ଦ୍ୱିତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭବତୀ ନାରୀର ଦ୍ୱିତୀୟ ତ୍ରୟମାସରେ କିପ୍ରକାର ଶାରୀରିକ ଲକ୍ଷଣ ପ୍ରକାଶ ପାଏ ଏବଂ କିପରି ତା’ର ଯତ୍ନ ନେବା ଆସନ୍ତୁ ଜାଣିବା ଚତୁର୍ଥ ମାସ ଏହି ସମୟରେ ଚର୍ମରେ ପରିବର୍ତ୍ତନ ଦେଖାଯାଏ।...

ନବମ ଦିନରେ ମହାନଦୀ ସୁରକ୍ଷା ଅଭିଯାନ: କେନ୍ଦ୍ରାପଡ଼ା-ଜଗତସିଂହପୁରରେ ସାଧାରଣ ସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ...

ମୋଦିଙ୍କ କଟକ ଗସ୍ତକୁ ବିରୋଧ, ବାଦାମବାଡ଼ିରେ ପକୁଡ଼ି ବିକିବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୬ରେ କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ବାଲିଯାତ୍ରା ପଡ଼ିଆରେ ଦେବେ ଉଦବୋଧନ। ଏଥିପାଇଁ ବିଜେପି ପକ୍ଷରୁ ଚାଲିଛି ବ୍ୟାପକ...

୨୦୧୯ରେ ପୁରୀରୁ ଲଢ଼ିବେ ମୋଦି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ଲୋକସଭା ନିର୍ବାଚନରେ ମୋଦି ପୁରୀରୁ ଲଢ଼ିବା ପଛରେ ଧାର୍ମିକ ଆବେଦନ ବି ରହିଛି। ବିଜେପି ପକ୍ଷରୁ ଏହି ଲଢ଼େଇକୁ ହିନ୍ଦୁ ଧର୍ମର ପ୍ରତୀକ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶୁକ୍ରବାର ବନ୍ଦ ରହିବ ଘରୋଇ ହସ୍ପିଟାଲ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ ଶୁକ୍ରବାର ସକାଳ ୬ରୁ ଶନିବାର ସକାଳ ୬ ଯାଏଁ ହସ୍ପିଟାଲ ବନ୍ଦ ଖୋଲାଯିବନି ଆଉଟଡୋର ନୂଆ ରୋଗୀଙ୍କୁ ଆଡମିଶନ କରାଯିବନି ସଜାଗ ରହିବାକୁ ସରକାରୀ...

ଜାତୀୟସ୍ତରରେ ଦକ୍ଷତା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସିମ୍ସର ଶୁଭଲକ୍ଷ୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କିଲ କମ୍ପିଟିସନ୍ ଅଧୀନରେ ବେକେରୀ ବିଭାଗରେ ଓଡ଼ିଶା ପାଇଁ ସୁନାମ ଆଣିବାକୁ ଯାଉଛନ୍ତି ସୁନାଝିଅ ଶୁଭଲକ୍ଷ୍ମୀ। ସ୍କିଲ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପାଟିସେରି ଆଣ୍ଡ କନଫେକ୍ସନେରି ବିଭାଗରେ ସ୍ଵର୍ଣ୍ଣ ଜିତିଥିବା ଶୁଭଲକ୍ଷ୍ମୀ ସୁବୁଦ୍ଧି ଜାତୀୟସ୍ତରୀୟ...

ପରେଶ ରାୱଲ ବିରୋଧୀ ଏକତାକୁ କହିଲେ ‘ଭିଣୋଇ-ଶାଳୀ’ ସମ୍ପର୍କ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଫିଲ୍ମ ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ବିରୋଧୀ ଦଳର ନେତାମାନଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶର ସବୁ ବିରୋଧୀ ଦଳର...

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ରଘୁ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଘୁ ମହାନ୍ତିଙ୍କୁ ପୁରସ୍କାର। କିଛିଦିନ ତଳେ ବିଜେଡି ଉପସଭାପତି ହୋଇଥିବା ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ନୂଆ ଦାୟିତ୍ୱ...

ବଲିଉଡର ପପୁଲାର୍ କମେଡିଆନ୍ ଅଶ୍ରାନିଙ୍କ ସଫଳତାର ଯାତ୍ରା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ  ‘ହମ୍ ଅଗ୍ରଜୋଁ କେ ଜମାନେ କେ ଜେଲର୍ ହେଁ…'। ଏହା ହେଉଛି ବଲିଉଡର ବ୍ଲକବଷ୍ଟର ମୁଭି 'ଶୋଲେ'ର ଏକ ବହୁ ଚର୍ଚ୍ଚିତ ସଂଳାପ। ଏହି ସଂଳାପ ପାଇଁ ଅଭିନେତା...

ଶ୍ରୀମନ୍ଦିରରେ ଲାଗିଲା ସିସିଟିଭି: ଭକ୍ତ-ସେବାୟତଙ୍କ ଉପରେ ରଖିବ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜଗନ୍ନାଥ ମନ୍ଦିରରେ ଭକ୍ତ ଏବଂ ସେବାୟତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ୨ଟି ସିସିଟିଭି ଲାଗିଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହେବ। ଶ୍ରୀମନ୍ଦିର ଜଗମୋହନରେ ଲାଗିଲା ୨ଟି ସିସିଟିଭି। ଜୟ...