ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ଚାମ୍ପିଅନ୍: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର?
ଓଡିଶାଲାଇଭ୍ ବ୍ୟୁରୋ
୩ୟ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚମ୍ପିଆନ୍ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଓପ୍ନର ସେନ୍ ୱାଟ୍ସନଙ୍କ ଅପରାଜିତ ଶତକ ବଳରେ ଚେନ୍ନାଇ ଆଇପିଏଲ୍-୧୧ରେ ଚମ୍ପିଆନ୍ ଆଖ୍ୟା...
ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ବୈଜୟନ୍ତ ପଣ୍ଡା ସୋମବାରଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।
ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗତ କିଛିଦିନ...
ଶିଶୁ ଯୌନ ନିର୍ଯାତନା ରୋକିବା ପାଇଁ ଲୋକଙ୍କୁ ସଚେତନ କରିବ ‘ପରୀ ଏକ୍ସପ୍ରେସ୍’: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସ ଓ ୟୁନିସେଫ୍ର ମିଳିତ ସହଯୋଗରେ ଆଜିଠୁ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରେସ’।
ଶିଶୁ ଯୌନ ନିର୍ଯାତନା ରୋକିବାକୁ ଆଜିଠୁ ସାରା ରାଜ୍ୟରେ ଗଡ଼ିଛି ‘ପରୀ ଏକ୍ସପ୍ରେସ୍’। ମୁଖ୍ୟମନ୍ତ୍ରୀ ନବୀନ...
ତ୍ୱଚା ଉଜ୍ୱଳ ରଖେ ଆମ୍ବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ଵ ଭରପୂର ରହିଛି। ଭିଟାମିନ୍ ଏ, ଲୌହ, କପର, ପୋଟାସିୟମ୍ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳେ।
ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ...
ଅନୁଭବଙ୍କ ଏହି ସିନେମାଗୁଡ଼ିକ ଅଧାରେ ଅଟକି ରହିଥିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଟପ୍ ହିରୋ ଅନୁଭବ ମହାନ୍ତି ବ୍ଲକବଷ୍ଟର ସିନେମା ‘ଆଇ ଲଭ୍ ୟୁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ନିୟମିତ ଭାବେ ଓଡ଼ିଆ ସିନେମାରେ ଅଭିନୟ...
ସ୍କୁଲରେ ପଢ଼ୁଥିବାବେଳେ ଏହି ଓଲିଉଡ ନାୟିକାମାନଙ୍କୁ ଫିଲ୍ମରେ ଏଣ୍ଟ୍ରି ମିଳିଥିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅର୍ଚ୍ଚିତାଙ୍କଠାରୁ ଆରମ୍ଭକରି ଭୂମିକାଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର ନାୟିକାମାନଙ୍କୁ ସ୍କୁଲରେ ପଢ଼ିବା ବେଳରୁ ହିଁ ଓଲିଉଡରେ ଏଣ୍ଟ୍ରି ପାଇଁ ମିଳିଥିଲା ସୁଯୋଗ।
ଓଡ଼ିଆ ସିନେମାରେ ଅଧିକାଂଶ ନାୟିକାଙ୍କର ଏଣ୍ଟ୍ରି ଭିନ୍ନ ଭିନ୍ନ ଢଙ୍ଗରେ...
ଓସ୍ତ ଗଛରୁ ମିଳିଥାଏ ଅନେକ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଏହାଛଡ଼ା ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।
ପେଟ ଯନ୍ତ୍ରଣା, ଦାନ୍ତ ବିନ୍ଧିବା, ଗୋଡ଼ ଫଟା ପାଇଁ ଓସ୍ତ ଗଛ ବହୁତ...
କଟକର ଚା’ ବିକାଳି ଡି ପ୍ରକାଶ ରାଓ: ମନ କି ବାତରେ ମୋଦି କଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଚା' ବିକାଳି ଡି ପ୍ରକାଶ ରାଓଙ୍କ କଥା ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କେନ୍ଦ୍ରର ଏନଡିଏ ସରକାରଙ୍କୁ ପୂରିଛି ଚାରି ବର୍ଷ। ଦେଶବାସୀଙ୍କୁ ରବିବାର ଦିନ...
ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେ ଉଦଘାଟନ କଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେର ଫେଜ୍-୧କୁ ଲେକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏକ୍ସପ୍ରେସ...
ସୋସିଆଲ ମିଡିଆରେ ପିଲା ଚୋରି ଚର୍ଚ୍ଚା: ପୋଲିସ ଡିଜି କହିଲେ ଗୁଜବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ସ୍ଥାନରୁ ପିଲା ଚୋରି ଗୁଜବ ଆସୁଛି। ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେବା ପରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଖଣ୍ଡନ କରିଛନ୍ତି। ପିଲା ଚୋରିକୁ...





















