ସୃଜନାତ୍ମକ ଭାବନା
ଡକ୍ଟର ହରପ୍ରସନ୍ନ ଦାସ
(ତୃତୀୟ ଭାଗ)
କିଛିଟା ବାଧା ରହିଛି ଯେଉଁଥିପାଇଁ ଆମେ ସୃଜନାତ୍ମକ ଭାବନାରେ ସଫଳତା ପାଇପାରିନଥାଉ। ସେ ସମ୍ପର୍କରେ ଆଲୋଚନା:
ଅନିଶ୍ଚିତତାର ଭୟ
ଆମେମାନେ ସାଧାରଣତଃ ଏକ ନିଶ୍ଚିତ ସ୍ତରରେ ରହିବାକୁ ଭଲପାଉ। ଅର୍ଥାତ୍ କୌଣସି...
ଭୁବନେଶ୍ୱରରେ ଭଡ଼ାରେ ମିଳିବ ସାଇକେଲ, ପ୍ରଥମ ପର୍ଯ୍ୟାୟରେ ଆସିବ ୨ ହଜାର ସାଇକେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟସିଟି ଭୁବନେଶ୍ୱରରେ ଏଣିକି ଭଡ଼ାରେ ମିଳିବ ସାଇକେଲ। ଯାତ୍ରୀ ସାଇକେଲ ନେଇ ଯାତ୍ରା କରିପାରିବେ। ହକି ବିଶ୍ୱକପ୍ ପୂର୍ବରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ।
ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ସ୍ମାର୍ଟ ହେଉଛି।...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଓଡ଼ିଶା ଝିଅ ସୁନୀତା ଲାକ୍ରା ହେଲେ ଭାରତୀୟ ମହିଳା ହକି ଟିମ୍ର ଅଧିନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା ହକି ଟିମ୍ର ଅଧିନାୟକ ହୋଇଛନ୍ତି ସୁନ୍ଦରଗଡ଼ ଝିଅ ସୁନୀତା ଲାକ୍ରା। ଦକ୍ଷିଣ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ହକି ଦଳର ଅଧିନାୟକ...
ବାଲିମେଳାରୁ ୮୯ କେଜି ଗଞ୍ଜେଇ ଜବତ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲା ବାଲିମେଳାର ଖଡ଼ିକାଯୋଡ଼ି ନାଳ ନିକଟରୁ ପୋଲିସ ୮୯ କେଜି ଗଞ୍ଜେଇ ଜବତ କରିଛି। ଓରକେଲ ଥାନା ସବ୍ ଇନ୍ସିପେକ୍ଟର ମାନସ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ଟିମ୍ ଏହି...
ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ କୁ ସ୍ଥାନିତ କରାଯାଉ: ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମିତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ଉପରେ ଗୁରୁତ୍ୱ ଦେଇଛନ୍ତି।
"ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ...
ଗ୍ୟାଙ୍ଗଷ୍ଟର ଛୋଟା ରାଜନ: ସିନେମା ଟିକେଟ ବ୍ଲାକରରୁ ଅଣ୍ଡରୱାର୍ଲ୍ଡ ଡନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମର୍ଡର, ଅପହରଣ, ସ୍ମଗ୍ଲିଂ, ଡ୍ରଗ୍ସ କାରବାରରେ ସାରା ବିଶ୍ୱକୁ ଥର ହର କରୁଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ମିଳିଛି ଆଜୀବନ ଜେଲ୍ ଦଣ୍ଡ। ସିନେମା ଟିକେଟ ବ୍ଲାକରରୁ ଅପରାଧ ଜଗତର...
ଚର୍ଚ୍ଚାରେ ମସକକଲି ଗାର୍ଲ: ସୋନମଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ମସକକଲି ଗାର୍ଲ ସୋନମ୍ କପୁର ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତାଙ୍କ ଭାବି ସ୍ଵାମୀ ଆନନ୍ଦ ଆହୁଜା ବିଗତ କିଛି ବର୍ଷ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।
ଏବେ...
ବିଚକ୍ଷଣ ଶିଶୁ ଚାହୁଁଛନ୍ତି କି? ଗର୍ଭାବସ୍ଥାରେ ଖାଆନ୍ତୁ ଅଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତ୍ୟେକ ଗର୍ଭବତୀ ମା’ ଚାହାନ୍ତି ତାଙ୍କ ଗର୍ଭସ୍ଥ ଶିଶୁ ବିଚକ୍ଷଣ ହେବା ସହ ତା’ ମସ୍ତିଷ୍କ ଭଲ ଭାବେ ବିକଶିତ ହେଉ। ତେଣୁ ଗର୍ଭାବସ୍ଥାରେ ନିଜ ଖାଦ୍ୟ ଉପରେ ସ୍ଵତନ୍ତ୍ର ଦୃଷ୍ଟି...
ମା’ ପୁଅ ଏକାଠି ହୋଇଗଲେ…
ରବୀନ୍ଦ୍ର ନାରାୟଣ ମିଶ୍ର
‘‘ଏ ପର୍ଯ୍ୟନ୍ତ ଇଂରାଜୀ ଭାଷା ଆମ ଭାରତଭୂମିରେ ରାଣୀ ମର୍ଯ୍ୟାଦା ପାଇବା ବେଳେ ଅନ୍ୟାନ୍ୟ ପ୍ରାଦେଶିକ ଭାଷା ଚାକରାଣୀ ହୋଇ ତା’ ସେବା କରୁଛନ୍ତି।"
ସେଦିନ ‘ଭାରତୀ’ ଅନୁଷ୍ଠାନର ବୈଠକରେ ଲୋକସଭାର...
ଗ୍ୟାସ୍ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ କିଛି ଘରୋଇ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଗ୍ୟାସ ସମସ୍ୟା ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଚିକିତ୍ସକଙ୍କ ଭାଷାରେ ଏହାକୁ ‘ଗ୍ୟାଷ୍ଟ୍ରୋଇସୋଫେଜିୟଲ୍ ରିଫଲକ୍ସ ଡିଜିଜ୍’ ବୋଲି ମଧ୍ୟ କୁହାଯାଏ। ଗ୍ୟାସ ସମସ୍ୟା ଯୋଗୁଁ ପେଟ ଯନ୍ତ୍ରଣା...





















