଥିବା ନିର୍ମାଣ ଏବଂ ପ୍ରସ୍ତୁତି କାର୍ଯ୍ୟକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମୁଣ୍ଡଫଟା ଖରା: ୪୨ ଡିଗ୍ରୀ ତାପମାତ୍ରାରେ ସିଝୁଛି ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ମୁଣ୍ଡଫଟା ଖରାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ଜୁନ୍ ୮ ତାରିଖରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆସିବା ଦିନ ଝିପି ଝିପି...

ଡଙ୍ଗାବୁଡ଼ି ଘଟଣା: ଚିଲିକାରେ ଘରୋଇ ଡଙ୍ଗା ଚଳାଚଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ  ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି। ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶନିବାର ଚିଲିକା ହ୍ରଦରେ...

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ଜୁଲାଇ ୧ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ତୃଣମୂଳସ୍ତରରେ ବିଜେପିର ସାଙ୍ଗଠନିକ...

ପାପ ଧୋଇଲେ ଯବାନ: ଯାହାକୁ ରେପ୍ କରିଥିଲେ ତାଙ୍କୁ ବାହା ହେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରିଦିନ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଯବାନ ଶେଷରେ ସାରା ଜୀବନ ପାଇଁ ପୀଡ଼ିତାଙ୍କ ହାତ ଧରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ହାତ ଧରିଲେ ଅଭିଯୁକ୍ତ ଯବାନ। ଚାରିଦିନ ତଳେ ବିହାର ରେଜିମେଣ୍ଟରେ...