ହୃଦରୋଗୀଙ୍କ ପାଇଁ ବେଶ୍ ଉପକାରୀ ପଣସ କଠା
ଓଡ଼ିଶାଲାଇଭ୍ ବ୍ୟୁରୋ
ପଣସ ଅନେକଙ୍କର ପ୍ରିୟ। କିନ୍ତୁ ଏହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ। ପଣସର ଗୁଣକାରୀ ତତ୍ତ୍ୱ ହୃଦରୋଗ ସମେତ ଶରୀରର ବିଭିନ୍ନ ରୋଗରୁ...
ସୁପରଷ୍ଟାର୍ ବାବୁସାନଙ୍କ ଏହିସବୁ ଓଡ଼ିଆ ସିନେମା ରିଲିଜ୍ ଏପର୍ଯ୍ୟନ୍ତ ହୋଇପାରି ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ ସୁପରଷ୍ଟାର ବାବୁସାନ୍ ହିରୋ ଭାବେ ନେଇ ଫିଲ୍ମ ତିଆରି କରିବାକୁ ଅଧିକାଂଶ ନିର୍ମାତାଙ୍କ ଇଛା। ହେଲେ ଓଲିଉଡ ସୁପରଷ୍ଟାର ବାବୁସାନ୍ଙ୍କ କେତୋଟି ସିନେମା ଅଧାରେ ଅଟକି ରହିଛି।
ଆସନ୍ତୁ ଜାଣିବା ସେହିସବୁ...
ଆହୁରି ଅନେକ କିଛି ଶିଖିବାର ଅଛି…
ଡକ୍ଟର ହରପ୍ରସନ୍ନ ଦାସ
ବିଚିତ୍ର ସଂସାର ଏଇଟା। ଏଠାରେ ଅନେକ ଘଟଣାର ସେପରି କିଛି କାରଣ ନଥାଏ। କିନ୍ତୁ ଅନେକ ଘଟଣା ଘଟିଥାଏ ଆମକୁ ଶିକ୍ଷା ଦେବାପାଇଁ।
ଏକ ସମ୍ଭ୍ରାନ୍ତ ପରିବାରର ରାଜୀବ ପଟ୍ଟନାୟକ ଜଣେ...
ଅଲରାଉଣ୍ଡର
ଛନ୍ଦା ମିଶ୍ର
ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତିଟିଏ ଜୀବନର ଦୁଃଖପୂର୍ଣ୍ଣ ମୁହୂର୍ତ୍ତଗୁଡିକୁ ଅତ୍ୟନ୍ତ ସାହସର ସହ ମୁକାବିଲା କରେ। ଫଳରେ ଜୀବନର ଚଲାପଥ ହୋଇଥାଏ ସରଳ ଓ ସୁଗମ। ଜୀବନର ଘାତ, ପ୍ରତିଘାତଗୁଡିକ ତାକୁ ଗଢିତୋଳେ ଏକ...
ବାବୁସାନଙ୍କ ସହ କେଉଁ ନାୟିକାଙ୍କ ଯୋଡ଼ିକୁ ବେଶୀ ପସନ୍ଦ କରନ୍ତି ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ ଅଭିନେତା ବାବୁସାନ୍ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି। ଝିଲିକ୍, ଏଲିନା, ଶୀତଲ, ସୂରମୟୀ ଓ ଭୂମିକାଙ୍କ ଭଳି ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି ବାବୁସାନ୍।
ଓଲିଉଡ଼ରେ ଏବେ...
ଓସ୍ତ ଗଛରୁ ମିଳିଥାଏ ଅନେକ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଏହାଛଡ଼ା ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।
ପେଟ ଯନ୍ତ୍ରଣା, ଦାନ୍ତ ବିନ୍ଧିବା, ଗୋଡ଼ ଫଟା ପାଇଁ ଓସ୍ତ ଗଛ ବହୁତ...
ପାଟିରେ ତୁଣ୍ଡ ଘା’ ହୋଇଛି କି? ଖାଆନ୍ତୁ ଗୁଜୁରାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଣ୍ଡ ଘା’ ଏଭଳି ସମସ୍ୟା ଊଣା ଅଧିକେ ସଭିଏଁ ଭୋଗିଥାନ୍ତି। ଗାଲ ଭିତର ଓଠ ଓ ଜିଭ ସିଝିଗଲା ପରି ଲାଗେ, ଖାଇଲେ କି ପାଣି ପିଇଲେ ବି କଷ୍ଟ ହୁଏ।...
ଆକସନ୍ ରୋଲରେ ଓଲିଉଡ୍ ନାୟିକା
ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ୍ ବ୍ୟୁରୋ
ଓଲିଉଡ ସୁନ୍ଦରୀମାନଙ୍କୁ ଅଧିକାଂଶ ସିନେମାରେ ରୋମାଣ୍ଟିକ୍ ରୋଲ୍ରେ ଦେଖିବାକୁ ମିଳେ। ବେଳେବେଳେ ସେମାନଙ୍କୁ ଆକ୍ସନ୍ ଭୂମିକାରେ ବି ଦେଖିବାକୁ ପାଆନ୍ତି ଦର୍ଶକ।
ମହାଶ୍ୱେତା
ମହାଶ୍ୱେତା ‘ଲାଲପାନ ବିବି’, ‘ଯା’ ଦେବୀ ସର୍ବଭୁତେସୁ’ ଓ...
ବୟସ୍କା ନାରୀର ଗର୍ଭଧାରଣଜନିତ ଜଟିଳତା
ଡାକ୍ତର ସରୋଜିନୀ ଷଡଙ୍ଗୀ
ଅଧିକ ବୟସରେ ଗର୍ଭଧାରଣ କଲେ ମାଆ ଓ ଶିଶୁ ଉଭୟଙ୍କ ପାଇଁ ଜଟିଳତାର ଆଶଙ୍କା ରହିଛି।
୧) ବନ୍ଧ୍ୟା ଦୋଷ
ବୟସ ବଢ଼ିବା ସଙ୍ଗେ ସଙ୍ଗେ ଗର୍ଭଧାରଣ କରିବା ଶକ୍ତି କମିଯାଏ, କାରଣ...
ବୁଧବାର ଶପଥ ନେବେ ଏଚ୍ ଡି କୁମାର ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବି ଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ସରକାର ଗଠନ କରିବାକୁ ଡାକିଛନ୍ତି। ଏହି ମେଣ୍ଟର ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ...





















