ଆସୁଛି ଲଘୁଚାପ: ୮ରୁ ୧୧ ତାରିଖ ଯାଏଁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୮ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ ୮ରୁ ୧୧ ଯାଏଁ ବର୍ଷା ୪୦ରୁ ୬୦ କିମି ବେଗରେ ବହିବ ପବନ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ...

ରତ୍ନଭଣ୍ଡାର ଚାବି ହଜିଥିଲେ ସାଙ୍ଘାତିକ: ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୁପ୍...

ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ସାହଣ ମେଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=VWDruEo0FHs] ସାମ୍ବାଦିକମାନଙ୍କ ପାଇଁ ଅଲ୍‌ଟାଇମ୍ ଅଫର୍ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ଭିତରେ ରହିଛି ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ମୃତ୍ୟୁକାଳୀନ ସହାୟତା, ଗୃହ ଓ ବାହନ ଋଣ ଉପରେ...

ସାରା ରାଜ୍ୟରେ ଗଡ଼ିଲାନି ଅଟୋ ଓ ଟ୍ୟାକ୍ସି: ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପି ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘର ଦିନିକିଆ ଧର୍ମଘଟ।  ଅଟୋ, ଟ୍ୟାକ୍ସି ଚାଳକଙ୍କ ଜୀବନ ଜୀବିକା ରକ୍ଷା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ...

ଆରଏସଏସ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଣବ ମୁଖାର୍ଜୀ: ଝିଅ ଶର୍ମିଷ୍ଠାଙ୍କ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିବାଦୀୟ ପରିସ୍ଥିତି ଲାଗି ରହିଛି। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏହାକୁ...

ସଇତାନ ପୁଅର ସମ୍ପତ୍ତି ଲୋଭ: ମା’କୁ ଛାତରୁ ଠେଲିଦେଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ପତ୍ତି ପାଇଁ ପୁଅ ସାଜିଲା ସଇତାନ। ନିଜ ଜନ୍ମକଲା ମା’କୁ ଛାତରୁ ଠେଲି ଦେଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଚିନ୍ତାମଣିସ୍ବର ଅଞ୍ଚଳରେ। ଘରେ ସମ୍ପତ୍ତି...

ପଞ୍ଚମ ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ଏହି ମଡେଲଙ୍କୁ ମିଳିଥିଲା ପ୍ରଥମ ମିସ୍ ଇଣ୍ଡିଆ ଟାଇଟଲ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଭାରତର ପ୍ରଥମ ମିସ୍ ଇଣ୍ଡିଆ ହେଲେ ଏସ୍‌ଥର ଭିକ୍ଟୋରିୟା ଆବ୍ରାହମ୍। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିବାବେଳେ ଏସ୍‌ଥରଙ୍କ ବୟସ ଥିଲା ୩୧ ବର୍ଷ। ଖାଲି ସେତିକି ନୁହେଁ ସେ ସମୟରେ...

କଳାହାଣ୍ଡିରେ ୧୦୦ ଶଯ୍ୟା ବିଶିଷ୍ଟ ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କଳାହାଣ୍ଡିରେ ମା' ଏବଂ ଶିଶୁମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିର୍ମିତ ୧୦୦ ଶଯ୍ୟା...

ଜୁନ ୮ରୁ ପଞ୍ଚମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିନି ଦିନ ଧରି ଚାଲିବ ସମାରୋହ ଯୋଗଦେବେ ବହୁ ବିଶିଷ୍ଟ କବି ଏବଂ ଲେଖକ ଆଞ୍ଚଳିକ ଭାଷାରେ କବିତା ପାଠ ସମାରୋହରେ ୧୦ଟି ପୁସ୍ତକ ଉନ୍ମୋଚନ  ଜୁନ ୮ ତାରିଖରୁ ଭୁବନେଶ୍ୱରରେ...

ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ବୁଧବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। କଟକ ଜିଲ୍ଲା ତ୍ରିଶୁଳିଆଠାରେ ଏହି ଘଟଣା ଘଟିଛି। ବାରଙ୍ଗ ପୋଲିସ ରାଜା ବିଶ୍ୱାଳ ନାମକ ଜଣେ ବ୍ୟକ୍ତିକୁ...