ଆସନ୍ତାବର୍ଷଠାରୁ ସିବିଏସଇ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସଇ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା। ଓଏମଆର ବଦଳରେ ୧୦ ମାର୍କ ଲେଖାଏଁ ପ୍ରଶ୍ନପତ୍ରରେ ୫ ପ୍ରକାରର ପ୍ରଶ୍ନ ରଖିବାକୁ ପ୍ରାରମ୍ଭିକ ଯୋଜନା କରାଯାଇଛି। ଆସନ୍ତାବର୍ଷଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ଓଏମଆର ବଦଳରେ ପ୍ରଶ୍ନପତ୍ରରେ...

ଜୀବନ ହାରିଲେ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ସର୍ଭିସ ରିଭଲଭର୍‌ରୁ ନିଜକୁ ଗୁଳି କରିଛନ୍ତି ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ। ବଡ଼ ବଡ଼ ଅପରାଧୀଙ୍କୁ କାବୁ କରିଥିବା ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହିଂମାଶୁ ରାୟ ନିଜେ...

ଆରପାରିରେ ଓଲିଉଡ ଅଭିନେତ୍ରୀ ଅନିତା ଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଲିଉଡରେ ରାଜ୍‌ କରିଥିବା ବର୍ଷୀୟାନ୍‌ ଅଭିନେତ୍ରୀ ଅନିତା ଦାସଙ୍କ ହୃତଘାତରେ ପରଲୋକ ଘଟିଛି। ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି। ପ୍ରାୟ ଶହେରୁ ଅଧିକ...

କାହିଁକି ହୁଏ ମଧୁମେହ? ଜାଣନ୍ତୁ ଏହି ରିପୋର୍ଟରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାଇବେଟିସ୍‌ ବା ମଧୁମେହ ରୋଗ ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏକ ଆକଳନ ଅନୁଯାୟୀ  ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ । ଲକ୍ଷଣ ଅଧିକ...

ଫିଲ୍ମ ପାଇଁ ଓଜନ ହ୍ରାସ କରିଥିଲେ ଏହି ବଲିଉଡ୍ ନାୟିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ସେଲିବ୍ରିଟିମାନେ ସାଧାରଣତଃ ପତଳା ହେବାକୁ ଚାହାଁନ୍ତି। ସେମାନେ ବେଳେବେଳେ ଏଥିପାଇଁ ନିଜର ଓଜନ କମ୍ କରିଥାନ୍ତି। ଏହି କାମରେ କେତେକ ବଲିଉଡ୍ କଳାକାର ବେଶ୍ ସଫଳ ମଧ୍ୟ ହୋଇଛନ୍ତି। ଆସନ୍ତୁ...

ମୋଦିଙ୍କ ନେପାଳ ଗସ୍ତ: ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍‌ ଚଳାଚଳ ଶୁଭାରମ୍ଭ କଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳ ଗସ୍ତରେ ଯାଇଛନ୍ତି। ୪ ବର୍ଷର ଶାସନ ମଧ୍ୟରେ ଏହା ହେଉଛି ମୋଦିଙ୍କ ତୃତୀୟ ନେପାଳ ଗସ୍ତ। ମୋଦି ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍‌ ଚଳାଚଳର ଶୁଭାରମ୍ଭ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶନିବାର ଉଠିବ ସାଇନ-ଏ-ଡାଏ

ଓଡ଼ିଶାଲାଇଭ୍ ବ୍ୟୁରୋ ରେସିଡେନ୍ସିଆଲ କମିଟି ବୈଠକ ଶେଷ ଶନିବାର ୫ ପୂର୍ବରୁ ଉଠିବ ସାଇନ-ଏ-ଡାଏ ମେ ୧୭ରୁ ସବୁ ବିଭାଗର ପରୀକ୍ଷା ୨୭ରେ ପରୀକ୍ଷା ଫଳ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉଠିବ ସାଇନ-ଏ-ଡାଏ। ଶନିବାର ୫ଟା...

ଉନ୍ନାଓ ଗଣଦୁଷ୍କର୍ମ: ମିଳିଲା ପ୍ରମାଣ, ବିଜେପି ବିଧାୟକ ହିଁ କରିଛନ୍ତି ଦୁଷ୍କର୍ମ

ଓଡ଼ିଶାଲାଇଭ ବ୍ୟୁରୋ ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ହାତରେ ଲାଗିଛି ଏକ ବଡ଼ ପ୍ରମାଣ। ବିଜେପି ବିଧାୟକଙ୍କ ହିଁ ଗଣଦୁଷ୍କର୍ମର ପ୍ରକୃତ ଦୋଷୀ ତାହାର ପ୍ରମାଣ ସିବିଆଇକୁ ମିଳିଛି। ସାରା ଦେଶରେ ଚହଳ ପକାଇଥିବା ଉତ୍ତରପ୍ରଦେଶର...

ନବୀନଙ୍କ ରଥକୁ ଅଟକାଇ ପାରିବ ବିଜେପି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ହାରିବା ପରେ ବିଜେପି ନିଜକୁ ନିଜେ କୋଣଠେସା କରି ନେଇଥିବା ବେଳେ ନବୀନ କିନ୍ତୁ ତାଙ୍କର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏପ୍ରିଲ ୨୦୧୪। ସମଗ୍ର ଦେଶରେ ମୋଦି ହାୱା।...

ରାଜ୍ୟରେ ବଜ୍ରପାତ ଆଶଙ୍କା: ୪ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ୪ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, ଅନୁଗୁଳ, କଟକ...