ଏହି ଓଡ଼ିଆ ଫିଲ୍ମର ଟାଇଟଲ୍ ଯେମିତି ହଟକେ, ଚରିତ୍ରଗୁଡ଼ିକ ବି ସେମିତି ମଜାଦାର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ଓଲିଉଡରେ ଗତ କିଛି ବର୍ଷ ହେବ ପ୍ରତିବର୍ଷ ୩୦ରୁ ଅଧିକ ସଂଖ୍ୟକ ସିନେମା ନିର୍ମିତ ହୋଇଛି। ଏହି ସିନେମାମାନଙ୍କର ଟାଇଟଲ୍‌କୁ ନେଇ ନେଇ କେହି କେହି ଭ୍ରୁକୁଞ୍ଚନ କରିଥାଆନ୍ତି, ତ...

ମା’କୁ ଖୋଲା ଚିଠି

ଛନ୍ଦା ମିଶ୍ର ନିଶ୍ଚୟ ସେ ସୁଦିନ ଆସିବ, ଯେବେ ଅମୂଲ୍ୟ କନ୍ୟରତ୍ନଟିଏ ପାଇବା ପାଇଁ ଲୋକେ ହେବେ ଉତ୍କଣ୍ଠିତ। ଝିଅଟିଏର ମୂଲ୍ୟ ବୁଝି ଅତ୍ୟନ୍ତ ଆଦର ଓ ଯତ୍ନରେ ତାକୁ କରିବେ ପ୍ରତିପାଳିତ। ସେହିଦିନକୁ...

ନିର୍ମାଣରେ ଅବହେଳା, ବମିଖାଲ ଓଭରବ୍ରିଜ ନେଲାଣି ଦୁଇଟି ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ିଥିଲା ଓଭରବ୍ରିଜ ଛାତ ଆଜି ଭୁଶୁଡ଼ିଲା ଲୁହା ରେଲିଂ ଛାତ ଭୁଶୁଡ଼ିବା ବେଳେ ଯାଇଥିଲା ଜଣେ ବାଇକ ଆରୋହୀଙ୍କ ଜୀବନ ପଣ୍ଡା ଇନଫ୍ରା କମ୍ପାନିର ସ୍ୱଚ୍ଛତା...

ବମିଖାଲ ଓଭରବ୍ରିଜରେ ପୁଣି ଦୁର୍ଘଟଣା: ଖସିପଡ଼ିଲା ଲୁହା ରେଲିଂ, ଜଣେ ଶ୍ରମିକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବମିଖାଲ ଓଭରବ୍ରିଜରେ ପୁଣି ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ କାମ ଚାଲିଥିବା ବେଳେ ଲୁହା ରେଲିଂ ଖସିପଡ଼ିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ...

କାଳବୈଶାଖୀରେ ୩ ମୃତ, ବରଗଡ଼ ସବୁଠୁ ଅଧିକ କ୍ଷତିଗ୍ରସ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଳବୈଶାଖୀର ତାଣ୍ଡବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ଜଣ ପ୍ରାଣ ହରାଇଛନ୍ତି। ବୁଧବାର ଛଅଟି ଜିଲ୍ଲାରେ କଳବୈଶାଖୀର ଭୀଷଣ ପ୍ରଭାବ ଦେଖିବାକୁ ମିଳିଥିଲା। ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରେ ଗଛ ପଡ଼ି...

ମିଥ୍ୟା ସତ୍ୟପାଠକୁ ନେଇ ଅଡ଼ୁଆରେ ବୈଜୟନ୍ତ: ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ନିର୍ବାଚନୀ ସତ୍ୟପାଠକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ...

ଫେସବୁକରେ ମିଳିବ ଡେଟିଂର ମଜା: ଆସିବ ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶିଘ୍ର ଫେସବୁକରେ ଡେଟିଂ ସର୍ଭିସ ଆରମ୍ଭ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସବୁକ୍‌ ଏବେ ଦୀର୍ଘସୁତ୍ରୀ ସମ୍ପର୍କ ଯୋଡ଼ିବା ପାଇଁ ଡେଟିଙ୍ଗ୍‌ ସୁବିଧା ଆରମ୍ଭ କରିବାକୁ...

୨୦୧୯ ପଦ୍ମ ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ବର୍ଷର ପଦ୍ମ ପୁରସ୍କାର ପାଇଁ ଅନଲାଇନ ଦରଖାସ୍ତ ଓ ସୁପାରିଶ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ' ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ,...

ବଡ଼ ହେବନି ନିରଞ୍ଜନଙ୍କ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ କେମିତି ହେବ? ଏହି ଟିମ୍‌ରେ କିଏ ରହିବେ ଏବଂ କିଏ ବାଦ୍ ପଡ଼ିବେ ତା' ଉପରେ ରହିଛି ସମସ୍ତଙ୍କ ନଜର। ନିରଞ୍ଜନ ପଟ୍ଟନାୟକ ନୂଆ ପିସିସି...

ମାଡ଼ ସିନା ସହିଗଲି, ଭୋକ ସହି ପାରିଲିନି…

ରବୀନ୍ଦ୍ର ନାରାୟଣ ମିଶ୍ର ବୁଥ୍‌ଙ୍କ ଆଗରେ ପିଲାଟି ବିକଳ ହୋଇ କହି ପକାଇଲା, ‘‘ମାଡ଼ ସିନା ସହିଗଲି, ଭୋକ ସହିପାରିଲିନି।’’ ନିରୀହ ପିଲାଟିର ସେଇ ଦି’ପଦ ସ୍ୱୀକାରୋକ୍ତି ବୁଥ୍‌ଙ୍କ ଦି’ ଆଖିକୁ ଲୁହ ଛଳଛଳ...